Browsing Tag

titilagarh news

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଏସିଡିସି ବୈଠକ : ଯୋଗଦେଲେ ଜିଲ୍ଲା ସ୍ତରୀୟ ଅଧିକାରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରଥମ ଏସିଡିସି ବୈଠକ ଶୁକ୍ରବାର ଦିନ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ବିଧାୟକ ନବୀନ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ କାର୍ଯ୍ୟ ହେଉଥିବା ତଥା ହୋଇଥିବା
Read More...

ଟିଟିଲାଗଡ଼ ଟିପିଡବ୍ଲୁଓଡ଼ିଏଲ୍‌ ଅଫିସରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର- ମାଗଣା ବିଜୁଳି ଯୋଜନା ବିଷୟରେ ସଚେତନତା…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଦ୍ୟୁତ୍‌ର ବ୍ୟବହାର ଏତେ ମାତ୍ରାରେ ବଢ଼ି ଚାଲିଛି ଯେ ବିନା ବିଦ୍ୟୁତ୍‌ରେ ଗୋଟାଏ ମିନିଟ କାଟିବା ବି ଅସମ୍ଭବ ହୋଇପଡିଛି । ଦିନକୁ ଦିନ ବିଦ୍ୟୁତ୍‌ ଯନ୍ତ୍ରପାତି ଖାସ କରି ଏସି ବ୍ୟବହାର ଦୃତଗତିରେ ବଢ଼ି ଚାଲିଛି । ଖରା ଦିନରେ ଏସି ବ୍ୟବହାର ଯୋଗୁଁ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟ ତରଫରୁ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ଚଷମା ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟ ତରଫରୁ ସେପ୍ଟେମ୍ବର ୨୬ ତାରିଖରେ ସ୍ଥାନୀୟ ଧବଳେଶ୍ଵର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ତିନିଶହରୁ ଅଧିକ
Read More...

ଟିଟିଲାଗଡ଼ ମହାରାଜ ସାଗରର ସଫେଇ ଅଭିଯାନ : ବାହାରିଲା କୁଢ଼ କୁଢ଼ ଅଳିଆ ଆବର୍ଜନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଇ ଲଭ ଟିଟିଲାଗଡ଼ ପାର୍କ ଟିଟିଲାଗଡ଼ ସହରର ମୁଖ୍ୟ ଆକର୍ଷଣ ପାଲଟିଛି । ଏହି ପାର୍କର ପଛପଟେ ରହିଛି ମହାରାଜ ସାଗର । ଏହି ମହାରାଜ ସାଗର ଉପରେ ବହୁତ ଲୋକ ଗାଧୋଇବା, ପୂଜା ଜିନିଷ ଭସାଇବା, ପୂଜାପାଠ କରିବା ସହ ଅନେକ କାର୍ଯ୍ୟ କରିଥାନ୍ତି । କିଛି ବର୍ଷ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ, ଏସ୍‌ସିଡି ସେଣ୍ଟର ଚକ୍ଷୁ ଚିକିତ୍ସାଳୟ ଓ କରଣ ସମାଜର ମିଳିତ ଆନୁକୂଲ୍ୟରେ ନିଶୁଳ୍କ ମଧୁମେହ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ବିଶ୍ୱ ମଧୁମେହ ଦିବସ ଠାରୁ ଟିଟିଲାଗଡ଼ ଲାୟନ୍ସ କ୍ଲବ ଟିଟିଲାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର ଅନୁଷ୍ଠିତ କରାଇଥାଏ । ଚଳିତ ବର୍ଷ ମଧ୍ୟ ଏହି ପରୀକ୍ଷଣ ଶିବିର ଅନୁଷ୍ଠିତ ହେଉଥିବା ବେଳେ ଶନିବାର ସକାଳୁ
Read More...

ଟିଟିଲାଗଡ଼ ମହାବୀର ପଞ୍ଚାୟତି ଧର୍ମଶାଳାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିକାଲିର ଯୁଗରେ ଲୋକେ ନିଜର ହେଉ କି ଛୁଆ ମାନଙ୍କ ପାଇଁ ହେଉ ବିଭିନ୍ନ ଢ଼ଙ୍ଗରେ ଜନ୍ମଦିନ ପାଳନ କରିଥାନ୍ତି । ଟିଟିଲାଗଡ଼ର ଜଣେ ଯୁବ ବ୍ୟବସାୟୀ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିବା ପଙ୍କଜ ନାମଦେବ ତାଙ୍କ ଝିଅ ହଂସିକାଙ୍କ ଜନ୍ମଦିନ
Read More...

ଟିଟିଲାଗଡ଼ ପ୍ରଭାବତୀ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ନଭେମ୍ବର ୧୧ ତାରିଖ ଠାରୁ ୩ ଦିନ ବ୍ୟାପୀ ପ୍ରଭାବତୀ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଏହି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ସମାଜସେବୀ ଶ୍ରୀମତି ଅଞ୍ଜଳି
Read More...

ବିଦ୍ୟୁତ୍‌ ବିଭାଗର ଛଟେଇ ବିରୋଧରେ ପ୍ରତିବାଦ ସଭା : ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ହୀରାଖଣ୍ଡ ବିଦ୍ୟୁତ୍‌ କର୍ମଚାରୀ ସଂଘ ତରଫରୁ ଛଟେଇ ବିରୋଧରେ ଏକ ପ୍ରତିବାଦ ସଭା ସ୍ଥାନୀୟ ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାଖାପାଖି ୩୫୦ରୁ ଅଧିକ କର୍ମଚାରୀ ଉପସ୍ଥିତ ରହି ଛଟେଇ ବିରୋଧରେ ସ୍ୱର
Read More...

ଟିଟିଲାଗଡ଼ ବ୍ଲକପଡ଼ା ନିବାସୀ ଅବସରପ୍ରାପ୍ତ ଶିକ୍ଷକ ତଥା ଭଗବତ ପ୍ରଚାରକ ଗୌର ପ୍ରସାଦ ପୁରୋହିତଙ୍କ ଇହଧାମ ତ୍ୟାଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକପଡ଼ାର ନିବାସୀ ଅବସରପ୍ରାପ୍ତ ଶିକ୍ଷକ ତଥା ଭଗବତ ପ୍ରଚାରକ ଭାବେ ଜଣାଶୁଣା ବ୍ୟକ୍ତିତ୍ୱ ଗୌର ପ୍ରସାଦ ପୁରୋହିତଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ସୋମବାର ଦିନ ହାଟପଦା ପଡ଼ା ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ବଡ ପୁଅ ଜ୍ୟୋତି ପ୍ରକାଶ
Read More...

ଟିଟିଲାଗଡ଼ ପ୍ରଭାବତୀ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ : ଯୋଗଦେଲେ ଟିଟିଲାଗଡ଼ ଉପଜିଲ୍ଲାପାଳ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ୍ ଖତ୍ରି, ସମ୍ମାନିତ ଅତିଥି ଭାବେ
Read More...