ବଲାଙ୍ଗିର ଲୋକସଭା ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ନାମ ଘୋଷଣା ପରେ ଚାରିଆଡେ ଖୁସିର ମାହୋଲ
ସଇଁତଲା, (ପ୍ରମୋଦ ସେଲମା) : ଆଜି ବିଜେଡି ଦଳ ତରଫରୁ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଆସନ ପାଇଁ ଟିକଟ ଘୋଷଣା କରିଥିବା ବେଳେ ବଲାଙ୍ଗିର ଲୋକସଭା ପ୍ରାର୍ଥୀ ପାଇଁ ଜିଲ୍ଲାର ହେବିୱେଟ ନେତା ସୁରେନ୍ଦ୍ର ସିଂ ଭୋଇଙ୍କୁ ଦଳ!-->…
Read More...
Read More...