ରେଳବାଇ ପୋଲିସ ପକ୍ଷରୁ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ : ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
ରାଉରକେଲା, (ସସ୍ମିତା ପ୍ରଧାନ) : ରେଳବାଇ ଥାନା ପୋଲିସ ପକ୍ଷରୁ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଥାନା ଅଧିକାରୀଙ୍କ ସୂଚନା ମୁତାବକ କୋରାପୁଟର ମୁନିଗୁଡ଼ାରୁ ଦିନେଶ ରାମ ଓ ରଘୁନାଥ ହାଁସଦା ନାମକ!-->…
Read More...
Read More...