Browsing Tag

titilagarh news

ଛାତ୍ରଛାତ୍ରୀଙ୍କ ଆଡ୍‌ମିସନ୍‌ ଟଙ୍କା ଠକେଇ ଅଭିଯୋଗରେ ଜେଲ୍‌ ଗଲେ ଅବିନାଶ ସାହୁ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଦିନକୁ ଦିନ ଲୋକଙ୍କ ସୁବିଧା ନିମନ୍ତେ ଡିଜିଟାଲ୍‌ ଭାରତ ଅଧୀନରେ ବିଭିନ୍ନ କାର୍ଯ୍ୟ ସବୁ ଅନ୍‌ଲାଇନ ମାଧ୍ୟମରେ ହେଉଛି । ଆର୍ଥିକ କାରବାର ହେଉ କି ପାଠପଢ଼ା ପାଇଁ କୌଣସି ଫି’ ଦେବାକୁ ହେଉ, ଆଜିକାଲି ସବୁ ଡିଜିଟାଲ । ତେବେ ଏହି ସୁବିଧାରେ ମଧ୍ୟ ବାଧକ
Read More...

ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ତରଫରୁ ସାଇକ୍ଲୋଥନ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୁସ୍ଥ ଓ ଫିଟ୍‌ ଭାରତର ବାର୍ତ୍ତା ଦେବା ପାଇଁ ତଥା ମିଶନ ସୁସ୍ଥ ଭାରତ ଅନ୍ତର୍ଗତ ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ତରଫରୁ ରବିବାର ସକାଳେ ଏକ ସାଇକେଲ ରେଲି ଆୟୋଜିତ ହୋଇଯାଇଛି । ହାଇସ୍କୁଲ ଖେଳ ପଡିଆରେ ସକାଳ ୬.୩୦ ସମୟରେ ବିଭିନ୍ନ ସ୍କୁଲ, କଲେଜ,
Read More...

ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ତରଫରୁ ଅଗଷ୍ଟ ୨୫ରେ ହେବ ସାଇକ୍ଲୋଥୋନ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୁସ୍ଥ ଓ ଫିଟ୍‌ ଭାରତର ବାର୍ତ୍ତା ଦେବା ପାଇଁ ତଥା ମିଶନ ସୁସ୍ଥ ଭାରତ ଅନ୍ତର୍ଗତ ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ତରଫରୁ ଆସନ୍ତା କାଲି ରବିବାର ସକାଳେ ଏକ ସାଇକେଲ ରାଲି ଆୟୋଜିତ କରାଯିବା ନେଇ ମାରୱାଡି ଯୁବା ମଞ୍ଚ ତରଫରୁ ଘୋଷଣା କରାଯାଇଛି ।
Read More...

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବରିଷ୍ଠ ନାଗରିକ ସଂଘ ଟିଟିଲାଗଡ ଆନୁକୂଲ୍ୟରେ ସ୍ଥାନୀୟ ଜୈନ ଭବନ ଠାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଶିଷ୍ଟ ଅତିଥି
Read More...

ଟିଟିଲାଗଡ଼ ରେଳ ଷ୍ଟେସନ୍‌ ଟିକେଟ କାଉଣ୍ଟର ତଳେ ଶୋଉଛି ବୁଲା କୁକୁର – ଅଧିକାରୀଙ୍କ ଦୃଷ୍ଟି ପଡୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ସକାଳ ୮ଟା ସମୟରେ ଜଣେ ଆଇନଜୀବୀ ରେଳ ଟିକେଟ୍‌ କାଟିବା ପାଇଁ ଯାଇଥିବା ବେଳେ ସଂରକ୍ଷଣ ଟିକେଟ୍‌ କାଉଣ୍ଟର ତଳ ପଟେ ଗୋଟିଏ ବୁଲା କୁକୁର ଶୋଇଥିଲା, ରେଳ ଷ୍ଟେସନ ସମ୍ମୁଖରେ ଅନ୍ୟ କୁକୁରଙ୍କ ଭିଡ ଜମିବାର ଦେଖିବାକୁ ମିଳୁଛି ଯାହାକି କେତେବେଳେ
Read More...

ଗଙ୍ଗାଧରଙ୍କ ଜୟନ୍ତୀ ପାଳନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଓଡିଆ ଅସ୍ମିତାର ସମୟୋପଯୋଗୀ ଆହ୍ୱାନ ଅବସରରେ ଗଙ୍ଗାଧରଙ୍କ ସାହିତ୍ୟ କୃତିକୁ ରୋମନ୍ଥନ କଲେ ମାତୃଭାଷା, ମାତୃଭୂମି, ଓଡିଶାର ଐତିହ୍ୟ, ପଶ୍ଚିମ ଓଡିଶାର ସଂସ୍କୃତି ତଥା ପରିପୁଷ୍ଟ ଜନଜୀବନର ପ୍ରକୃତ ପରିଚୟ ମିଳେ । ଗଙ୍ଗାଧରଙ୍କ ଉଚ୍ଚାଙ୍ଗ ସାରସ୍ୱତ ସୃଷ୍ଟିହିଁ
Read More...

ଟିପିଡବ୍ଲୁଓଡିଏଲ୍‌ ତରଫରୁ ନିୟମିତ ବିଦ୍ୟୁତ୍‌ ବିଲ୍‌ ପଇଠ କରୁଥିବା ବିଦ୍ୟୁତ୍‌ ଗ୍ରାହକଙ୍କୁ ଲକି ଡ୍ର ମାଧ୍ୟମରେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ଜୁଲାଇ -୨୦୨୪ ମାସରୁ ଟିପିଡବ୍ଲୁଓଡିଏଲ୍‌ ବିଦ୍ୟୁତ୍‌ ବିଭାଗ ତରଫରୁ ପେ ଇନ୍‌ ୱିନ୍‌ - ଖୁଲ ଯା ସିମ୍‌ ସିମ୍‌ର ସ୍କିମ୍‌ ଆରମ୍ଭ ହୋଇଛି । ଏହି ସ୍କିମ୍‌ ମାଧ୍ୟମରେ ଯେଉଁ ବିଦ୍ୟୁତ୍‌ ଉପୋଭୋକ୍ତା ମାନେ ନିୟମିତ ଅନୁସାରେ ବିଦ୍ୟୁତ୍‌ ବିଲ୍‌ ପଇଠ
Read More...

ଟିଟିଲାଗଡ଼ର ନୂତନ ଥାନାଧିକାରୀ ଭାବେ ଯୋଗଦେଲେ ବିଶ୍ୱଜିତ୍ ମନବୋଧ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଥାନାରେ ନୂତନ ଥାନାଧିକାରୀ ଭାବେ ଯୋଗଦେଲେ ବିଶ୍ୱଜିତ ମନବୋଧ । ଶ୍ରୀ ମନବୋଧ ଏହା ପୂର୍ବରୁ ବଲାଙ୍ଗିର ଟାଉନ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଟିଟିଲାଗଡ଼ ସହରର ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ, ଟ୍ରାଫିକ୍‌ ସମସ୍ୟାର ସମାଧାନ,
Read More...

ସ୍ୱାଧୀନତା ଦିବସ ଉପଲକ୍ଷେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ଫେନ୍ସି ଡ୍ରେସ୍‌ ପ୍ରତିଯୋଗିତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ କୁନି କୁନି ପିଲାମାନେ ସ୍ୱାଧୀନତା ସଂଗ୍ରାମୀଙ୍କ ବେଶ ପୋଷାକରେ ସୁସଜ୍ଜିତ ହୋଇ ତାଙ୍କର ବ୍ୟକ୍ତିତ୍ୱ ଓ ଜୀବନୀ ଉପରେ ବକ୍ତୃତା ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଭାରତ
Read More...

ଟିଟିଲାଗଡ଼ରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ପତାକା ଉତ୍ତୋଳନ କଲେ ଉପଜିଲ୍ଲାପାଳ ରିହାନ ଖେତ୍ରି ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ ସହର ସ୍ଥିତ ହାଇସ୍କୁଲ ଖେଳ ପଡିଆରେ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ମହାଆଡମ୍ବରର ସହିତ ପାଳିତ ହୋଇଯାଇଛି । ଟିଟିଲାଗଡ଼ ଉପଜିଲ୍ଲାପାଳ ରିହାନ ଖେତ୍ରୀ ମୁଖ୍ୟ
Read More...