Browsing Tag

titilagarh news

ଖୋଲାନ-ଲିମପଡ଼ା ବ୍ରିଜ୍‌ ପାଖରେ ରାସ୍ତା ଅବରୋଧ କଲେ ଜମି ହରାଇଥିବା ପରିବାରର ସଦସ୍ୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଖୋଲାନ-ଲିମପଡ଼ାକୁ ଯୋଗାଯୋଗ କରୁଥିବା ବ୍ରିଜ୍‌ ପାଖରେ ଜମି ହରାଇଥିବା ପରିବାରର ସଦସ୍ୟ ମାନେ ବ୍ରିଜ୍‌ ପୂର୍ବରୁ ରାସ୍ତା କାଟି କଣ୍ଟା ବାଡ ପକାଇ ଦେଇଥିଲେ । ଏହାଦ୍ୱାରା କୁସକେଲା ପଞ୍ଚାୟତ ତଥା କଳାହାଣ୍ଡି ଜିଲ୍ଲାକୁ ଯିବା ଲୋକେ
Read More...

ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହେଲେ ଅଜିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସିମ୍‌ ଫୋନି ମଲ୍‌ ଠାରେ ଅର୍ଗସ ନିୟୁଜର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅର୍ଗସ ପ୍ରତିନିଧି ତଥା ଯୁବ ସମ୍ବାଦିକ ଅଜିତ କୁମାର ସାହୁଙ୍କୁ ଅର୍ଗସ ନିୟୁଜର
Read More...

ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଫିସ୍‌ ନେଇ ରସିଦ୍‌ ନଦେବା ବିଷୟରେ ତଦନ୍ତ କରିବାକୁ ଦାବିପତ୍ର ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଖୋଲାନ ଗ୍ରାମରେ ନୂତନ ଭାବେ ଦିତୀୟ ବର୍ଷ ପାଇଁ ନାମ ଲେଖା ସମୟରେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଫିସ ନେଇ ରସିଦ ନଦେବା ଶୁକ୍ରବାର ଦିନ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସେଠାକାର ସରପଞ୍ଚ ନରେଶ ଅଗ୍ରୱାଲଙ୍କୁ ଆମ ପ୍ରତିନିଧି ସାକ୍ଷାତ
Read More...

ଖୋଲାଣ କଲେଜରେ ନିଆଯାଉଛି ଫିସ୍‌ : ରସିଦ ଦେଉନଥିବା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାଣ ଗ୍ରାମ ପଞ୍ଚାୟତରେ ଦ୍ୱିତୀୟ ବର୍ଷ ପାଇଁ ନାମ ଲେଖା ଚାଲିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ୨୧୦୦ ଟଙ୍କା ନିଆଯାଉଛି ତାହା ପୁଣି ବିନା ରସିଦରେ । ଏ ବିଷୟରେ ସ୍ଥାନୀୟ ଖୋଲାଣ ସରପଞ୍ଚ ନରେଶ ଅଗ୍ରୱାଲଙ୍କୁ
Read More...

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ସମ୍ବଲପୁରୀ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅଗଷ୍ଟ ମାସର ୧ ତାରିଖକୁ ସମ୍ବଲପୁରୀ ଦିବସ ରୂପେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଥିବା ବେଳେ ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ଜୁନିଅର୍‌ ଓ ସିନିଅର୍‌ ୱିଂସରେ ମଧ୍ୟ ପାଳନ
Read More...

ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲୋକ ସମ୍ପର୍କ ଓ ସୂଚନା ବିଭାଗ ପକ୍ଷରୁ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ଵାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରିହାନ୍
Read More...

ଶ୍ରାବଣ ମାସର ଦ୍ଵିତୀୟ ସୋମବାର : ସକାଳୁ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ପ୍ରବଳ ଭିଡ଼

ଟିଟଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ କୁମୁଡ଼ା ପାହାଡ ଉପରେ ଅବସ୍ଥିତ ପ୍ରଭୁ ଧବଳେଶ୍ୱର ବାବାଙ୍କ ମନ୍ଦିର । ଚଳିତ ବର୍ଷ ଶ୍ରାବଣ ମାସର ଆଜି ହେଉଛି ଦ୍ଵିତୀୟ ସୋମବାର । ସେଥିପାଇଁ ଏହି ଧବଳେଶ୍ଵର ମନ୍ଦିରକୁ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା । ଭୋର ପାହାନ୍ତିଆରୁ କାଉଡ଼ିଆ
Read More...

ଟିଟିଲାଗଡ ହାଟପଦା ପଡ଼ାର ଦୈନନ୍ଦିନ ବଜାରର ଅବସ୍ଥା ଶୋଚନୀୟ : କାଦୁଅ ଯୋଗୁଁ ବେପାରୀ ଓ ଗ୍ରାହକ ହନ୍ତସନ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ହାଟପଦା ପଡ଼ାର ଦୈନନ୍ଦିନ ବଜାରର ସ୍ଥିତି ଅତି ଶୋଚନୀୟ ହୋଇପଡ଼ିଛି । କିଛିଦିନର ବର୍ଷା ହେବା ପରେ କାଦୁଅ ଯୋଗୁଁ ଗ୍ରାହକ ବଜାର ଭିତରକୁ କିଣିବା ପାଇଁ ଆସୁନଥିବା ବେଳେ ଅପରିଷ୍କାର ପରିବେଶ ଯୋଗୁଁ ବେପାରୀଙ୍କ ସ୍ୱାସ୍ଥ୍ୟ ଖରାପ
Read More...

ଟିଟିଲାଗଡ଼ ଓ କଣ୍ଟାବାଞ୍ଜିରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୬ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଓ କଣ୍ଟାବାଞ୍ଜିରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୬ ଜଣ ଗିରଫ । ଗଞ୍ଜେଇ ବେପାରରେ ବାଲିଗୁଡାର ଜଣେ ଶିକ୍ଷକ ଓ ବଙ୍ଗୋମୁଣ୍ଡା ଅଞ୍ଚଳର ଜଣେ କପଡ଼ା ବ୍ୟାପରୀ ସଂଶ୍ଳିଷ୍ଟ ଥିବା ଜଣାପଡ଼ିଛି । ଗୁରୁବାର ଦିନ ବେଲଗାଁ ପଟୁ ଏକ ଧଳା କଲର୍‌ର
Read More...

ପିକ୍‌ଅପ୍‌ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ ବେଳେ ଜବତ କଲା ଟିଟିଲାଗଡ଼ ପୋଲିସ : ବାହାରିଲା ୨୪୪ ପ୍ୟାକେଟ୍‌ ଗଞ୍ଜେଇ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଥାନାଧିକାରୀ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବେଲଗାଁ ନିକଟରୁ ଓଡି୦୩ଏଚ୍‌୫୩୯୪ ନମ୍ୱର ବିଶିଷ୍ଟ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗାଡ଼ିର ପିଛା କରିବା ସହ ଟିଟିଲାଗଡ଼ ସହରର ଚାରିଆଡ଼େ ନାକାବନ୍ଦି କରିଥିଲା । ଥାନା ସମ୍ମୁଖରେ
Read More...