Browsing Tag

soro news

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ : ୧ ମୃତ

ସୋର : ସୋର କମାଣପୁର ଦାଣ୍ଡକାଳୀ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ପାଖର ପଞ୍ଚାୟତ କଳମଗାଁ
Read More...

ଦୀର୍ଘ ୨୨ ଘଣ୍ଟା ପରେ ଶାଳନ୍ଦୀ ନଦୀରୁ ଉଦ୍ଧାର ହେଲା ୨ କାଉଡ଼ିଆଙ୍କ ମୃତଦେହ

ସୋରୋ : ଦୀର୍ଘ ୨୨ ଘଣ୍ଟା ପରେ ଶାଳନ୍ଦୀ ନଦୀରୁ ଉଦ୍ଧାର ହେଲା ୨ କାଉଡ଼ିଆଙ୍କ ମୃତଦେହ । ଗତକାଲି ଶାଳନ୍ଦୀ ନଦୀରେ ଭାସି ଯାଇଥିଲେ ଦୁଇ କାଉଡ଼ିଆ । ଓଡ୍ରାଫ୍ ଟିମ୍ ଓ ଦମକଳ ବାହିନୀ ବହୁ ଖୋଜାଖୋଜି ପରେ ୨ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର କରିଛି । ସୂଚନାନୁଯାୟୀ, ବାଲେଶ୍ୱର ଜିଲ୍ଲା ବରଦା
Read More...