ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳାରେ ପର୍ଶୁରାମଙ୍କ ଜନ୍ମୋତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଗକୁ ଆସୁଛି ପର୍ଶୁରାମଙ୍କ ଜୟନ୍ତୀ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ପର୍ଶୁରାମ ସମାଜ ତରଫରୁ କିଭଳି ଧୁମ୍ଧାମ୍ରେ ଜନ୍ମୋତ୍ସବ ପାଳନ କରାଯିବ ସେ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ୨୨ତାରିଖରେ!-->…
Read More...
Read More...