Browsing Tag

titilagarh news

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ‘ଏକ ପେଡ୍‌ ମା’ କେ ନାମ’ ଅନ୍ତର୍ଗତ ବୃକ୍ଷରୋପଣ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଦେଶବ୍ୟାପୀ 'ଏକ ପେଡ୍‌ ମା' କେ ନାମ' କାର୍ଯ୍ୟକ୍ରମ ସାରା ଦେଶରେ କରାଯାଉଥିବା ବେଳେ ସୋମବାର ଦିନ ଟିଟିଲାଗଡ଼ ସହରର ପିପଲପଦର ସ୍ଥିତ ପ୍ରଭାବତୀ ପବ୍ଲିକ ସ୍କୁଲରେ ଏହି କାର୍ଯ୍ୟକ୍ରମ ସ୍କୁଲ
Read More...

ଆନନ୍ଦ ଉଲ୍ଲାସର ସହ ଟିଟିଲାଗଡ଼ରେ ହେଲା ରଥଟଣା : ଭକ୍ତଙ୍କ ପ୍ରବଳ ଭିଡ଼ ଜମିଲା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ରଥଯାତ୍ରା ଉପଲକ୍ଷେ ଟିଟିଲାଗଡ଼ ଦଧିବାମନ ଓ ଧବଳେଶ୍ଵର ଟ୍ରଷ୍ଟ ତରଫରୁ ରୀତିନୀତି ଅନୁସାରେ ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରଥକୁ ତିନି ଠାକୁରଙ୍କୁ ସେବାୟତ ମାନେ ଘଣ୍ଟଘଣ୍ଟାର ତାଳେ ତାଳେ ପାଛୋଟି ଆଣିଥିଲେ ।
Read More...

ଟିଟିଲାଗଡ଼ ଆଇ ଲଭ୍‌ ଟିଟିଲାଗଡ଼ ପାର୍କ ନିକଟ ମହାରାଜ ସାଗର ଭିତରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ସକାଳୁ ଆଇ ଲଭ୍‌ ଟିଟିଲାଗଡ଼ ପାର୍କକୁ ପ୍ରାତଃ ଭ୍ରମଣରେ ବୁଲିବାକୁ ଆସିଥିବା କିଛି ଲୋକେ ମହାରାଜ ସାଗର ଭିତରେ କୌଣସି ବ୍ୟକ୍ତି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ଖବର ପ୍ରଚାରିତ ହେବା ପରେ ଧିରେ ଧିରେ ଲୋକଙ୍କ ଭିଡ ଜମିଥିଲା ।
Read More...

ଟିଟିଲାଗଡ଼ ଏସ୍‌ସିଡ଼ି ସେଣ୍ଟରର ଭିନ୍ନକ୍ଷମ ଶିଶୁଙ୍କ ସହ ପାଳିଲେ ଜନ୍ମଦିନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜିକାଲିର ଆଧୁନିକ ଯୁଗରେ ନିଜ ନିଜର ଛୁଆଙ୍କ ଜନ୍ମ ଦିନ ପାଳିବା ପାଇଁ କେତେ କଣ ନକରୁଛନ୍ତି କିନ୍ତୁ ଟିଟିଲାଗଡ଼ର କମରୁଦିନ ଅଲି ଅହମଦ୍‌ ନିଜର ପୁଅର ଜନ୍ମ ଦିନ ପାଳନ ଘରେ ନକରି ଭିନ୍ନକ୍ଷମ ଶିଶୁଙ୍କ ସହ ପାଳନ କରିବାକୁ ଇଚ୍ଛା କରି ପରିବାରରେ କହିଥିଲେ
Read More...

ଓମ୍ ଭ୍ୟାଲି ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଏବଂ ନବାଗତ ଛାତ୍ରଛାତ୍ରୀଙ୍କ ସ୍ଵାଗତ ସମାରୋହ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଏକ ଅଗ୍ରଣୀ ଇଂରାଜୀ ମୀଡ଼ିଅମ୍ ବିଦ୍ୟାଳୟ ଭିତରୁ ଓମ୍‌ ଭ୍ୟାଲି ଅନ୍ୟତମ । ଶିକ୍ଷା ଓ ସମ୍ଭାବନାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍‌ ଭ୍ୟାଲି ବିଦ୍ୟାଳୟ ତରଫରୁ ଶୁକ୍ରବାର ଅପରାହ୍ନରେ ଏକ ଭବ୍ୟ ସ୍ଵାଗତ ସମାରୋହ ଆୟୋଜିତ ହୋଇଯାଇଛି ।
Read More...

ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଓମ୍‌ ଭ୍ୟାଲି ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ରେଲି ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଟିଟିଲାଗଡ଼ ଓମ୍‌ ଭ୍ୟାଲି ଜୁନିଅର ୱିଂ ସର୍ଗିଗୁଡା ତରଫରୁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରେଲି ସ୍ଥାନୀୟ ସ୍ଵାଧୀନପଡ଼ା ହନୁମାନ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରି ଗଛର ମହତ୍ତ୍ଵ,
Read More...

ଟିଟିଲାଗଡ଼ ନାଗରିକ ମଞ୍ଚ ଓ ବଣିକ ସଂଘ ତରଫରୁ ନୂତନ ବିଧାୟକ ନବୀନ ଜୈନଙ୍କୁ ସମ୍ବର୍ଦ୍ଧନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଇତି ମଧ୍ୟରେ ୨୦୨୪ ନିର୍ବାଚନ ସରିଯାଇଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ହରାଇ ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ ହୋଇଛନ୍ତି । ନବୀନ ଜୈନ ଜିତିବା ପରେ ପୁର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ
Read More...

ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ବଛାଯୁଝା ଖେଳ ପଡିଆ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ସିହିନି ଗ୍ରାମ ପଞ୍ଚାୟତର ବଛାଯୁଝା ଗ୍ରାମ ଓଭର୍‌ହେଡ୍‌ ପାଣିଟାଙ୍କି ନିକଟରେ ପଞ୍ଚାୟତ ସମିତି ଟିଟିଲାଗଡ଼ ତରଫରୁ ପ୍ରଥମେ ୫ ଲକ୍ଷ ଓ ପରେ ଅଢେଇ ଲକ୍ଷ, ମୋଟ ସାଢେ଼ ସାତ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଖେଳ ପଡିଆରେ
Read More...

ଟିଟିଲାଗଡ଼ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡରେ କିପରି ସୁରୁଖୁରୁରେ ଶୃଙ୍ଖଳାର ସହିତ ରଥଯାତ୍ରା ପାଳିତ ହେବ ସେନେଇ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ କେବଳ ବୃକ୍ଷରୋପଣ ଦ୍ୱାରା ହିଁ ପରିବେଶକୁ ସଜାଡି ହେବ । ତେଣୁ ବୃକ୍ଷକୁ ସମ୍ମାନ ଜଣାଇ ତାହାର ଯତ୍ନ ନେବା ସମସ୍ତଙ୍କର କାମ । ଏହାକୁ ଆଖି ଆଗରେ ରଖି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼
Read More...