Browsing Tag

titilagarh news

ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ବସ୍‌କୁ ଧରିଲା ଏମ୍‌ଭିଆଇ, ବିନା ଫିଟ୍‌ନେସ ଓ ଇନ୍‌ସ୍ୟୁରେନ୍‌ନ୍ସରେ ବୁହା ହେଉଥିଲେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ବାରମ୍ବାର ଜନସାଧାରଣଙ୍କୁ ନିଜ ଗାଡ଼ିର କାଗଜପତ୍ର, ଇନ୍‌ସ୍ୟୁରେନ୍ସ, ଫିଟ୍‌ନେସ୍‌, ପୋଲ୍ୟୁସନ୍ ସାର୍ଟିଫିକେଟ ସଦାବେଳେ ଠିକ୍‌ କରି ରଖିବାକୁ କୁହାଯାଉଛି । ବାରମ୍ବାର ତାଗିଦ କରିବା ସହ ଆଇନ ଉଲଂଘନ ନ କରିବା ପାଇଁ
Read More...

ଟିଟିଲାଗଡ ସହରବାସୀଙ୍କୁ ନୂଆଁଖାଇ ଭେଟିଦେଲେ ମୁଖ୍ୟମନ୍ତ୍ରୀ, କୁମୁଡା ପାହାଡ଼ର ସୌନ୍ଦର୍ଯ୍ୟକରଣ ପାଇଁ ୧ କୋଟି ୮୮ ଲକ୍ଷ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ମୁଖ୍ୟ ପରିଚୟ ହେଲା ଟିଟିଲାଗଡ଼ କୁମୁଡା ପାହାଡ ଉପରେ ରହିଛି ପ୍ରଭୂ ଧବଳେଶ୍ୱର ମନ୍ଦିର । ଏହି ମନ୍ଦିରର ଉନ୍ନତିକରଣ ପାଇଁ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ସଦାବେଳେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ
Read More...

ରାଜ୍ୟ ସରକାରଙ୍କ ଛତୁଆ ବଣ୍ଟନ କାର୍ଯ୍ୟକ୍ରମ କାହା ପାଇଁ, ମାସ ମାସ ଧରି ମିଳୁନି ଛତୁଆ, ଖାଉଛି କିଏ : ସାଧାରଣରେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ତଥା ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କ ବିକାଶ ତଥା କୁପୋଷଣକୁ ରୋକିବା ଦିଗରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ସେ ଭିତରୁ ଛତୁଆ, ବାଦାମ ଲଡୁ ଅନ୍ୟତମ । ଟିଟିଲାଗଡର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ
Read More...

ଟିଟିଲାଗଡରେ ସ୍ୱର୍ଗତ କବି ମଧୁସୂଦନ ମହାନନ୍ଦଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଞ୍ଚଳର ଜଣାଶୁଣା ଜଣେ ପ୍ରଖ୍ୟାତ କୋକଲି କବି ମଧୁସୂଦନ ମହାନନ୍ଦଙ୍କ ଗତ ୯ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣି ପ୍ରାରମ୍ଭିକ ଚିକିତ୍ସା କରାଇଥିଲେ । ଡାକ୍ତର ତାଙ୍କୁ ବାହାରକୁ ରେଫର କରିବା ପରେ
Read More...

ଟ୍ରେନରେ ମହିଳାଙ୍କୁ ଦୁର୍ବ୍ୟବହାର, ସ୍ୱାମୀ ନିଜ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଦୁଇ ଯୁବକଙ୍କୁ କଲେ ବ୍ଲେଡରେ ଆକ୍ରମଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟ୍ରେନରେ ଲୋକ ନିଜକୁ ସୁରକ୍ଷିତ ଭାବି ଦେଶର ବିଭିନ୍ନ ସ୍ଥାନକୁ ଦୂର ଦୂରାନ୍ତର ଯାଏଁ ଯାତାୟାତ କରିଥାନ୍ତି । ରେଳସେବା ଏକ ସୁରକ୍ଷିତ ସେବା ଭାବି ଲୋକେ ରେଳ ଯାତ୍ରାକୁ ସୁରକ୍ଷିତ ମଣନ୍ତି । କିନ୍ତୁ ଟିଟିଲାଗଡରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।
Read More...

ଟିଟିଲାଗଡ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଟିଟିଲାଗଡ, (ସଞ୍ଜୟ କୁମାର ମିଶ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଟିଟିଲାଗଡ । ତିନୋଟି ଦାବୀ ନେଇ ଗଣଧାରଣା ଦିଆଯାଇଛି ।
Read More...

ଡିଏଭି ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ପାଳିତ : ଯୋଗଦେଲେ ତିନି ମନ୍ତ୍ରୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଅନ୍ୟ ଏକ ପ୍ରତିଷ୍ଠିତ ମହାବିଦ୍ୟାଳୟ ଭିତରୁ ଟିଟିଲାଗଡର ଡିଏଭି ମହାବିଦ୍ୟାଳୟ ଅନ୍ୟତମ । ଏହି ଡିଏଭି ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ମନ୍ତ୍ରୀ ସାରଦା
Read More...

ଟିଟିଲାଗଡ ନିକଟସ୍ଥ ଡିଆଟନ ଗ୍ରାମ ଛକଠାରେ ତିନି ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ସକାଳେ ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ମନ୍ତ୍ରୀ ଆସି ଯୋଗଦେବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପରାସରା ଗ୍ରାମ ପଞ୍ଚାୟତ ଅଭିମୁଖେ ଗସ୍ତ କରୁଥିବା ସମୟରେ ଯୁବ କଂଗେସ ପକ୍ଷରୁ ତିନି
Read More...

ଟିଟିଲାଗଡ ଉପଖଣ୍ଡଠାରେ “ମୁଁ ବି ମିତା” ଅଭିଯାନ ଉଦ୍‌ଘାଟିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗଣତନ୍ତ୍ରର ମହାସ୍ରୋତରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ବିଶେଷ କରି ଯୁବ ଗୋଷ୍ଠୀମାନଙ୍କୁ ନୂତନ ଭୋଟର ତାଲିକାରେ ଭୋଟର ଭାବେ ପଞ୍ଜିକରଣ ନିମନ୍ତେ ଉତ୍ସାହିତ କରିବା ପାଇଁ “ମୁଁ ବି ମିତା” ଅଭିଯାନ, ଏହି ପରିପ୍ରେକ୍ଷୀରେ ଆଜି ଟିଟିଲାଗଡ ଉପଖଣ୍ଡର
Read More...

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଟିଟିଲାଗଡ ସହରର ରାଧାକୃଷ୍ଣ ମନ୍ଦିରରେ ଭକ୍ତଙ୍କ ଭିଡ଼ : ମନ୍ଦିରରେ ଅତି ସୁନ୍ଦର…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧୁବାର ଦିନ ପବିତ୍ର ଜନ୍ମାଷ୍ଟମୀ ଓ ଗୁରୁବାର ନନ୍ଦ ଉତ୍ସବ ଉପଲକ୍ଷେ ଟିଟିଲାଗଡ ସହରର ରାଧାକୃଷ୍ଣ ମନ୍ଦିର ମାନଙ୍କରେ ଅତି ସୁନ୍ଦର ଭାବରେ ସାଜସଜ୍ଜା ସହ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସହରର ଠିକାଦାରପଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ବାହାରେ
Read More...