Browsing Tag

titilagarh news

ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ସଦସ୍ୟଙ୍କ ତରଫରୁ ଡାକ୍ତର ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଡ ମାନଙ୍କୁ କଲେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜୁଲାଇ ୧ ତାରିଖକୁ ଡକ୍ଟର୍ସ ଡେ' ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ ଡେ' ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଲାୟନ୍ସ କ୍ଲବର ସଭାପତି ଗଙ୍ଗାଧର ଶର୍ମାଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡ଼ ସହରର କିଛି ଡକ୍ଟର ଓ ଚାଟାର୍ଡ ଆକାଉଣ୍ଟାଣ୍ଡ ମାନଙ୍କୁ
Read More...

ନୂତନ ଭାରତର ନୂତନ ଆଇନ : ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ବିଷୟରେ ଟିଟିଲାଗଡ଼ ଥାନାରେ ସଚେତନତା ସଭା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜୁଲାଇ ୧ ତାରିଖ ଠାରୁ ନୂତନ ଅପରାଧିକ ଆଇନର ତିନୋଟି ନିୟମ ଲାଗୁ ହୋଇଛି । ଏହି ନୂତନ ନିୟମ ବିଷୟରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଟିଟିଲାଗଡ଼ ଥାନା ସଭା ଗୃହରେ ଥାନାଧିକାରୀ ଅବନୀ ସାହୁଙ୍କ ଆୟୋଜକତାରେ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା
Read More...

ଚୋରମରା ପେପର ମିଲ୍‌ରେ ଅଗ୍ନିକାଣ୍ଡ : ନିଆଁକୁ ଆୟତ୍ତ କଲେ ଟିଟିଲାଗଡ଼ ଅଗ୍ନିଶମ ବିଭାଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ବେଲଗାଁ ଯିବା ରାସ୍ତା ଚୋରମରା ଗ୍ରାମରେ ଥିବା ପେପର ମିଲ୍‌ରେ ରବିବାର ସକାଳୁ ନିଆଁ ଲାଗି ଯାଇଥିଲା । ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ତେବେ କେଉଁ କାରଣରୁ କିପରି ନିଆଁ
Read More...

ଜଣେ ଅସହାୟ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ଦିଆଗଲା ସିଲେଇ ମେସିନ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ କି ନିଜ ପରିବାରର ଭରଣ ପୋଷଣ କରିବା ସହ ଜୀବନ ଜୀବିକା ନିର୍ବାହ କରୁଛନ୍ତି । ସେଥି ମଧ୍ୟରୁ କିଛି ଲୋକଙ୍କ ଜୀବନରେ ଆକସ୍ମିକ ଭାବେ ଘରର ମୂରବି ଇହ ଧାମ ତ୍ୟାଗ କରିବା ପରେ ସେହି ବ୍ୟକ୍ତିର ପରିବାର ଉପରେ ବୋଝ୍
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ମନିଗାଁ ଓ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥଣ୍ଡା ପାନୀୟ ଜଳ ଯୋଗାଣ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ମନିଗାଁ ଓ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଲାୟନ୍ସ କ୍ଲବ ସବୁବେଳେ ଜନହିତକର ସେବା କାର୍ଯ୍ୟ କରିଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ନିକଟସ୍ଥ କିଛି
Read More...

ଟିଟିଲାଗଡ଼ ହାଟପଦା ପଡ଼ା ଦୈନିକ ବଜାରର ଅବ୍ୟବସ୍ଥାର ଖୁବ ଶୀଘ୍ର ହେବ ସମାଧାନ : ବିଧାୟକ ନବୀନ ଜୈନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି ଟିଟିଲାଗଡ଼ ହାଟପଦା ସ୍ଥିତ ଦୈନିକ ବଜାର । ପୂର୍ବରୁ ସୁପର ମାର୍କେଟ କରାଯିବ ବୋଲି ସେତେବେଳର ଉପଜିଲ୍ଲାପାଳ ବଜାର ଭିତରେ ପରିବା ବ୍ୟବସାୟୀଙ୍କୁ ୬ ମାସ ସମୟ ମାଗି କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ଦୀର୍ଘ
Read More...

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ନିଜ ବାପାକୁ ଜିଅନ୍ତା ଜାଳି ଦେଲା ପୁଅ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ନିଜ ବାପାକୁ ଜିଅନ୍ତା ଜାଳି ଦେଲା ପୁଅ । ଟିଟିଲାଗଡ଼ ଥାନା ଦର୍ଲା ଗାଆଁରେ ଘଟିଛି ଏଭଳି ଏକ ଅମାନବୀୟ ଘଟଣା । ଜମିବାଡ଼ି ବିବାଦରୁ ଜଣେ ଯୁବକ ନିଜର ବାପାକୁ ଜିବନ୍ତ ଜାଳି ଦେବା ଘଟଣା ଏବେ ଜିଲ୍ଲା ସାରା
Read More...

ଟିଟିଲାଗଡ଼ ସହରରେ ପ୍ରାୟ ଦିନ ବୁଲା ଗାଈଗୋରୁଙ୍କ ଉପରେ ଚଢୁଛି ଗାଡ଼ି : ପ୍ରଶାସନର ଦୃଷ୍ଟି ପଡୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ସକାଳୁ ପ୍ରାତଃ ଭ୍ରମଣ ପାଇଁ କିଛି ଯୁବକ ବଲାଙ୍ଗିର ରାସ୍ତା ଦେଇ ଯାଉଥିବା ବେଳେ ସ୍ଥାନୀୟ ମଦନ ଜାଲ ଛକ ଠାରେ ଗୋଟିଏ ଗୋରୁର ଗୋଡ଼ ଉପରେ କୌଣସି ଅଜଣା ଗାଡ଼ି ମଡ଼େଇ ଫେରାର ମାରିଥିବା ଅଭିଯୋଗ ହୋଇଛି । ତେବେ ଗୋରୁଟିର ଗୋଡରୁ ପ୍ରଚୁର ରକ୍ତ
Read More...

ଟିଟିଲାଗଡରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ବିଶ୍ୱରେ ଜୁନ ୨୧ ତାରିଖକୁ ଅନ୍ତର୍ଦେଶୀୟ ଯୋଗ ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ଓ ପ୍ରଶାସନର ମିଳିତ ଆନୁକୁଲ୍ୟରେ ସକାଳ ୬ଟା ସମୟରେ ବିଶ୍ଵ ଯୋଗ ଦିବସ ପାଳନ
Read More...

ଟିଟିଲାଗଡ ରେଳ ଓଭର୍‌ ବ୍ରିଜ୍‌ ପାଲଟିଛି କୁକୁରଙ୍କ ଝାଡା ଫେରିବା ସ୍ଥାନ : ଦୂଷିତ ହେଉଛି ପରିବେଶ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ରେଳ ଓଭର୍‌ ବ୍ରିଜ୍‌ ଏବେ ସହରର ଏକ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଖାସ କରି ସକାଳ ଏବଂ ସନ୍ଧ୍ୟାରେ ସହରର ବହୁତ ଲୋକ ଏଠାକୁ ପ୍ରାନ୍ତ ଓ ସନ୍ଧ୍ୟା ଭ୍ରମଣରେ ଆସିଥାନ୍ତି । ବହୁତ ଲୋକଙ୍କ ଜନ୍ମ ଦିନ କେକ କଟା, ବାହାରୁ ଆସୁଥିବା
Read More...