ହାଟପଦାପଡ଼ାର ସଚ୍ଚିକାନ୍ତ ରଥଙ୍କ ହୃଦ୍ଘାତରେ ବିୟୋଗ : ଅଞ୍ଚଳରେ ଶୋକାକୁଳ ପରିବେଶ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ହାଟପଦାପଡ଼ା ନିବାସୀ ସଚିକାନ୍ତ ରଥଙ୍କ ବୁଧବାର ରାତି ହୃଦ୍ଘାତରେ ଅକାଳ ବିୟୋଗ ଘଟିଛି । ତାଙ୍କର ବିୟୋଗ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେ ଜଣେ ଭଦ୍ର, ଉଚ୍ଚ ଶିକ୍ଷିତ, ଶାନ୍ତି ପ୍ରିୟ, ଧର୍ମ!-->…
Read More...
Read More...