ନାରେନ୍ ଗ୍ରାହକ ସେବା କେନ୍ଦ୍ର ଶାଖାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରାଶି ପ୍ରଦାନ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନାରେନ ଗ୍ରାମର ଗ୍ରାହକ ସେବା କେନ୍ଦ୍ର ଶାଖାରେ ଜଣେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ବୀମା ଟଙ୍କା ପ୍ରଦାନ କରାଯାଇଛି ।
ସୂଚନା ଅନୁସାରେ ଆକ୍ଟୋବର ମାସ ୨୦୨୨ ମସିହାରେ ନାରେନ ଗ୍ରାମର ଶୁକୃ ମାଝୀ!-->!-->!-->…
Read More...
Read More...