Browsing Tag

saintala news

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ଅମଳ ଧାନ ଫସଲ ଓ ପନିପରିବା ନଷ୍ଟ ହେବା ଆଶଙ୍କା : ସରକାରୀ ସହାୟତା ଯୋଗାଇ ଦେବା ପାଇଁ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ଅମଳ ଧାନ ଫସଲ ଓ ପନିପରିବା ଗୁଡିକର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି ।ଏହି ଅଦିନିଆ ବର୍ଷା ଆରମ୍ଭ ହେବା ଫଳରେ ବ୍ଲକର ୨୩ ଗୋଟି ପଞ୍ଚାୟତ ଅଞ୍ଚଳରେ ବର୍ଷା ହେବା ସହ ଅମଳ ଧାନ ନଷ୍ଟ…
Read More...

ଘୁନସର କଲେକରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଆଜି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୩୧ନମ୍ବର…
Read More...

ସଇଁତଲା କଲେଜରେ ନୂଆ ଓଡିଶା ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ : ବିଧାୟିକା ନ ଆସିବାରୁ ଛାତ୍ରଛାତ୍ରୀ ନିରାଶ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ଓଡିଶା ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ…
Read More...

ଝରବାହାଲି ବିଦ୍ୟାଳୟରୁ ଏମ୍‌ଡିଏମ୍‌ ଟଙ୍କା ଆତ୍ମସାତ ଓ କାର୍ଯ୍ୟରେ ଅବହେଳା ଅଭିଯୋଗ ଘଟଣାରେ : ପ୍ରଧାନ ଶିକ୍ଷକ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ପ୍ରକଳ୍ପ ଉଚ୍ଚ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ବାବଦରେ ୧ ଲକ୍ଷ ଟଙ୍କା ଉଠାଣ କରି ଆତ୍ମସାତ କରିବା ଓ କାର୍ଯ୍ୟରେ ଅବହେଳା କରି ଆସୁଥିବା ନେଇ…
Read More...

ହଳଦିଆ ସାହୁ ସମାଜର ସାମାଜିକ ଗୃହ ପାଇଁ ଭୂମି ପୂଜନ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ବ୍ଲକ କମିଟି ସଇଁନ୍ତଲା ଆନୁକୂଲ୍ୟରେ କଅସର ପଂଚାୟତ ସ୍ଥିତ ଭୁସକିମାଲଠାରେ ନୂତନ ସାମାଜିକ ଗୃହ ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଜମିର ଦାନ କର୍ତ୍ତା ଦୟା ସାହୁ ସପତ୍ନୀ ସହ…
Read More...

ସଇଁତଳାରେ ଧାନମଣ୍ଡି ଉଦ୍‌ଘାଟିତ

ସଇଁତଳା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଳା ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତିଠାରେ ମଙ୍ଗଳବାର ଦିନ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସଇଁତଳା ସମବାୟ ସମିତି ସଭାପତି ପ୍ରଭାତ ସିଂ ଭୋଇ ଓ ସମ୍ମାନିତ ଅତିଥି ଭାବେ ସମବାୟ ସମିତି ଡାଇରେକ୍ଟର…
Read More...

ବେଲଗାଁରେ ଜୀବନ ବୀମା ନିଗମ କ୍ଷେତ୍ରୀୟ ପ୍ରବନ୍ଧକଙ୍କୁ ସମ୍ବର୍ଦ୍ଧନା

ସଇଁତଳା, (ପ୍ରମୋଦ ସେଲମା) : ଭାରତୀୟ ଜୀବନ ବୀମା ନିଗମ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାରଙ୍କ ଭବାନୀପାଟଣା ଗସ୍ତ ଅବସରରେ ଟିଟିଲାଗଡ ଏଲ୍‌ଆଇସି କାର୍ଯ୍ୟାଳୟ ତରଫରୁ ବେଲଗାଁଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶାଖା ପ୍ରବନ୍ଧକ ଦୀପ୍ତି ରଞ୍ଜନ ନାୟକଙ୍କ ନେତୃତ୍ୱରେ ବିଭାଗୀୟ ଉନ୍ନୟନ…
Read More...

ଆସିଷ୍ଟାଣ୍ଟ ସମ୍ପାଦକଙ୍କ ଭରସାରେ ଟିକ୍ରାପଡା ସମବାୟ ସମିତି : ୪ ବର୍ଷ ହେଲା ଛୁଟିରେ ରହିଛନ୍ତି ସମ୍ପାଦକ, ନୂଆ…

ସଇଁତଲା, (ପ୍ରମୋଦ ସେଲମା) : ସରକାର ସମବାୟ ସମିତିଗୁଡ଼ିକୁ ସୁଦୃଢ କରିବା ପାଇଁ ଚାଷୀମାନଙ୍କୁ କୃଷି ଋଣ ଯୋଗାଇବା ସହ ସାର ବିକ୍ରି କରିବା ପର୍ଯ୍ୟ୍‌ନ୍ତ କାର୍ଯ୍ୟ ତୁଲାଇଥିବା ବେଳେ ସବୁଠାରୁ ମହତ୍ୱପୂର୍ଣ୍ଣ ଧାନମଣ୍ଡି କାର୍ଯ୍ୟ ମଧ୍ୟ ସମବାୟ ସମିତି ଦ୍ୱାରା ପରିଚାଳିତ ହେଉଛି । କିନ୍ତୁ…
Read More...

ଜଳ ଓ ପରିମଳ ବିଭାଗର ନିମ୍ନମାନ କାର୍ଯ୍ୟ ଯୋଗୁଁ ମାସେ ନ ପୁରୁଣୁ ରାସ୍ତାରେ ଜମୁଛି ପାଣି : ସାଧାରଣରେ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ହାଟପଦାଠାରେ ପାଇପ ଫାଟି ଯିବା ଯୋଗୁଁ ପ୍ରଶାସନ ତରଫରୁ ନିମ୍ନମାନ କାର୍ଯ୍ୟ ହୋଇଥିଲା । ଫଳରେ ମାସେ ନ ପୁରି ପାଇପ ଫାଟି ରାସ୍ତାରେ ପାଣି ଜମୁଛି । ଲୋକେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବାରୁ ରାସ୍ତା କାଦୁଅ ହୋଇଥିବା ଅଭିଯୋଗ…
Read More...

ଗୋଚର ଜମିରେ ପିଚୁ ପ୍ଲାଣ୍ଟକୁ ନେଇ ଅସନ୍ତୋଷ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ତହସିଲ ସ୍ଥିତ ବେଲଗାଁ ରାଜସ୍ୱ ସର୍କଲ ସ୍ଥିତ ଭିକାବାହାଲି ମୌଜାଠାରେ ଥିବା ଗୋଚର ଜମିକୁ ଜନୈକ ବ୍ୟକ୍ତି ୧ ଏକକ ଜମି ବେଆଇନ ଭାବରେ ଜବର ଦଖଲ କରି ସିମେଣ୍ଟ କଂକ୍ରିଟର ନିର୍ମାଣ କାର୍ଯ୍ୟକାରି ପିଚୁ ପ୍ଲାଣ୍ଟ ଉଦ୍ୟମ କରୁଥିବା ଲୋକଙ୍କ…
Read More...