Browsing Tag

titilagarh news

ଟିଟିଲାଗଡ ସତ୍ୟ ନାରାୟଣ ମନ୍ଦିରରେ ଗୁଜୁରାତି ସମାଜ ପକ୍ଷରୁ ନୂଆବର୍ଷ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁଜୁରାତି ସମାଜର ନୂଆବର୍ଷ ସ୍ଥାନୀୟ ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସମସ୍ତ ସଦସ୍ୟ ଏକତ୍ରିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ, ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ
Read More...

ପିପଲପଦର ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ରୌପ୍ୟ ଜୟନ୍ତୀ ଅବସରରେ ଯୋଗଦେଲେ ଦୁଇ ମନ୍ତ୍ରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପରିଚିତ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ଯୋଜନା ଓ ସମନ୍ୱୟ ମନ୍ତ୍ରୀ
Read More...

ଟିଟିଲାଗଡ ଲାୟନ୍ସ କ୍ଲବ ସଦସ୍ୟମାନେ ଏସ୍‌ସିଡ଼ି ସେଣ୍ଟରର ଛାତ୍ରଛାତ୍ରୀଙ୍କ ସହ ପାଳିଲେ ଶିଶୁ ଦିବସ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନଭେମ୍ବର ୧୪ ତାରିଖକୁ ସାରା ଦେଶରେ ଶିଶୁ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଲାୟନ୍ସ୍ କ୍ଲବ ନେହେରୁ ନଗର ସ୍ଥିତ ଏସସିଡି ଭିନ୍ନକ୍ଷମ ଅନୁଷ୍ଠାନରେ ରହୁଥିବା ଛାତ୍ର ଛାତ୍ରୀଙ୍କ ସହ ଶିଶୁ ଦିବସ ପାଳନ କରିଥିଲେ । କ୍ଲବ ସଭାପତି
Read More...

ପ୍ରାଣୀଧନ ଚିକିତ୍ସକ ଓ ପଡ଼ାବାସୀଙ୍କ ଅକ୍ଳାନ୍ତ ଚେଷ୍ଟା ସତ୍ତ୍ୱେ ବଞ୍ଚି ପାରିଲାନି ଗାଈ, ଶେଷରେ ହାରିଲା ଜୀବନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ୱାର୍ଥପର ଦୁନିଆରେ କିଏ କାହାର ? ସମସ୍ତେ ଯିଏ ଯାହାର ସ୍ୱାର୍ଥରେ ବ୍ୟସ୍ତ, ତା' ଭିତରେ ବି ମାନବିକତା ବଞ୍ଚି ରହିଛି । ଟିଟିଲାଗଡ ସହରର ହାଟପଦାପଡ଼ାରେ ସୋମବାର ସନ୍ଧ୍ୟାରେ ଶାନ୍ତି ନିବାସ ଗଳି ବିଦ୍ୟୁତ ଟ୍ରାନସଫର୍ମର ନିକଟ ଗୌରାଙ୍ଗ ଗନ୍ତାୟତଙ୍କ ଘର
Read More...

ଟିଟିଲାଗଡରେ ଧୁମ୍‌ଧାମ୍‌ରେ ପାଳିତ ହେଲା ଆଲୋକର ପର୍ବ ଦୀପାବଳି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଲୋକର ପର୍ବ ଦୀପାବଳି ପାଇଁ ଚଳଚଞ୍ଚଳ ହୋଇପଡିଥିଲା ଟିଟିଲାଗଡ ସହର । ସହରର ୧୫ ଗୋଟି ୱାର୍ଡ଼ରେ ଦୀପାବଳି ଅବସରରେ ଘର ବାହାରେ ଅତି ସୁନ୍ଦର ଭାବରେ ମୁରୁଜ ସାହାଯ୍ୟରେ ରଙ୍ଗୋଲି ପକା ଯାଇଥିଲା, ସେଥିରେ ହେପି ଦିୱାଲି, ପ୍ରଭୁ ଶ୍ରୀରାମ ସୀତା,
Read More...

ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକଙ୍କୁ ଧରି କରାଗଲା କୋର୍ଟ ଚାଲାଣ : ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳକୁ ଟିଟିଲାଗଡ ଦେଇ ଗଞ୍ଜେଇ ବାରମ୍ବାର ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା
Read More...

ଜାତୀୟସ୍ତରୀୟ କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ ନିମନ୍ତେ ଓମ୍‌ଭେଲି ବିଦ୍ୟାଳୟର ବାଳିକା ଦଳର ପଞ୍ଜାବ ଯାତ୍ରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶିକ୍ଷା, ସଂସ୍କୃତି କ୍ରୀଡା ଏବଂ ସମ୍ଭାବନାର ସଙ୍ଗମ ସ୍ଥଳ ଓମଭେଲି ବିଦ୍ୟାଳୟ । ଶିକ୍ଷାର୍ଥୀ ଜୀବନର ଅପୁରନ୍ତ ଉତ୍ସାହର ବାସ୍ତବ ରୂପାୟନ କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ । କ୍ରୀଡାର ଉତ୍ତମ ଭିତ୍ତିଭୂମି ସହିତ ଓମ୍‌ଭେଲି ବିଦ୍ୟାଳୟ ସର୍ବଦା
Read More...

ମୋ ଦେଶ ମୋ ମାଟି କଳସ ଧରି ଦିଲ୍ଲୀ ଯାତ୍ରା କରି ଫେରିଲେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂହ ସିଂ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନେତୃତ୍ୱରେ ଦେଶର କୋଣ ଅନୁକୋଣର ପ୍ରତ୍ୟେକ ଜିଲ୍ଲାରୁ ମାଟି ସଂଗ୍ରହ କରି ଦିଲ୍ଲୀ ଅଣାଯିବା ପାଇଁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମର ଡାକରା ଦିଆଯାଇଥିଲା । ଗତ ସେପ୍ଟେମ୍ବର ୩୦ରେ ଭାରତୀୟ ଜନତା ପାର୍ଟିର
Read More...

କୁସକେଲା ପଞ୍ଚାୟତରେ ବ୍ଲକସ୍ତରୀୟ ଗଣ୍ଡା ସମାଜର ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁସକେଲା ଗ୍ରାମ ପଞ୍ଚାୟତରେ ବ୍ଲକସ୍ତରୀୟ ଗଣ୍ଡା ସମାଜର ସରପଞ୍ଚ ଶ୍ରୀମତୀ ପୁଷ୍ପା ମହାନନ୍ଦ ଓ ସମାଜସେବୀ ପ୍ରକାଶ ମହାନନ୍ଦଙ୍କ ସହଯୋଗ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୪ ଗୋଟି ପଞ୍ଚାୟତରୁ ସମାଜର ଅନେକ
Read More...

ଟିଟିଲାଗଡ ରେଲୱେ ଷ୍ଟେସନ ସମ୍ମୁଖରେ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନ, ଏଡ୍‌ଏଟ୍‌ ଆକ୍ସନ ଓ ୟୁନିସେଫ୍‌ ତରଫରୁ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବାହାର ରାଜ୍ୟକୁ ହେଉଥିବା ଦାଦନ ଚାଲାଣ ରୋକିବାକୁ ଏକ ସଚେତନତା ସଭା ଏଡ୍‌ଏଟ୍‌ ଆକ୍ସନ ଓ ୟୁନିସେଫ୍‌ ଓଡ଼ିଶା, ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ଟିଟିଲାଗଡ ରେଳବାଇ ଷ୍ଟେସନ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ସଚେତନତା ସଭାରେ ଶ୍ରମିକମାନେ କିପରି
Read More...