ଜସ୍ନେ ଇଦ୍ ମିଲାଦ ଉନ୍ ନବି ଅବସରରେ ମୁସଲିମ ସମ୍ପ୍ରଦାୟର ବିରାଟ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଜସ୍ନେ ଇଦ୍ ମିଲାଦ ଉନ୍ ନବି ଅବସରରେ ଟିଟିଲାଗଡ଼ ହିନ୍ଦୀ ହାଇସ୍କୁଲ ପାଖରେ ଥିବା ମସ୍ଜିଦ ଠାରେ ପ୍ରଥମେ ସମସ୍ତ ମୁସଲମାନ ଭାଇମାନେ ଉପସ୍ଥିତ ରହି ସକାଳୁ ନମାଜ ପାଠ କରିଥିଲେ । ତା'ପରେ ସେଠାରୁ ବିଭିନ୍ନ ସାଜସଜ୍ଜା ଗାଡ଼ିରେ ସେମାନଙ୍କ!-->…
Read More...
Read More...