Browsing Tag

rourakela news

କିରାଣୀ ସଞ୍ଜୟ ଦେଓଙ୍କ ବଦଳି ପରେ ବାଣ ଫୁଟାଇ ଖୁସି ମନାଇଲେ ଶିକ୍ଷକ ଶିକ୍ଷୟିତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁଣ୍ଡିଆ ବିଇଓ ଅଫିସର କନିଷ୍ଠ କିରାଣୀ ସଞ୍ଜୟ ଦେଓଙ୍କ ବାବୁନୂଆଗାଁ ଉଚ୍ଚ ବିଦ୍ୟାଳୟକୁ ବଦଳି ହେବା ପରେ ଗୁରୁଣ୍ଡିଆ ବ୍ଲକରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗତକାଲି ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଖୁସି ମନାଇଛନ୍ତି । ଶିକ୍ଷକ…
Read More...

ଭୁତପୂର୍ବ ନଗରପାଳ ରମେଶ ବଳଙ୍କ ଆତ୍ମହତ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲଟିର ପ୍ରାକ୍ତନ ନଗରପାଳ ତଥା ରାଉରକେଲା ବାରଆସୋସିଏସନର ପ୍ରାକ୍ତନ ସଭାପତି, ସମାଜସେବୀ ରମେଶ ଚନ୍ଦ୍ର ବଳ ହରିଆନା ଭବନ ନିକଟସ୍ଥ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଆଇନଜୀବୀ,…
Read More...

ଦଶହରାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଦାବୀ ନେଇ ଡିଆଇଜିଙ୍କୁ ଚିଠି ଲେଖିଲେ ଭିଏଚ୍‌ପି ନେତା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ କିଛି ଦିନ ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଜଗତଜନନୀ ମା' ଦୁର୍ଗାଙ୍କ ପୂଜା ଉତ୍ସବରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ହିନ୍ଦୁ ଧାର୍ମିକ ଅଧିକାରକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି…
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରଫେସର ଜେ କେ. ରାଓଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର…
Read More...

କ୍ୟୁସିଏଫ୍ଆଇ ଗୁଣାତ୍ମକ ମଣ୍ଡଳୀର ୩୦ତମ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାଲିଟି ସର୍କଲ ଫୋରମ୍ ଅଫ୍ ଇଣ୍ଡିଆ, ରାଉରକେଲା ତରଫରୁ କନଭେନସନ୍ ଅଫ୍ କ୍ୱାଲିଟି କନ୍ସେପ୍ଟସ୍ ଶୀର୍ଷକ ଏକ ଦୁଇଦିନିଆ ସମ୍ମିଳନୀ ଦୁଇଦିନ ଧରି ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ରିମସ୍ ପରିସରରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଆରଏସ୍‌ପିର…
Read More...

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ଦ୍ଦାର ପଟେଲ କଲଚରାଲ ଆସୋସିଏସନ୍ ରାଉରକେଲା ପକ୍ଷରୁ ଆସନ୍ତା ଅକ୍ଟୋବର ୩୧ତାରିଖ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ପ୍ରଥମ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ବିଭିନ୍ନ ବିଷୟ ସହିତ ଭିନ୍ନ ଭିନ୍ନ…
Read More...

ଓଡିଶା ନାଟ୍ୟ ସଂଘର ୩୫ତମ ସ୍ୱନକ୍ଷତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ନାଟ୍ୟ ସଂଘର ୩୫ତମ ସ୍ୱନକ୍ଷତ୍ର ଦିବସ ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସୁନ୍ଦରଗଡ ଜିଲ୍ଲା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ଭାସ୍କର ଚନ୍ଦ୍ର ମହାପାତ୍ର…
Read More...

ସହୀଦ ପରିବାରକୁ ଉଦାହରଣ ତରଫରୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ନବଗଠିତ ସାମାଜିକ ଅନୁଷ୍ଠାନ ଉଦାହରଣ ତରଫରୁ ଭଞ୍ଜଭବନ ଠାରେ ସହୀଦ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଦାହରଣ ଅନୁଷ୍ଠାନର ସଭାପତି ସିଆରପିଏଫ ଡିଆଇଜି ଦୟାନିଧି ତନ୍ତିଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିମଳ ବିଶିଙ୍କ ଆବାହକତ୍ୱରେ ଆୟୋଜିତ ଏହି…
Read More...

ଜଗନ୍ନାଥ ଜାଗରଣ ମଂଚର ସହିଦ ପ୍ରଦୀପ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଫର୍ଟିଲାଇଜର ଓ ସହୀଦ ପ୍ରଦୀପ ପଣ୍ଡାଙ୍କ ପରିବାର ତରଫରୁ ସହୀଦ ପଣ୍ଡାଙ୍କ ଜନ୍ମଦିନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତି ଯୋଗ…
Read More...

କିସାନ ସମାଜର ପ୍ରତିଷ୍ଠାତାଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକର ବଲଣ୍ଡା ନିବାସୀ ପାଣୁ ମାଝୀ(୮୫)ଙ୍କ ଆଜି ବିୟୋଗ ଘଟିଛି । କିସାନ ସମାଜ ସଂଗଠନର ସେ ଅନ୍ୟତମ ପ୍ରତିଷ୍ଠାତା ତଥା ବନବାସୀ କଲ୍ୟାଣ ଆଶ୍ରମର ପୂର୍ବତନ ସଭାପତି ଥିଲେ । ଆଜି ବୁର୍ଲା ମେଡିକାଲ୍‌ରେ ତାଙ୍କର ଦେହାନ୍ତ ହେବା ପରେ ତାଙ୍କ ପାର୍ଥିବ…
Read More...