Browsing Tag

titilagarh news

ଟିଟିଲାଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନ, ଅନୁଷ୍ଠାନ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) ; ସାରା ଦେଶରେ ଆଜି ସ୍ଵାଧୀନତା ଦିବସ ପାଳନ କରାଯାଉ ଥିବା ବେଳେ ଟିଟିଲାଗଡ଼ ସହରର ହେଲୋ କିଡ୍ସ ସ୍କୁଲ, ଟିଟିଲାଗଡ଼ ବଣିକ ସଂଘ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ । ସେହିପରି
Read More...

ଟିଟିଲାଗଡ଼ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ : ୩୦୦ ମିଟର ଲମ୍ବର ଜାତୀୟ ପତାକାକୁ ଧରି ସହର ପରିକ୍ରମା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଦେଶବ୍ୟାପି ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଆହ୍ଵାନ କ୍ରମେ ମଙ୍ଗଳବାର
Read More...

ମେଗା ସ୍ୱାସ୍ଥ୍ୟ ଶିବିରର ଉଦ୍‌ଘାଟନ କଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜସ୍ଥାନୀ ହେଲଥ୍‌ ଫାଉଣ୍ଡେସନ୍‌ ଓ ରୋଟାରୀ କ୍ଲବ ତରଫରୁ ଆୟୋଜିତ ଦୁଇ ଦିନିଆ ମେଗା ସ୍ୱାସ୍ଥ୍ୟ ଶିବିର ସ୍ଥାନୀୟ ଡିଏନ୍ ରିସର୍ଟ ଠାରେ ଆରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓ ସମ୍ମାନିତ ଅତିଥି ପୌର ପରିଷଦର ଅଧ୍ୟକ୍ଷା
Read More...

ସିଏସ୍‌ଡି ଅନୁଷ୍ଠାନ ପକ୍ଷରୁ କୁରସୁଡ ଠାରେ ଏକ ଦିବସୀୟ କୋଶଳ ଭିତ୍ତିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କୁରସୁଡ଼ ସ୍ଥିତ ଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣ କୁରସୁଡ଼ ଠାରେ ପୃଥକ ପୃଥକ ଭାବରେ ସିଏସ୍‌ଡି ନୈତିକ ଜିବନ ଅନୁଷ୍ଠାନ ସହାୟତାରେ ଏବଂ ଶ୍ରୀ ଅରବିନ୍ଦ ପାଠ୍ୟଚକ୍ର ଅନୁକୂଲ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ
Read More...

ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିସିଟିଭି ଉଦ୍‌ଘାଟନ କଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପୁରାତନ ବିଦ୍ୟାଳୟ ମଧ୍ୟରୁ ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ କମିଟିର ନିଜସ୍ଵ ପାଣ୍ଠିରୁ ଲଗାଯାଇଥିବା ସିସିଟିଭିର ଉଦ୍‌ଘାଟନ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନଙ୍କ
Read More...

ଟିଟିଲାଗଡ଼ ଡିଏନ ରିସର୍ଟ ଠାରେ ଶନିବାର ଓ ରବିବାର ୨ ଦିନ ଧରି ଅନୁଷ୍ଠିତ ହେବ ମାଗଣା ବୃହତ୍ ବିଶେଷ ସ୍ୱାସ୍ଥ୍ୟ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ଅଗଷ୍ଟ ୧୦-୧୧ ତାରିଖ ଦୁଇଦିନ ବ୍ୟାପୀ ଏକ ମାଗଣା ବୃହତ୍ ବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ କରାଯିବା ନେଇ ଆୟୋଜକ କମିଟି ପକ୍ଷରୁ ସ୍ଥାନୀୟ ଡିଏନ୍ ରିସର୍ଟ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ୱାଦିକ
Read More...

ଟିଟିଲାଗଡ଼ ନାଗରିକ ମଞ୍ଚର ସାମ୍ୱାଦିକ ସମ୍ମିଳନୀ : ଏଫ୍‌ସିଆଇ ଅଫିସ ବଲାଙ୍ଗିରକୁ ସ୍ଥାନାନ୍ତର ନକରିବାକୁ ଦାବି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ସାମାଜିକ ସଙ୍ଗଠନ ତଥା ଲୋକଙ୍କ ସ୍ୱର ଭାବେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ସହରର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥାଏ ଟିଟିଲାଗଡ଼ ନାଗରିକ ମଞ୍ଚ । ଏହି ମଞ୍ଚର ସଭାପତି ରାଧାକାନ୍ତ ପାଢ଼ୀ ୨ଟି
Read More...

ଖୋଲାନ ଗ୍ରାମକୁ ପଲିଥିନ୍‌ ମୁକ୍ତ ଗ୍ରାମ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ବିଜ୍ଞାନ ଦ୍ଵାରା ବିଭିନ୍ନ ପ୍ରକାର ଜିନିଷ ଉଦ୍ଭାବନ ହେଉଛି । ସେ ଭିତରୁ ପଲିଥିନ୍ ଅନ୍ୟତମ । ପଲିଥିନକୁ ଲୋକ ଏବେ ଏତେ ପରିମାଣରେ ବ୍ୟବହାର କରୁଛନ୍ତି ଯେ କହିଲେ ନ ସରେ । ସକାଳୁ ଅଳିଆ ଆବର୍ଜନା ଫିଙ୍ଗିବା ଠାରୁ ଆରମ୍ଭ କରି ବଜାରକୁ
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘରର କାନ୍ଥ ଓ ଛପର : ପ୍ରଶାସନର ସହାୟତା ପାଇଁ ଗୁହାରି କଲେ ପିତାମ୍ବରଙ୍କ ପରିବାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌରପରିଷଦ ଅନ୍ତର୍ଗତ ଆଦିବାସୀ ପଡ଼ା ୱାର୍ଡ଼ ନମ୍ୱର ୪ରେ ରହୁଥିବା ସ୍ଥାନୀୟ ବାସୀନ୍ଦା ପିତାମ୍ବର ମାଝୀଙ୍କ ଘରର କାନ୍ଥ ଓ ଛପର କିଛି ଦିନର ଲଗାଣ ବର୍ଷାରେ ଭାଙ୍ଗି ଯାଇଛି । ଯଦ୍ୱାରା ଏହି ପରିବାର ପାଖ ଘରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି
Read More...

ଟିଟିଲାଗଡ଼ ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ୧୦ଟା ସମୟରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକର ଟିଟିଲାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ଵାରା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଘଣ୍ଟାଶୁଣି
Read More...