Browsing Tag

turekela news

ତୁରେକେଲାରେ ବିଶ୍ୱ ଜଳାନ୍ତକ ଦିବସ ପାଳିତ

ତୁରେକେଲା, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ଅଠେଇଶ ତାରିଖରେ ବିଶ୍ୱ ଜଳାନ୍ତକ ଦିବସ ପାଳନ କରାଯାଇଥାଏ । ତଦାନୁସାରେ ଚଳିତ ବର୍ଷର ଜଳାନ୍ତକ ଦିବସ ତୁରେକେଲା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରତାପ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ପ୍ରାଣୀ…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସହାୟତା ଦାବି

ତୁରେକେଲା, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଯୋଗୁଁ ତୁରେକେଲା ବ୍ଲକ ଘୁନେସ ପଞ୍ଚାୟତ ଅନ୍ତର୍ଗତ ଖୁଜେନ ଗାଁର ଜଣେ ଦିବ୍ୟାଙ୍ଗ ବୃଦ୍ଧଙ୍କ ଘର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଘର ଭାଙ୍ଗିଯିବା ପରେ ପରିବାରଟି ଦୁର୍ଦ୍ଦଶାରେ ଦିନ କାଟୁଥିବା ଜଣାପଡ଼ିଛି । ଖୁଜେନ ଗାଁର ମହେଶ୍ୱର ସୁନା…
Read More...

ଲୁହା ରଡ୍‌ରେ ଯୁବକଙ୍କୁ ଆକ୍ରମଣ : ୩ ଗିରଫ

ତୁରେକେଲା, (ଯୁଗଳ କିଶୋର ଶବର) : ତୁରେକେଲା ଥାନା ଅଞ୍ଚଳରେ ଲୁହା ରଡ୍‌ରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ତୁରେକେଲା ପୁଲିସ । ପୁଲିସ ସୂଚନା ଅନୁସାରେ, ଅଗଷ୍ଟ ୩୧ ତାରିଖ ରାତିରେ ଏହି ଘଟଣା ଘଟିଥିଲା । ତୁରେକେଲାର କାୟା ନାଏକଙ୍କ ଅଭିଯୋଗ ଅନୁଯାୟୀ, ସନ୍ତାପ…
Read More...

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣଙ୍କ ବିରୋଧରେ ଥାନାରେ ଏତଲା

ଆଦିବାସୀ ସମାଜକୁ ଅପମାନ ଅଭିଯୋଗ : କଣ୍ଟାବାଞ୍ଜି ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ତୁରେକେଲା, (ପିତାମ୍ବର ଦିପ) : ଆଦିବାସୀ ସମାଜ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ଅଭିଯୋଗ

କାମ ଅଧୁରା, ଟଙ୍କା ଉଠୁଛି କାମ ପୂର୍ବରୁମୁରିବାହାଲ ଗାଁରେ ନିୟମ ଉଲଂଘନ, ପ୍ଲିନ୍ଥ ଲେବଲ୍ ନହେଲେ ମଧ୍ୟ ମିଳୁଛି କିସ୍ତି ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ ବାଙ୍କି ପଂଚାୟତର ମୁରିବହାଲ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…
Read More...

ତୁରେକେଲାରୁ କର୍ଣ୍ଣାଟକ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କି ଗାଁର ଅବିନାଶ ଜଗତ ଦାଦନ ଶ୍ରମିକ ଭାବେ କର୍ଣ୍ଣାଟକ ଇଟାଭାଟିରେ କାମ କରୁଥିବା ବେଳେ ସେ ଯଶୋବନ୍ତପୁର ଷ୍ଟେସନରୁ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅବିନାଶ ଘରକୁ ଫେରିବା ପାଇଁ…
Read More...

ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବେହେରେନସିଲେଟ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ୨୦୨୫-୨୬ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
Read More...

ପାଟଣାରାଜ ଦଣ୍ଡସେନା ସମାଜର ମହାସଭା ସମ୍ମିଳନୀ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କନ୍ଧବାହାଲ ଗାଁରେ ପାଟଣାରାଜ ଦଣ୍ଡସେନା(କଳାର) ସମାଜର ମହାସଭା ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅଞ୍ଚଳର ବରିଷ୍ଠ ସଦସ୍ୟମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ତେବେ ଆଜିର ଏହି ମହାସଭାରେ…
Read More...

ମନରେଗା କାର୍ଯ୍ୟରେ ହେରାଫେରି ଅଭିଯୋଗ : ଖବର ପ୍ରକାଶ ପରେ ହଟିଲା ସୂଚନା ଫଳକ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡଡକଲା ପଞ୍ଚାୟତର ଗୁର୍ଲଗୁଡ଼ା ଗ୍ରାମରେ ଥିବା ଏକ ପୋଖରୀ ଉନ୍ନତିକରଣ କାର୍ଯ୍ୟରେ ମନରେଗା ଯୋଜନାରେ ହେରାଫେରି ହୋଇଥିବା ଅଭିଯୋଗ ହୋଇଛି । ଏହି ପୋଖରୀ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ଦେଇଥିବା ଗୋଟିଏ ଫଳକରେ…
Read More...

କନ୍ଦେଇ ପଂଚାୟତରେ ଦୁର୍ନୀତି ଫଳକ ଅଛି ହେଲେ ପ୍ରକଳ୍ପ ନାହିଁ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କନ୍ଦେଇ ପଂଚାୟତ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି । ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି, କିନ୍ତୁ ପଂଚାୟତ ଦାୟିତ୍ଵରେଥିବା ଜନ ପ୍ରତିନିଧି ଓ ପ୍ରଶାସନ ଅଧିକାରୀ ସବୁ ଜାଣିଶୁଣି…
Read More...