Browsing Tag

titilagarh news

ଟିଟିଲାଗଡ ବିଆର୍‌ସି ବିଲଡିଂରୁ ଗଡିଲା ଶିକ୍ଷା ସଚେତନତା ରଥ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା ହିଁ ଜୀବନ ଗଢି ତୋଳିବାର ମୁଖ୍ୟ ସ୍ରୋତ । ଶିକ୍ଷା ଗ୍ରହଣ କଲେ ଜୀବନର ଲକ୍ଷ୍ୟ ହାସଲ କରି ହେବ । କୋଭିଡ ମହାମାରୀ ଆସିବା ଦିନଠାରୁ ସବୁ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖାଦେଇଥିଲା । ସେ ଭିତରୁ ଶିକ୍ଷା ବିଭାଗ ଅନ୍ୟତମ । କୌଣସି ପିଲା ଶିକ୍ଷା
Read More...

ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ଟିଟିଲାଗଡ ବ୍ଲକ ଗସ୍ତ : ଉନ୍ନୟନମୂଳକ କାର୍ଯ୍ୟର କଲେ ତଦାରଖ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ଦିନ ଅପରାହ୍ନରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଳା ମାଝୀ ଟିଟିଲାଗଡ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟରେ ଏକ ବୈଠକ ବ୍ଲକ ଉନ୍ନୟନ ଅଧିକାରୀ ନବୀନ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଟିଟିଲାଗଡ ବ୍ରାହ୍ମଣ ସମାଜ ତରଫରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ବ୍ରାହ୍ମଣ ସମାଜ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୧ ଜଣ ବ୍ରାହ୍ମଣ ବଟୁଙ୍କୁ ବ୍ରତ କରାଯାଇଥିଲା । ଏପ୍ରିଲ ୯ ତାରିଖରେ ସମସ୍ତ
Read More...

ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଭେଟି ନିଜର ଦାବୀ ଜଣାଇଲେ ସରପଞ୍ଚ ସଂଘ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଗସ୍ତରେ ଗତକାଲି ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଆସିବା ଖବର ପାଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ସରପଞ୍ଚ ସଙ୍ଘର ସଦସ୍ୟଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସଂଘ ସଭାପତି ବୀରବର ସାହୁଙ୍କ ନେତୃତ୍ୱରେ
Read More...

ମନ୍ତ୍ରୀ ଓ ସାଂସଦଙ୍କ ଦ୍ଵାରା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସକାଳ ୧୦ଟା ୩୦ସମୟରେ ଟିଟିଲାଗଡ ଥାନା ପାର୍ଶ୍ଵରେ ଥିବା ପୁରୁଣା ଗୁଜୁରାତି ସ୍କୁଲ ସ୍ଥାନରେ ଏବେ ଏକ ନୂତନ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା
Read More...

ଏପ୍ରିଲ ୯ ତାରିଖରେ ଉଦ୍‌ଘାଟନ ହେବ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ଥିବା ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଲାଗି ରହୁଥିଲା । ବାରମ୍ଵାର ଜନସାଧାରଣ ତଥା ରାଜନୈତିକ ଦଳ ପକ୍ଷରୁ ବାରମ୍ଵାର ଦାବୀ କରିବା ସତ୍ତ୍ୱେ କିଛି ସୁଫଳ ନ ମିଳିବା ଦୁର୍ଭାଗ୍ୟର ବିଷୟ । ତେବେ ଆଜି ଟିଟିଲାଗଡ ଥାନା ପାର୍ଶ୍ଵରେ
Read More...

ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଠିକାଦାରପଡ଼ା ରାଧାକୃଷ୍ଣ ମନ୍ଦିରରେ ହନୁମାନ ଚାଳିଶା ଏବଂ ସୁନ୍ଦରାକାଣ୍ଡ ପଠନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରଭୁ ଶ୍ରୀ ହନୁମାନଙ୍କ ଜନ୍ମୋତ୍ସବ ଉପଲକ୍ଷେ ଟିଟିଲାଗଡ ଠିକାଦାରପଡ଼ା ଠାରେ ଥିବା ରାଧାକୃଷ୍ଣ ମନ୍ଦିରରେ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିବା ସହ ଧୁମ୍‌ଧାମ୍‌ରେ ଏହି ଉତ୍ସବକୁ ପାଳନ କରାଯାଇଛି । ଏହି ଅବସରରେ ମନ୍ଦିର ଭିତରେ ଥିବା ପ୍ରଭୁ
Read More...

ଟିଟିଲାଗଡ ଓକିଲ ସଙ୍ଘ ନିର୍ବାଚନରେ ବିଜୟୀ ହୋଇଥିବା ପଦାଧିକାରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗତ ମାର୍ଚ୍ଚ ମାସ ୨୫ ତାରିଖରେ ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ ବିଜୟୀ ହୋଇଥିବା ସମସ୍ତ ସଦସ୍ୟମାନଙ୍କ ଶପଥ ଗ୍ରହଣ ସମାରୋହ ଗୁରୁବାର ଦିନ ସକାଳେ ସ୍ଥାନୀୟ ଓକିଲ ସଙ୍ଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି କୃଷ୍ଣ ଚନ୍ଦ୍ର
Read More...

ଟିଟିଲାଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧୁବାର ଦିନ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କେତୋଟି ପଞ୍ଚାୟତର ଜଳ ସମସ୍ୟାର ସମାଧାନ ନିମନ୍ତେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଜଗୁଆ ଗ୍ରାମ
Read More...

ଟିଟିଲାଗଡ ପ୍ରଶାସନ ଶାସକ ଦଳର ଏଜେଣ୍ଟ ଭଳିଆ କାମ କରୁଥିବା ଅଭିଯୋଗରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ବରେ ସୋମବାର ଦିନ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ଟିଟିଲାଗଡ ତରଫରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରୁ ଏକ ବିଶାଳ ରେଲି ବାହାରି ସହର ପରିକ୍ରମା କରିବା ପରେ
Read More...