Browsing Tag

titilagarh news

ଟିଟିଲାଗଡ଼ ଉପକଣ୍ଠରେ ଉପଖଣ୍ଡସ୍ତରୀୟ ଓଡିଶା ଦିବସ – ୨୦୨୪ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସାଧାରଣ ନିର୍ବାଚନ ସକାଶେ ଆଦର୍ଶ ଆଚରଣ ସଂହିତା ଲାଗୁ ନିୟମ ଅନୁପାଳନ ସହ ଟିଟିଲାଗଡ଼ ସହରରେ ଅବସ୍ଥାପିତ ଓଡିଶାର ବରପୁତ୍ର ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଟିଟିଲାଗଡ଼
Read More...

ଟିଟିଲାଗଡ଼ ସବ୍‌ ଜେଲ୍‌ରୁ ଫେରାର୍‌ କଏଦୀ ସୁମିତ ବିହାରୀ ଗିରଫ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସବ୍‌ ଜେଲ୍‌ କାନ୍ଥ ଡେଇଁ ଫେରାର୍‌ ମାରିଥିବା ୨ଜଣ କଏଦୀଙ୍କ ମଧ୍ୟରୁ ଜଣେ କଏଦୀଙ୍କୁ ଗିରଫ୍‌ କରିବାରେ ସଫଳ ହୋଇଛି ପୋଲିସ । ଏ ସଂପର୍କରେ ଟିଟିଲାଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ
Read More...

ଟିପିଡବ୍ଲ୍ୟୁଓଡ଼ିଏଲ୍‌ ଅଫିସ ସାମ୍ନାରେ ରଖିଥିବା ଟାଟା ଏସି ଗାଡ଼ିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଟିଟିଲାଗଡ଼ - ଟିପିଡବ୍ଲ୍ୟୁଓଡ଼ିଏଲ୍‌ ଅଫିସ ସାମ୍ନାରେ ରଖିଥିବା ଟାଟା ଏସି ଗାଡ଼ିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଟିଟିଲାଗଡ ୱାର୍ଡ଼ ନମ୍ବର.୧୨ ନିବାସୀ ବଳଭଦ୍ର ସାହୁ ନିଜ ଭିଣୋଇଙ୍କ ଟାଟା ଏସି ଗାଡ଼ି ନମ୍ୱର ଓଆର୍‌୧୭ ଜି୯୦୦୧ ଗତରାତିରେ ସବୁଦିନ ପରି ବିଦ୍ୟୁତ ବିଭାଗ ଅଫିସ ସାମ୍ନାରେ
Read More...

ସୁରେନ୍ଦ୍ର ସିଂ ଭୋଇ ବିଜେଡିରେ ଯୋଗଦେଲା ପରେ ଟିଟିଲାଗଡ଼ ରାଜନୀତି ସରଗରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିର୍ବାଚନ ଯେବେ ବି ଆସେ ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଉପରେ ସମସ୍ତଙ୍କ ନଜର ରହିଥାଏ । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ନିର୍ବାଚନ ସବୁଠାରୁ ହାଇ ଭୋଲ୍‌ଟେଜ୍‌ରେ ଚାଲିଥାଏ । ଚଳିତ ବର୍ଷ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବା ପୁର୍ବରୁ
Read More...

ଶାଶୁଙ୍କୁ ଚିକିତ୍ସା କରାଇ ଫେରିବା ବେଳକୁ ବାଇକ ଦୁର୍ଘଟଣା : ଶାଶୁ ମୃତ, ଜ୍ୱାଇଁ ଅଳ୍ପକେ ବାର୍ତ୍ତିଲେ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ଖଇରମାଲ ଗ୍ରାମରେ ନିଜ ଝିଅ ଜ୍ୱାଇଁ ଘରେ ରହୁଥିଲେ ମନ୍ଦାର ବାଗ । ମନ୍ଦାର ବାଗଙ୍କ ଦେହ ଅସୁସ୍ଥ ହେବାରୁ ଜ୍ୱାଇଁ ଦୟା ହାତୀ ନିଜ ବାଇକରେ ଟିଟିଲାଗଡକୁ ଆସି ଡାକ୍ତର ଓଁକାର ହୋତାଙ୍କୁ ଦେଖାଇ ସଂଧ୍ୟାରେ ଘରକୁ ଫେରୁଥିବା ବେଳେ ସିରୁଲ
Read More...

ରେଳଷ୍ଟେସନରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ସନ୍ଦିଗ୍ଧ ଯୁବକ ଗିରଫ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ରେଳଷ୍ଟେସନରେ ଜଣେ ଯୁବକ ଟ୍ରେନରେ ପ୍ରାୟ ୫୧ ହଜାର ଟଙ୍କାର ଗଞ୍ଜେଇ ଚାଲାଣ କରିବା ଅବସ୍ଥାରେ ଗିରଫ ହୋଇ ଥିବାବେଳେ ପୁଣି ଏହି ଷ୍ଟେସନରେ ୧୨ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି । ପ୍ରକାଶ
Read More...

ଟିଟିଲାଗଡ଼ ପୋଲିସ ଦ୍ୱାରା ସହରରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଗାମୀ ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମେ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଶୃଙ୍ଖଳାର ସହିତ କିପରି ସମ୍ପନ୍ନ କରାଯିବ ସେ ନେଇ ଲୋକଙ୍କୁ ସଚେତନ କରାଇବା ନେଇ ଟିଟିଲାଗଡ଼ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି
Read More...

କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ର ବଛର୍‌କିଆ ତିହାର୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବହିକୁ ସମ୍ମାନ ଓ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଜଣାଇ ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ର ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ସଭାରେ ଅନୁଷ୍ଠାନର ସଭାପତି ଦିଲିପ କୁମାର
Read More...

ବାହାରେ ପଡିଥିବା ପଚାସଢା ଖାଦ୍ୟ ଖାଇ ବୁଲା ଗାଈଗୋରୁଙ୍କ ଯାଉଛି ଜୀବନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ବୁଲା ଗାଈଗୋରୁଙ୍କ ପ୍ରାଦୁର୍ଭାବ କହିଲେ ନସରେ । ବିଚ୍‌ ରାସ୍ତା ଉପରେ, ସହରର ମୁଖ୍ୟ ଛକମାନଙ୍କରେ ତାଙ୍କ ନାଁରେ ରେଜିଷ୍ଟ୍ରି କଲା ପ୍ଲଟ ଭଳି ଛିଡା ହୋଇଥାନ୍ତି, ଇଚ୍ଛା ହେଲେ ବିଚ୍‌ ବଜାର ଉପରେ ଶୋଇ ପଡିଥାନ୍ତି । ଯେଉଁଠାରେ
Read More...

ପ୍ରଭାବତୀ ପବ୍ଲିକ ସ୍କୁଲରେ ପରୀକ୍ଷାର୍ଥୀଙ୍କୁ ତିଲକ ଲଗାଇ ସଫଳତାର ମନ୍ତ୍ର ଦେଲେ ସ୍କୁଲ ଅଧ୍ୟକ୍ଷା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦଶମ ବୋର୍ଡ ପରୀକ୍ଷା ଫେବୃଆରୀ ୧୬ ତାରିଖ ଦିନଠାରୁ ଆରମ୍ଭ ହୋଇଥିଲା । ଯେହେତୁ ବୋର୍ଡ ପରୀକ୍ଷାରେ ବିଦ୍ୟାର୍ଥୀଙ୍କ ଉପରେ ଚାପ ରହିଥାଏ, ଏହାକୁ ଦୂର କରିବା ପାଇଁ ସଫଳତାର ମନ୍ତ୍ର ଦେବା ସହ ରୀତିନୀତି ଅନୁସାରେ ତିଲକ ଲଗାଇ ଆଶୀର୍ବାଦ ପ୍ରଦାନ କରି
Read More...