ଗାଡ଼ିରେ କାଠ ଚୋରା ଚାଲାଣ : ୩ ଗିରଫ
ସଇଁନ୍ତଲା, (ଖୁସିରାନି ସାହୁ) : ବନାଞ୍ଚଳ ମନମୁଣ୍ଡା ରାସ୍ତା ନିକଟରେ ବନ ବିଭାଗ ଚଢ଼ଉ କରି ଗାଡ଼ି ସହ ଖଇର କାଠ ଜବତ କରିଛି । ଏହି ମାମଲାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ, ସଇଁନ୍ତଲା ବନାଞ୍ଚଳ ଅଧିକାରୀ ସାଗର ରାଜ ନାୟକଙ୍କ ନେତୃତ୍ୱରେ ବନ!-->…
Read More...
Read More...