Browsing Tag

titilagarh news

ଟିଟିଲାଗଡ଼ ବ୍ଲକ ଗାଁ ସାଥୀ ସଙ୍ଘର ଜରୁରୀ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଗାଁ ସାଥୀ ମେଟ୍‌ ସଙ୍ଘର ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଭାପତି ଜଳଧର ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟିଟଲାଗଡ ବ୍ଲକର ୨୪ଟି ଗ୍ରାମ ପଞ୍ଚାୟତରୁ ୧୫୦ ଗାଁ ସାଥୀ (ମେଟ୍)
Read More...

ଟିଟିଲାଗଡରେ ପ୍ରୋଫେଟ ମହମ୍ମଦଙ୍କ ଜନ୍ମଦିନ ପାଳିତ : ଶାନ୍ତିର ବାର୍ତ୍ତା ନେଇ ବାହାରିଲା ଶୋଭାଯାତ୍ରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁ ପ୍ରୋଫେଟ ମହମ୍ମଦଙ୍କ ଜନ୍ମଦିନ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପ୍ରଥମେ ସକାଳୁ ମୁସଲିମ ସମ୍ପ୍ରଦାୟର ସମସ୍ତ ଲୋକ ମସଜିଦକୁ ଆସି ଏକା ସଙ୍ଗେ ନମାଜ ପାଠ କରିଥିଲେ । ସମସ୍ତେ ଏକଜୁଟ୍‌ ହେବା ପରେ ମସଜିଦ୍‌ଠାରୁ ଏକ
Read More...

ଟିଟିଲାଗଡରେ ୧୦୮ ଆମ୍ବୁଲାନ୍ସ ସେବା ବ୍ୟାହତ : ରୋଗୀ ହେଉଛନ୍ତି ହନ୍ତସନ୍ତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ, ଗୁରୁତର ରୋଗୀଙ୍କୁ ମିଳୁନି ୧୦୮ ଆମ୍ବୁଲାନ୍ସ ସେବା । ୧୦୮କୁ କଲ କଲେ ଗାଡି ମେଣ୍ଟେନାନସ ପାଇଁ ଯାଇଛି ବୋଲି କୁହାଯାଉଛି । ତେବେ ସରକାରଙ୍କ ୧୦୮ ଆମ୍ବୁଲାନ୍ସ ସେବା ବ୍ୟାହତ ହେବା ଯୋଗୁଁ
Read More...

ଟ୍ରେନରୁ ପଡ଼ି ମହିଳା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସକାଳୁ ଜଣେ ବୃଦ୍ଧ ମହିଳା ଟ୍ରେନରୁ ପଡି ଗୁରୁତର ଅବସ୍ଥାରେ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଟ୍ରେନ ଯୋଗେ ଜଣେ ମହିଳା ଯାତ୍ରୀ ଯାଉଥିବା ସମୟରେ ଟ୍ରେନରୁ ପଡ଼ିଯାଇଥିବା ସୂଚନା ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ
Read More...

ଦଳିତ ଡେଭଲପମେଣ୍ଟ ମିଶନ ଟିଟିଲାଗଡ ଶାଖା ତରଫରୁ କୁରସୁଡ ଗ୍ରାମର ଦିବ୍ୟାଙ୍ଗଙ୍କୁ ହ୍ୱିଲ ଚେୟାର ପ୍ରଦାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦଳିତ ଡେଭଲପମେଣ୍ଟ ମିଶନ (ଡିଡିଏମ) ହେଉଛି ଏକ ଅଗ୍ରଣୀ ଦଳିତ ଅନୁଷ୍ଠାନ । ଏହି ଅନୁଷ୍ଠାନର ଲକ୍ଷ୍ୟ ହେଉଛି ଯେ, ଯେଉଁମାନେ ସମାଜରେ ଆର୍ଥିକ ଅବହେଳିତ ତଥା ଦଳିତ ବର୍ଗର ଲୋକ ହୋଇଥିବେ ସେମାନଙ୍କୁ କିପରି ସାହାଯ୍ୟ ସହଯୋଗ ଦିଆଯାଇପାରିବ ସେନେଇ ଏହି
Read More...

ଗୁଲୁମି ଜଙ୍ଗଲ ନିକଟରେ ଫାଇନାନ୍ସ କର୍ମଚାରୀଙ୍କ ମୋବାଇଲ ଲୁଟ୍‌ ଘଟଣା : ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଗଷ୍ଟ ମାସରେ ଦୁଇ ଜଣ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଦୁଇ ମହିଳା କର୍ମଚାରୀ ଟିଟିଲାଗଡରୁ ଗୁଲୁମୀ ଯିବା ସମୟରେ ରାସ୍ତା ଉପରେ ଗଛ ପଡ଼ି ଦେଖି ଅଟକିଥିଲେ, ସେହି ସମୟରେ ଜଣେ ଯୁବକ ତାଙ୍କ ଠାରୁ ମୋବାଇଲ୍ ଲୁଟ କରି ଫେରାର ମାରିଥିଲେ । ଏନେଇ ବବି
Read More...

କୁମୁଡ଼ା ଗ୍ରାମ ଯିବା ରାସ୍ତାକଡରେ ଯାଆଁଳା ଶିଶୁ ଜନ୍ମ କଲେ ଗର୍ଭବତୀ : ଟିଟିଲାଗଡ ପୋଲିସ ସହାୟତାରେ ଅଣାଗଲା…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରାସ୍ତାକଡରେ ଯାଆଁଳା ଶିଶୁ ଜନ୍ମ କଲେ ଗର୍ଭବତୀ । ପରେ ଟିଟିଲାଗଡ ପୋଲିସ ସହାୟତାରେ ତାଙ୍କୁ ଡାକ୍ତରଖାନା ଅଣାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି କୁମୁଡ଼ା ଗ୍ରାମ ଯିବା ରାସ୍ତାକଡ଼ରେ । ଟିଟିଲାଗଡରୁ କେନ୍ଦୁମୁଣ୍ଡି ଯିବା ରାସ୍ତା କୁମୁଡା
Read More...

ଟିଟଲାଗଡ ସରକାରୀ ମହିଳା ମହାବିଦ୍ୟାଳୟଠାରେ ଆଇସେକ୍ଟ୍ ପକ୍ଷରୁ କୌଶଳ ବିକାଶ ଯାତ୍ରା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କୌଶଳ ବିକାଶ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଗତ ଚାରି ଦଶନ୍ଧି ଧରି ନିରନ୍ତର କାର୍ଯ୍ୟ କରିଆସୁଥିବା ସଂସ୍ଥା ଆଇସେକ୍ଟ୍ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ନୂତନ ଶିକ୍ଷା ନୀତି ପ୍ରତି ଆଗ୍ରହ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଚୟନ ଉଦ୍ଦେଶ୍ୟରେ ଦେଶବ୍ୟାପୀ କୌଶଳ
Read More...

ଟିଟିଲାଗଡ ମାଉସୀ ମା’ ମନ୍ଦିର ୮୭ତମ ଦୁର୍ଗା ପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଉ କିଛି ଦିନ ପରେ ହେବ ଦୁର୍ଗା ପୂଜା । ଏଥିପାଇଁ ସବୁ ଆଡେ ବିଭିନ୍ନ ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ମାଉସୀ ମନ୍ଦିର ଠାରେ ମାଉସି ମନ୍ଦିର ଦୁର୍ଗା ପୂଜା କମିଟି
Read More...

ଟିଟିଲାଗଡ ହାଟପଦାପଡ଼ାର ୬୩ତମ ଦୁର୍ଗାପୂଜା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସିଗଲା ପାର୍ବଣ ଋତୁ, ପ୍ରଥମେ ଗଣେଶ ପୂଜା, ତାହାର କିଛି ଦିନ ପରେ ଆସୁଛି ମା' ଦୁର୍ଗାଙ୍କ ପୂଜା । କମିଟିର ବରିଷ୍ଠ ସଦସ୍ୟ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ବରେ ସ୍ଥାନୀୟ ଦୁର୍ଗା ମଣ୍ଡପ ସମ୍ମୁଖରେ ୬୩ତମ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ
Read More...