Browsing Tag

titilagarh news

ଟିଟିଲାଗଡ଼ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ଶ୍ରଦ୍ଧେୟ ମନମୋହିନୀଙ୍କ ୪୧ତମ ସ୍ମୃତି ଦିବସ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜୁଲାଇ୨୫ ତାରିଖ ଦିନ ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ୱ ବିଦ୍ୟାଳୟର ଆଦରଣୀୟ ପରମ ଶ୍ରଦ୍ଧେୟ ଭଉଣୀ ମନମୋହିନୀ ଜୀ ଇହଧାମ ତ୍ୟାଗ କରିଥିଲେ । ସ୍ୱର୍ଗତ ମନମୋହିନୀ ଜୀଙ୍କ ୪୧ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଟିଟିଲାଗଡ଼ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ
Read More...

ଟିଟିଲାଗଡ଼ରେ ୧୩୨/୩୩ କେଭି ଗ୍ରୀଡ୍‌ ସ୍ଥାପନ ପାଇଁ ଶକ୍ତି ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ଟିଟିଲାଗଡ଼ ବିଧାୟକ…

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅଞ୍ଚଳବାସୀ ଭୋଗୁଥିବା ବିଜୁଳି ସମସ୍ୟାକୁ ଦୂର କରିବା ପାଇଁ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ ସୋମବାର ଦିନ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ୧୩୨/୩୩ କେଭି ଗ୍ରୀଡ୍‌ ନିର୍ମାଣ କରିବାକୁ ଏକ ଦାବିପତ୍ର
Read More...

୯ ଜଣ ଡକାୟତଙ୍କୁ ଧରିବାରେ ସଫଳତା ପାଇଲା ସିନ୍ଧେକେଲା ପୋଲିସ

ଟିଟିଲାଗଡ଼ / ସିନ୍ଧେକେଲା, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ସିନ୍ଧେକେଲା ଯିବା ରାସ୍ତାରେ ବିଳମ୍ବିତ ରାତିରେ ଯାତାୟତ କରୁଥିବା ଯାତାୟତ କାରୀଙ୍କୁ ରାସ୍ତାରେ ଅଟକାଇ ଡକାୟତି କରୁଥିବା ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ସିନ୍ଧେକେଲା ପୋଲିସ । ପ୍ରାପ୍ତ ସୂଚନା ଅନୁସାରେ ସୋମବାର
Read More...

ବଲାଙ୍ଗିର ସାଂସଦଙ୍କ ଟିଟିଲାଗଡ଼ ମ୍ୟୁନ୍‌ସିପାଲ୍‌ଟି ପ୍ରତିନିଧି ଭାବେ ମନୋନୀତ ହେଲେ ପ୍ରଶାନ୍ତ ଷଡ଼ଙ୍ଗୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ ତାଙ୍କର ଟିଟିଲାଗଡ଼ ମ୍ୟୁନ୍‌ସିପାଲଟି ଏବଂ ଦେବୋତ୍ତର ଟ୍ରଷ୍ଟ ବୋର୍ଡ ପାଇଁ ପ୍ରତିନିଧି ଭାବରେ ଟିଟିଲାଗଡ଼ ବିଜେପି ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କୁ ମନୋନୀତ କରିଛନ୍ତି । ତାଙ୍କ ଉପରେ ଆସ୍ଥା
Read More...

ଟିଟିଲାଗଡ଼ ରାଜନୀତିରେ ହଟ୍‌ଚମଟ୍‌ : ବିଜେଡିର ୪ କାଉନ୍‌ସିଲର୍‌ ବିଜେଡି ଛାଡି ବିଜେପି ଦଳରେ ସାମିଲ ହେଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରାଜନୀତି ସବୁବେଳେ ସରଗରମ ରହିଥାଏ । ପ୍ରଥମେ ୨୦୨୨ ପୌର ପରିଷଦର ପୌରଅଧ୍ୟକ୍ଷ ପଦ ପାଇଁ ୧୫ଟି ୱାର୍ଡ଼ର ଭୋଟର ସିଧାସଳଖ ଭୋଟ୍‌ ଦେଇ ନିର୍ବାଚନରେ ବିଜେଡି ଗଡ଼କୁ ଦୋହଲାଇ ବିଜେପି ପ୍ରାର୍ଥୀନି ଶ୍ରୀମତୀ ମମତା ଦେବୀ ଜୈନଙ୍କୁ ବିଜୟୀ
Read More...

କୋଶଳ ପ୍ରବାହର ମହା ପ୍ରଭାବ : ହାଇସ୍କୁଲ ପଡ଼ା ଅସୁବିଧା ଖବର ପ୍ରସାରଣର ୨୪ ଘଣ୍ଟା ନ ପୂରୁଣୁ କାର୍ଯ୍ୟ ଆରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତକାଲି ଅର୍ଥାତ ବୁଧବାର ଅପରାହ୍ନରେ ହାଇସ୍କୁଲ୍ ପଡ଼ାରେ ପିଏଚ୍‌ଡି ବିଭାଗ ବାରା କାର୍ଯ୍ୟ କରାଯାଇଥିବା ସ୍ଥାନକୁ ନପୋତିବା ଯୋଗୁଁ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖିନ ହେଉଥିବା ଆମ ପ୍ରତିନିଧିଙ୍କୁ ହାଇସ୍କୁଲ ପଡ଼ାବାସୀ ଅବଗତ କରାଇଥିଲେ । ଆମ
Read More...

ଟିଟିଲାଗଡ଼ ହାଇସ୍କୁଲ ପଡ଼ାରେ ପିଏଚ୍‌ଡି ବିଭାଗ ଗାତ ଖୋଳି ନପୋତିବା ଯୋଗୁଁ ଲୋକେ ହେଉଛନ୍ତି ଅସୁବିଧାର ସମ୍ମୁଖୀନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାର ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ତା' ମଧ୍ୟରୁ ପିଇବା ପାଣି ଅନ୍ୟତମ । ପରିତାପର ବିଷୟ ଯେ, ଦୀର୍ଘ ଗୋଟିଏ ମାସରୁ ଅଧିକ ସମୟ ବିତି ଯାଇଥିଲେ ହେଁ ହାଇସ୍କୁଲ ପଡ଼ାରେ ପିଇବା ପାଣି ମରାମତି କରିବା ପାଇଁ ତଥା ନୂତନ
Read More...

ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଗୋସୀୟା ଇଂରାଜୀ ମିଡିଅମ୍ ସ୍କୁଲ କଲେ ଉଦ୍‌ଘାଟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ହିନ୍ଦୀ ହାଇସ୍କୁଲ କଡରେ ଖୋଲିଲା ଗୋସୀୟା ଇଂରାଜୀ ମିଡିଅମ୍‌ ସ୍କୁଲ । ବୁଧବାର ସକାଳେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନଙ୍କ କରକମଳରେ ଫିତା କାଟି ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ କରିବା ପରେ ସଭା ଗୃହକୁ ମୁସଲିମ ସମ୍ପ୍ରଦାୟର ଲୋକେ
Read More...

ଅନୁପ ଦାସଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ : ଜେଲରୁ ଆସି ଶବ ଦାହରେ ସାମିଲ ହେଲେ ଆଲୋକ ଦାସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା ପଡ଼ା ଦୁର୍ଗା ପୂଜା କମିଟିର ଦୀର୍ଘ ଦଶ ବର୍ଷରୁ ଅଧିକ ସମୟ ଧରି ସମ୍ପାଦକ ଦାୟିତ୍ଵ ତୁଲାଉଥିବା ତଥା ପଡ଼ାର ଭାଇଚାରାକୁ ସଂଗଠିତ କରୁଥିବା ସଂଗଠକ ସ୍ୱର୍ଗତ ସଚ୍ଚିକାନ୍ତ ଦାସଙ୍କ ଦ୍ୱିତୀୟ ପୁଅ ଅନୁପ ଦାସଙ୍କ ରାୟପୁରରେ ଚିକିତ୍ସାଧୀନ
Read More...

ହଜ୍‌ ଯାତ୍ରାରୁ ଫେରିଥିବା ୧୧ ଜଣ ହଜ ଯାତ୍ରୀଙ୍କୁ ଟିଟିଲାଗଡ଼ ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ୧୧ ଜଣ ହଜ୍‌ ଯାତ୍ରା ପାଇଁ ଯାଇଥିଲେ । ମଙ୍ଗଳବାର ସକାଳେ ସେମାନେ ନିଜ ସହର ଟିଟିଲାଗଡ଼କୁ ଫେରିଥିବା ବେଳେ ଟିଟିଲାଗଡ଼ ମୁସଲିମ ସମ୍ପ୍ରଦାୟର ଭାଇଭଉଣୀ ମାନେ ସେମାନଙ୍କୁ ଟ୍ରେନରୁ ଓହ୍ଲାଇବା ମାତ୍ରେ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ ।
Read More...