Browsing Tag

rourakela news

ଅନ୍ଵେଷା ଅନୁଷ୍ଠାନ ପକ୍ଷରୁ ନିଆରା ୧୧୬ତମ ସାମୁହିକ ଜନ୍ମଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷା ଦ ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୬ତମ ସାମୁହିକ ଜନ୍ମଉତ୍ସବ ଆୟୋଜିତ ହୋଇଯାଇଛି । ରାଉରକେଲା ପ୍ରଧାନ ପଲ୍ଲିର ସ୍ପେସିଆଲ ହୋମ୍‌ ବାଲସୁଧାର ଗୃହଠାରେ ୧୧୬ତମ ସାମୁହିକ ଜନ୍ମଦିବସ ପାଳିତ
Read More...

ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ : ଲୋଇସିଂହା ପାଇଲା ଏନ୍‌ଏସି ମାନ୍ୟତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦୀର୍ଘ ଦେଢ଼ ଦଶନ୍ଧି ଧରି ଲୋଇସିଂହାକୁ ଏନ୍ଏସି ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲା । ତେବେ ପ୍ରତୀକ୍ଷାର ଅନ୍ତ ଘଟିବା ସହିତ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଲୋଇସିଂହାକୁ ଏନ୍ଏସି ଘୋଷଣା କରିଛନ୍ତି । ଫଳରେ ସ୍ଥାନୀୟ ମହଲରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି
Read More...

ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ସ୍ଵାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆରଏମସି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ସ୍ଥାନୀୟ ମଧୁସୂଦନ ମାର୍ଗ ଠାରୁ ଆରଏମସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ
Read More...

ବିପିୟୁଟିରେ ଆଧୁନିକ ନିର୍ମାଣ ସାମଗ୍ରୀ ଉପରେ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୟୁଜି ଏବଂ ପିଜି ଅଧ୍ୟୟନ କେନ୍ଦ୍ରରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଅଗଷ୍ଟ ୩୦, ୨୦୨୫ ରେ "ନୂତନ ଯୁଗର ନିର୍ମାଣ ସାମଗ୍ରୀ" ଉପରେ ଏକ ଦିନିକିଆ ସଚେତନତା କର୍ମଶାଳା ଆୟୋଜନ କରାଯାଇଥିଲା ।
Read More...

ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ପକ୍ଷରୁ ୨୩ତମ ଓଡିଶା ରାଜ୍ୟ ସମ୍ମିଳନୀ

ରାଉରକେଲାରେ ଡିୱାଇଏଫ୍ଆଇ ପକ୍ଷରୁ ଅଗଷ୍ଟ ୩୦ ଓ ୩୧ ଯୁବ ସମାବେଶ ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱାଇଏଫ୍ଆଇ) ପକ୍ଷରୁ ଅଗଷ୍ଟ ୩୦ ଓ ୩୧ ଦୁଇ ଦିନ ଧରି ୨୩ତମ ଓଡିଶା ରାଜ୍ୟ ସମ୍ମିଳନୀ ତଥା ଯୁବ ସମାବେଶ ରାଉରକେଲା ଭଞ୍ଜଭବନ, ଆଦର୍ଶ ପାଠାଗାର
Read More...

ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାର ପରିସରରେ ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ହରିହର ରାଉତରାୟ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଆଲୋଚକ ଇଂ ସୁବାସ ମହାପାତ୍ର
Read More...

ଇନର ହୁଇଲ କ୍ଲବର ଆହାର କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଖାଦ୍ୟ ଆବଶ୍ୟକତା କରୁଥିବା ଆଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ରିଭର ସାଇଡ୍ ତରଫରୁ ଆହାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ଲହୁଣିପଡା କଳ୍ପତରୁ ଆଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ
Read More...

ଇସ୍ପାତ ନଗରୀରେ ଧୁମଧାମରେ ପାଳିତ ହେଲା ଜାତୀୟ କ୍ରୀଡା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲା ଠାରେ ବିଭିନ୍ନ କ୍ରୀଡା ଅନୁଷ୍ଠାନ ଓ ସଂଗଠନ ତରଫରୁ ଜାତୀୟ କ୍ରୀଡା ଦିବସ ଧୁମଧାମରେ ପାଳିତ ହୋଇଯାଇଛି । କିମ୍ବଦନ୍ତୀ ପୁରୁଷ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ସମଗ୍ର ଦେଶ ଜାତୀୟ କ୍ରୀଡା ଦିବସ ପାଳନ କରୁଛି । ଏହି
Read More...

ପଥ ଉତ୍ସବକୁ ମନ ଭରି ଉପଭୋଗ କଲେ ରାଉରକେଲା ବାସୀ

ପୁରୀର ସାହିଯାତ ମେଢ଼ ସାଙ୍ଗକୁ ଓଲିଉଡ କଳାକାରଙ୍କ ଦ୍ଵାରା ପରିବେଷିତ ସଙ୍ଗୀତ ମୋହିଲା ଦର୍ଶକଙ୍କ ମନ ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ଦୁଇ ବର୍ଷ ପରେ ପୁଣି ରାଉରକେଲାକୁ ପଥ ଉତ୍ସବ ଫେରିଥିବା ବେଳେ ଏହାକୁ ମନ ଭରି ଉପଭୋଗ କରିଥିଲେ । ରାଉରକେଲାବାସୀଙ୍କୁ ମନୋରଞ୍ଜନର ଖୋରାକ
Read More...

ଉତ୍କଳ ସମ୍ମିଳନୀ ପକ୍ଷରୁ ନୂଆଖାଇ ମହୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କେବଳ ପଶ୍ଚିମ ଓଡିଶା ନୁହେଁ ସମଗ୍ର ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ଅସ୍ମିତା ମହାନ । ଓଡ଼ିଶାର ଗଣପର୍ବ ନୂଆଖାଇ ଏକ କୃଷିଭିତ୍ତିକ ପର୍ବ ନୁହେଁ ବରଂ ଏକ ଭାଇଚାରାର ପର୍ବ ବୋଲି ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ଓ ଉତ୍କଳ ଶିଳ୍ପ ପରିଚାଳକ ସମାଜ ପକ୍ଷରୁ
Read More...