ମହାନଦୀରେ ଗୋଧୋଇବା ବେଳେ ଭାସିଗଲେ ମହିଳା : ଉଦ୍ଧାର କାର୍ଯ୍ୟ ଜାରି
ତିଗିରିଆ : ମହାନଦୀରେ ଗାଧୋଉଥିବା ବେଳେ ଖସିଗଲା ଗୋଡ଼ । ନଦୀ ସ୍ରୋତରେ ଭାସିଗଲେ ମହିଳା । ନିଖୋଜ ଥିବା ମହିଳା ଜଣକ ପିଙ୍କି ସ୍ଵାଇଁ ବୋଲି ଜଣାପଡ଼ିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ରତାଗଡ ଗୋବିନ୍ଦପୁର ପଞ୍ଚାୟତରେ ଏଭଳି ଘଟଣା!-->…
Read More...
Read More...