Browsing Tag

saintala news

ଓଜେୟୁ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ : ବିଭିନ୍ନ କ୍ଷେତ୍ରରୁ କୃତିତ୍ୱ ହାସଲ କରିଥିବା ମହିଳା ହେଲେ…

ସଇଁତଲା, (ପ୍ରମୋଦ ସେଲମା) : ସ୍ଥାନୀୟ ୟସ ହୋଟେଲ ପରିସରରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ବଲାଙ୍ଗିର ଶାଖା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଟିଟିଲାଗଡ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ
Read More...

ଏନ୍‌ଏସି ମାନ୍ୟତା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସଇଁତଲାବାସୀ

ସଇଁତଲା, (ପ୍ରମୋଦ ସେଲମା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୪ ତାରିଖରେ ସଇଁତଲାକୁ ଏନ୍‌ଏସି ମାନ୍ୟତା ଘୋଷଣା ପରେ ଗୁରୁବାର ନବୀନ ନିବାସଠାରେ ସଇଁତଲା ସରପଞ୍ଚ ଇଂ ସୁବ୍ରତ ନାଗ, ଓକିଲ ସଙ୍ଘ ସଭାପତି ମାଭଞ୍ଜନ ପାଣିଗ୍ରାହୀ ଓ ଆଦିବାସୀ କଲ୍ୟାଣ ସଙ୍ଘ ବ୍ଲକ ସଭାପତି ସନ୍ତୋଷ ପୁଟାଙ୍କ
Read More...

ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ଜଣେ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବଙ୍ଗଳା ଛକଠାରେ ବୁଧବାର ପୂର୍ବାହ୍ନରେ ଅଜଣା ଗାଡି ଧକ୍କା ଦେବା ଯୋଗୁଁ ଜଣେ ବାଇକ ଆରୋହୀଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ କମ୍ବୁପାଣି ରଣା (୬୫) ସଇଁତଲା ସହରର
Read More...

କଂଗ୍ରେସ ଦଳର କର୍ମକର୍ତ୍ତା ସମ୍ବିଳନୀ

ବିଜେଡି ବିଜେପି ମେଣ୍ଟଙ୍କୁ ହରାଇ କଂଗ୍ରେସ ସରକାର ଗଢ଼ିବ : ସମ୍ପାଦକ ଶ୍ରୀ ହୁସେନ ସଇଁତଲା, (ପ୍ରମୋଦ ସେଲମା) : ୨୫ ବର୍ଷ ବିଜେଡି ସରକାର ରାଜ୍ୟରେ ଶାସନ କାଳରେ ନାରୀ ନିର୍ୟାତନା, ଚାଷୀ ମରଣନୀତି, ବେରୋଜଗାରୀ, ନିଯୁକ୍ତି ଅଭାବ ସମସ୍ୟା ଘେରରେ ସରକାର ବୁଡି ରହିଛି । ସେହିପରି କେନ୍ଦ୍ର
Read More...

ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ମାରଣାନ୍ତ ଆକ୍ରମଣ : ଅଭିଯୁକ୍ତ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ସଇଁତଲା ଥାନା ପିତାମହୁଲ ଗ୍ରାମରେ ଜଣେ ଯୁବକ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଗାଁର ମହିଳାଙ୍କୁ ଗାଳିଗୁଲଜ କରିବା ସହ ଧରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ ନଂ ୯୩/୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାଜେଶ ପୋଢ଼ଙ୍କୁ (୩୯)
Read More...

ବ୍ଲକସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେଠାରେ ବ୍ଲକସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ୱାବଧାନରେ ବ୍ଲକ ହିସାବ
Read More...

ସଇଁତଲା ବ୍ଲକରେ ପଞ୍ଚାୟତିରାଜ ଦିବସ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜନ୍ମ ଦିବସକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଇଛି । ପ୍ରଥମେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ଜଳନ କରି
Read More...

ଟ୍ରେନ ଲାଇନରେ କଟି ଯୁବକ ଆତ୍ମହତ୍ୟା : ରେଲୱେ ପୋଲିସର ତଦନ୍ତ ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ କଅସର ପଡା ରେଲୱେ ଫାଟକ ପାଖରେ ଜଣେ ଯୁବକ ଟ୍ରେନ ଲାଇନରେ କଟି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ସୁରଜ କୁମାର ମହାନନ୍ଦ ଓରଫ ଗୁଡ଼ୁ (୨୨) ଗ୍ରାମ କନ୍ଦକେଲଗାଁ ପଞ୍ଚାୟତ ଋଣୀମହୁଲ ବୋଲି ଜଣାପଡିଛି । ପ୍ରକାଶ
Read More...

ବନାଞ୍ଚଳ ସ୍ତରୀୟ ବନାଗ୍ନି ନିବାରଣ ଓ ସଚେତନତା କାର୍ଯ୍ୟକ୍ରମ

ସଇଁନ୍ତଲା, (ପ୍ରମୋଦ ସେଲମା) : ସଇଁନ୍ତଲା ବନାଞ୍ଚଳ ତରଫରୁ ବନାଗ୍ନି ନିବାରଣ ସଚେତନତା ସଭା ବନାଞ୍ଚଳ ଅଧିକାରୀ ସାଗର ରାଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଆଲୋଚନା ହୋଇଥିଲା । ପ୍ରତିବର୍ଷ ସଚେତନତା
Read More...

ବ୍ଲକସ୍ତରୀୟ ବ୍ୟାଙ୍କ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମରେ ୯୬୨ ଗୋଟି ଏସ୍‌ଏଚ୍‌ଜିଙ୍କୁ ୨୯ ଲକ୍ଷ ୧୪ ହଜାର ୨୬୮ ଟଙ୍କା ସୁଧ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ପରିସରଠାରେ ବ୍ଲକସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ
Read More...