Browsing Tag

titilagarh news

ଗୁରୁଦିବସ ଉପଲକ୍ଷେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦେଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବିଜୁ ଜନତା ଦଳ ପକ୍ଷରୁ ସେପ୍ଟେମ୍ବର ୫ ପବିତ୍ର ଗୁରୁ ଦିବସ ଉପଲକ୍ଷେ ଟିଟିଲାଗଡ ବ୍ଲକର ସମସ୍ତ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ
Read More...

ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟାଠାରୁ ରୋଗୀ ବେଶୀ : ତଳେ ଶୋଇ ହେଉଛନ୍ତି ଚିକିତ୍ସା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସରକାରୀ ଡାକ୍ତରଖାନା ଉପରେ ସହର ତଥା ଆଖପାଖ ଅଞ୍ଚଳର ଜନ ସାଧାରଣ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଏଠାକୁ ଆସି ଚିକିତ୍ସିତ ହୋଇ ଫେରୁଛନ୍ତି । କିଛି ଦିନ ହେବ ଏବେ ଝାଡ଼ା, ବାନ୍ତି, ଜ୍ଵର ଭଳି ରୋଗରେ ପଡି
Read More...

ଟିଟିଲାଗଡ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ଓ ପ୍ରଗତି ଶାଖା ତରଫରୁ ମାଗଣା କର୍କଟ ରୋଗ ପରୀକ୍ଷଣ ଶିବିର ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଲୋକେ ଯେତେ ଉନ୍ନତି କରୁଛନ୍ତି ସେତିକି ସୁକୁମାରିୟା ଜୀବନ ମଧ୍ୟ ଅତିବାହିତ କରୁଛନ୍ତି । ବିଭିନ୍ନ ପ୍ରକାର ରୋଗ ସଂକ୍ରମଣ ମଧ୍ୟ ବଢୁଛି, ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ସହର ଏବଂ ଆଖପାଖ ଅଞ୍ଚଳରେ ଥିବା କର୍କଟ ରୋଗୀ ତଥା ସନ୍ଦେହରେ ଥିବା
Read More...

କେନ୍ଦୁମୁଣ୍ଡି ସ୍ୱାମୀ ବିବେକାନନ୍ଦ କ୍ଲବ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ କେନ୍ଦୁମୁଣ୍ଡି ଗ୍ରାମର ସ୍ଵାମୀ ବିବେକାନନ୍ଦ କ୍ଲବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି କରୁଣା ଚନ୍ଦନ, ସମ୍ପାଦକ ମିଶ୍ର ଚନ୍ଦନଙ୍କ ସମେତ କ୍ଲବର ୩୫ ଜଣ ସଦସ୍ୟମାନେ ଉପସ୍ଥିତ ରହି
Read More...

ଟିଟିଲାଗଡ ନିକଟସ୍ଥ ସିଆଲ ଯୁଡୁଙ୍ଗି ଗ୍ରାମରେ ଡ୍ରେଗନ୍ ଫଳ ଚାଷ କରି ସଫଳତା ହାସଲ କଲେ ଦୁର୍ଯ୍ୟୋଧନ ସାହୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ବଜାରରେ ନୂତନ ଫଳ ତଥା ନୂଆ ନୂଆ ପନିପରିବା ଚାଷୀ ଉତ୍ପାଦନ କରି ବଜାରରେ ବିକ୍ରି କରିବା ସହ ନିଜେ ରୋଜଗାରକ୍ଷମ ହୋଇ ପାରୁଛନ୍ତି । ସେମିତି ବି ଇଛା ଶକ୍ତି ଓ ପରିଶ୍ରମ ବଳରେ ସବୁ କିଛି ସମ୍ଭବ ହୋଇପାରେ ବୋଲି ପ୍ରମାଣିତ କରିଛନ୍ତି
Read More...

ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ଗସ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଉପଖଣ୍ଡରେ ଅବସ୍ଥିତ ପୁରାତନ କୀର୍ତ୍ତିରାଜି ଓ ପର୍ଯ୍ୟଟନସ୍ଥଳୀ କୁମୁଡା ପାହାଡ, ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵର ମନ୍ଦିର ଭିତ୍ତିଭୂମିର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମନ୍ତେ ପର୍ଯ୍ୟଟନ ବିଭାଗ ତରଫରୁ ଏକ ବିଶେଷଜ୍ଞ ଦଳ
Read More...

ଟିଟିଲାଗଡ ସାହିତ୍ୟ ସଂସ୍କୃତି ପକ୍ଷରୁ ସ୍ୱାଭାବକବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସାହିତ୍ୟ ସଂସ୍କୁତି ପକ୍ଷରୁ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସକାଳେ ଗଙ୍ଗାଧରଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି
Read More...

ଟିଟିଲାଗଡ଼ରେ ୮୫ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ ପୌରପରିଷଦ ତରଫରୁ ୮୫ତମ ସ୍ୱାୟତ୍ତ ଶାସନ ଦିବସ ସ୍ଥାନୀୟ ରାଜକନୱାର ପାର୍କ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ
Read More...

ଟିଟିଲାଗଡ଼ ନିକଟସ୍ଥ କୁମ୍ଭେପଡା ଗ୍ରାମ ନିକଟରୁ ୩ଟି ବାଇକ ସହ ଶାବଳ ଜବତ କରିଛି ଟିଟିଲାଗଡ଼ ପୋଲିସ

ଟିଟିଲାଗଡ, (ସଞ୍ଜୟ ନାୟକ) : ବୁଧବାର ଦିନ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁମ୍ଭେପଡା ଗ୍ରାମକୁ ୩ଟି ବାଇକ ଯୋଗେ କିଛି ଦୁର୍ବୃତ୍ତମାନେ ଆସି ଗ୍ରାମଠାରୁ ୧୦୦ ମିଟର ଦୂରରେ ଥିବା ଦେଉଳକୁ ଭାଙ୍ଗୁ ଥିବା ଖବର ଗ୍ରାମବାସୀ ଜାଣିପାରି ସେ ସ୍ଥାନକୁ ଦୌଡ଼ି ଯାଇଥିଲେ । ଫଳରେ
Read More...

ଟିଟିଲାଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ କାର୍ୟ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷାବନ୍ଧନ ଓ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ଶ୍ୟାମସୁନ୍ଦର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁଶ୍ରୀ ରଞ୍ଜିତା ମିଶ୍ର
Read More...