Browsing Tag

titilagarh news

ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସଇଁତଳା ବ୍ଲକର ବିଭିନ୍ନ ପଞ୍ଚାୟତର ବିଜେଡିର ଶତାଧିକ କର୍ମୀ ବିଜେପିରେ ହେଲେ ସାମିଲ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ଦିନ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ୍ କୁମାର ଜୈନଙ୍କ ନେତୃତ୍ୱରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁନ୍ତଲା ବ୍ଲକର ବିଭିନ୍ନ ପଞ୍ଚାୟତର ଗାଁକୁ ଗାଁ ଯାଇ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସହିତ ଜନସାଧାରଣଙ୍କ
Read More...

ଟିଟିଲାଗଡ ଓମ୍‌ ଭ୍ୟାଲି ସ୍କୁଲରେ ଉଦ୍‌ଯାପିତ ହେଲା ଦ୍ଵିତୀୟ କ୍ଲଷ୍ଟରସ୍ତରୀୟ ଭଲିବଲ ପ୍ରତିଯୋଗିତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଉତ୍ସାହ ଉଦ୍ଦୀପନାର ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଉଦ୍‌ଘାଟିତ ହୋଇଥିବା ତ୍ରିଦିବସୀୟ ଦ୍ଵିତୀୟ କ୍ଲଷ୍ଟର୍‌ସ୍ତରୀୟ ଭଲିବଲ ପ୍ରତିଯୋଗିତା ଗୁରୁବାର ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଶିକ୍ଷା, ସଂସ୍କୃତି ଏବଂ ସମ୍ଭାବନା ସୃଷ୍ଟିର ଉତ୍ତମ
Read More...

ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକରେ ପୌର ପରିଷଦ ତରଫରୁ କରାଯାଉଥିବା ପରିମଳ ବ୍ୟବସ୍ଥା ଓ ଦ୍ୱିତୀୟ ପର୍ଯ୍ୟାୟରେ ଜଳ ସେଚନ, ଜଳ ଯୋଗାଣ ତଥା ବିଭିନ୍ନ
Read More...

ଭାଟିପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ସହରର ଅନତି ଦୂରରେ ଥିବା ଭାଟିପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ପୁସ୍ତକକୁ ନେଇ ପ୍ରତିଯୋଗିତା ହୋଇଥିଲା । ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ
Read More...

ଟିଟିଲାଗଡ଼ ହାଇସ୍କୁଲ ଖେଳ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜିଲ୍ଲାର ଶୁଭାରମ୍ଭ ହୋଇଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଟିଟିଲାଗଡ଼ ହାଇସ୍କୁଲ୍ ଖେଳ ପଡିଆ, ସଇଁତଳା ଓ ଗୁଡଭେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଭିଡିଓ କନଫରେନ୍ସିଂ ଜରିଆରେ
Read More...

ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚିଠା ଭୋଟର ତାଲିକା ପ୍ରକାଶିତ, ଏଥି ନିମନ୍ତେ ସର୍ବାଦଳୀୟ ବୈଠକ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଟିଟିଲାଗଡ ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଚିଠା ଭୋଟର ତାଲିକା ପ୍ରକାଶ ସମ୍ପର୍କିତ ତଥା ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଉପଜିଲ୍ଲାପାଳ, ଟିଟିଲାଗଡ ତଥା ନିର୍ବାଚନ ଅଧିକାରୀ
Read More...

ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳା ଅଧ୍ୟକ୍ଷ ନିର୍ବାଚନ : ବର୍ଷ ୨୦୨୩/୨୫ ପାଇଁ ରିଙ୍କୁ ଅଗ୍ରୱାଲ ନିର୍ବାଚିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳାର ପରିଚାଳନା ପାଇଁ ପ୍ରତି ଦୁଇ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ବର୍ଷ ୨୦୨୩/୨୫ ପାଇଁ ଅଧ୍ୟକ୍ଷ ପଦ ପାଇଁ ପ୍ରେମ ଚାନ୍ଦ ଜୈନ ଓ ରିଙ୍କୁ ଅଗ୍ରୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ଦୁଇଟି
Read More...

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆରେ ୧୧ତମ ରାବଣ ପୋଡ଼ି ଆୟୋଜିତ, ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ହାଟପଦାପଡ଼ା ରାବଣ ଦହନ କମିଟି ପକ୍ଷରୁ ୧୧ତମ ରାବଣ ପୋଡ଼ି ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ସମ୍ମାନିତ ଅତିଥି ଭାବେ ସୁବୋଧ
Read More...

ଟିଟିଲାଗଡ ମାଉସି ମା’ ଦୂର୍ଗାପୂଜାର ଦଶମୀ ପୂଜା, ସିନ୍ଦୂର ଖେଳା ସହ ଘଟ ବିସର୍ଜନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଉସି ମା' ମନ୍ଦିରର ଚଳିତ ବର୍ଷ ୮୭ତମ ଦୁର୍ଗାପୂଜା ଅବସରରେ ମଙ୍ଗଳବାର ସକାଳେ ଦଶମୀ ପୂଜା ସରିବା ପରେ ଦ୍ୱିପହରରେ ମା'ଙ୍କ ଭକ୍ତ ମାନେ ପ୍ରତିବର୍ଷ ଭଳି ଏ ବର୍ଷ ଆନନ୍ଦ ଉଲ୍ଲାସର ସହ ସିନ୍ଦୂର ଖେଳ ଖେଳିଥିଲେ । ଯାହାକି ବଙ୍ଗାଳି ପରମ୍ପରାର
Read More...

ଟିଟିଲାଗଡ ଇଲେକ୍ଟ୍ରି ଅଫିସରେ ମା’ ଦୁର୍ଗାଙ୍କ ଦଶମୀ ପୂଜା ସହ ଘଟ ବିସର୍ଜନ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସକାଳୁ ଟିଟିଲାଗଡ଼ ଇଲେକ୍ଟ୍ରି ଅଫିସରେ ହେଉଥିବା ଦୁର୍ଗା ପୂଜାର ଦଶମୀ ପୂଜା ସମ୍ପନ୍ନ ହେବା ସହ ପୂଜା ହେଉଥିବା ଘଟ ବିସର୍ଜନ କରାଯାଇଛି । ଏହି ବିସର୍ଜନ ସମୟରେ ଟିଟିଲାଗଡ ଡିଭିଜନର ସେକ୍ସନ ଇଞ୍ଜିନିୟର ବିନାୟକ ରାଉତଙ୍କ ସହ ଅନ୍ୟାନ୍ୟ
Read More...