Browsing Tag

titilagarh news

ଟିଟିଲାଗଡ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କ୍ୟୁ ୱାନ ହସ୍ପିଟାଲର ଚେୟାରମେନ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ୨୪ ତାରିଖ ରବିବାର ଦିନ ନିଶୁଳ୍କ ଅସ୍ଥି ସମ୍ବନ୍ଧୀୟ ଏକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏନେଇ ପରିଚାଳକ ସଂସ୍ଥା ରାଜସ୍ଥାନୀ ହେଲ୍‌ଥ୍‌ ଫାଉଣ୍ଡେସନ୍ ଚେନ୍ନାଇ ଦ୍ଵାରା ପରିଚାଳିତ
Read More...

ସ୍ପିକମେକେର ପ୍ରତିଷ୍ଠାତା ଓ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଡ.କିରଣ ସେଠଙ୍କ ସହିତ ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ୧୯୭୭ ମସିହାରେ ସ୍ପିକମେକେର ନାମକ ଏକ ସଂସ୍ଥାର ପ୍ରତିଷ୍ଠା କରିଥିଲେ ପଦ୍ମଶ୍ରୀ ଡ.କିରନ ସେଠ । ତାଙ୍କର ବୟସ ଯେତେ ବଢୁଛି ତାଙ୍କର ସମାଜ ପାଇଁ କର୍ତ୍ତବ୍ୟ ସେତେ ବଢି ବଢି ଯାଉଛି । ଭାରତୀୟ
Read More...

ଟିଟିଲାଗଡରେ ଗଣେଶ ପୂଜା : ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ ଶ୍ରୀ ଗଣେଶ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଗଣେଶ ପୂଜା ଉପଲକ୍ଷେ ଟିଟିଲାଗଡ ସହର ଚଳଚଞ୍ଚଳ ହୋଇପଡିଛି । ସହରର ପ୍ରାୟ ସମସ୍ତ ୱାର୍ଡରେ ବିଘ୍ନ ବିନାଶକଙ୍କ ପୂଜାର୍ଚ୍ଚନା ଚାଲିଛି । ଚଳିତ ବର୍ଷ ବିଭିନ୍ନ ପୂଜା ପେଣ୍ଡାଲରେ ଅତି ସୁନ୍ଦର ସାଜସଜ୍ଜା ସହ ଲାଇଟ ଡେକୋରେଶନ ଲୋକଙ୍କ ମନ ମୋହିନେଉଛି
Read More...

ଟିଟିଲାଗଡରେ ଧୁମ୍‌ଧାମ୍‌ରେ ପାଳିତ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସାରା ଓଡ଼ିଶା ଚଳଚଞ୍ଚଳ ହୋଇପଡିଛି । ଟିଟିଲାଗଡ ସହରରେ ମଧ୍ୟ ଏହି ନୂଆଁଖାଇ ପର୍ବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପ୍ରଥମେ ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ମା' ଘଣ୍ଟାଶୁଣିଙ୍କ ମନ୍ଦିରକୁ ଯାଇ ଦର୍ଶନ
Read More...

ଟିଟିଲାଗଡ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ଶ୍ରୀଗଣେଶଙ୍କ ପୂଜନୋଉତ୍ସବ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ଦିନ ପବିତ୍ର ଭାଦ୍ରବ ଶୁକ୍ଳ ଚତୁର୍ଥୀ ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ପୂଜନୋତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ
Read More...

ଟିଟିଲାଗଡ ଡିଏନ୍‌ ରିସର୍ଟଠାରେ ବାଲକିଶନ ସତ୍ୟନାରାୟଣ ଗୁପ୍ତା ପରିବାର ପକ୍ଷରୁ ଶ୍ରୀମଦ୍ ଭାଗବତ କଥା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଲୋକେ ଆଧୁନିକ ଯୁଗରେ ପାଦ ପକାଇ ଆଗକୁ ବଢ଼ୁଥିବା ବେଳେ ଏବେ ବି ନିଜର ଧର୍ମ ସଂସ୍କୃତି ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଘରେ ଘରେ ପୂଜାର୍ଚ୍ଚନା, ଗୀତା ଭାଗବତ ପଠନ କରାଯାଇଥାଏ । ନିଜ ପରିବାର ଲୋକଙ୍କୁ ଯଦି ସଂସ୍କାର ଦେବାକୁ ହେଲେ
Read More...

ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଲୋକାର୍ପଣ ଉତ୍ସବରେ ଯୋଗଦେଲେ ସାଂସଦ : ବିଜେପି କାର୍ଯ୍ୟାଳୟ ଉଦ୍‌ଘାଟିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ଏହି ଦିବସକୁ ପାଳନ କରିବା ସହ ଆଜିର ବିଶ୍ଵକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ବିଶ୍ଵକର୍ମା ଯୋଜନା ଆରମ୍ଭ
Read More...

ସାଇ ମନ୍ଦିର ପୂଜକ ଶ୍ୟାମ ସୁନ୍ଦର ଶର୍ମାଙ୍କ ମୃତ୍ୟୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଣିଷ ଜୀବନ ପାଣି ଫୋଟକା ସଦୃଶ, କେତେ ବେଳେ ମଣିଷର କ'ଣ ଘଟିବ କେହି କହି ପାରିବେ ନାହିଁ, ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଟିଟିଲାଗଡ଼ ସ୍ଥିତ ନେହେରୁ ନଗର ଶିରିଡ଼ି ଶାଇ ମନ୍ଦିରରେ । ଏହି ମନ୍ଦିରର ପୂଜକ ଶ୍ୟାମ ସୁନ୍ଦର ଶର୍ମା ନିତିଦିନ
Read More...

ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୋଟର ସଂଶୋଧନ ସମ୍ପର୍କିତ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ଅପରାହ୍ନରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବୈଠକ ନିର୍ବାଚନ ଅଧିକାରୀ-ତଥା-ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଶୋଧିତ ଭୋଟର ପଞ୍ଜିକରଣ ଆଇନ
Read More...

ଓମ୍‌ ଭ୍ୟାଲି ସ୍କୁଲ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ କ୍ଷେତ୍ର ପରିଭ୍ରମଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସହରର ପ୍ରତିଷ୍ଠିତ ଇଂରାଜୀ ବିଦ୍ୟାଳୟ ଭିତରେ ଓମ୍‌ ଭ୍ୟାଲି ସ୍କୁଲ ଅନ୍ୟତମ । ଏହି ସ୍କୁଲରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସଦାବେଳେ ନୂତନ ଶିକ୍ଷା ପଦ୍ଧତିରେ ବିଦ୍ୟାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ତୃତୀୟ,
Read More...