Browsing Tag

rourakela news

ଡିକୋଟିଙ୍ଗ ଲିଡର୍‌ସିପ୍‌ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କୁଆରମୁଣ୍ଡା ସ୍ଥିତ ସାଇ ଭେଲି ୱାଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ ମେନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜୀ ଆନୁକୂଲ୍ୟରେ ଡିକୋଟିଙ୍ଗ ଲିଡର୍‌ସିପ୍‌ (ତତ୍କାଳ ନିଷ୍ପତ୍ତି ନେଇପାରୁଥିବା ନେତୃତ୍ଵ) ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ…
Read More...

ଆର୍‌ଆଇଟିରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କଲୁଙ୍ଗା ସ୍ଥିତ ଆର୍‌ଆଇଟିରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ରଶ୍ମିତା ଟେଟେଙ୍କ ଅଧ୍ୟକ୍ଷତା ଓ ଲୋକ ସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାଠିକଟା ସ୍ୱାସ୍ଥ୍ୟ…
Read More...

ବଣେଇକୁ ଜିଲ୍ଲା ଘୋଷଣା ଦାବୀରେ ୬ ଘଣ୍ଟିଆ ବନ୍ଦ ଡାକରା : ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ

ରାଉରକେଲା, (ସସ୍ମିତା ପ୍ରଧାନ) : ବଣେଇକୁ ଜିଲ୍ଲା ଘୋଷଣା ଦାବୀରେ କ୍ରିୟାନୁଷ୍ଠାନ କମିଟିର ୬ ଘଣ୍ଟିଆ ବନ୍ଦ ଡାକରା । ଶୁକ୍ରବାର ବଣେଇ ଜିଲ୍ଲା ଦାବୀରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ସକାଳୁ ସକାଳୁ ପିକେଟିଂ କରି ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ…
Read More...

ଆରଏସଏ ହେଲା ପ୍ରଥମ ସନରାଇଜ କପ୍‌ର ଚାମ୍ପିୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସନରାଇଜ କ୍ଲବ ଓ ଉମିଦ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସେକ୍ଟର ୧୭ ପଡିଆ ଠାରେ ଚାଲିଥିବା ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି ସନରାଇଜ କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବର ଫାଇଲରେ ମ୍ୟାଚ୍‌ରେ ସେକ୍ଟର ୬ର…
Read More...

କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସଙ୍ଗୀତ ତରଙ୍ଗ ମ୍ୟୁଜିକାଲ କ୍ଲବ ପକ୍ଷରୁ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ୧୭ତମ ପୁଣ୍ୟତିଥି ଅବସରରେ ଏକ ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଜଗଦା ସ୍ଥିତ ଡାମିଟ୍ସ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜଗଦା ସାଂସ୍କୃତିକ…
Read More...

ରିଂ ରୋଡ ବିଏସ୍‌ଏନ୍‌ଏଲ୍‌ ଛକ – ଡିଏଭି ପଲିଟେକନିକ ଛକ ସଂଯୋଗ କେବେ ?

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତୀୟ ହକି ମ୍ୟାଚ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାଉରକେଲା ସ୍ମାର୍ଟ ସିଟିକୁ ଚକାଚକ୍ କରାଯାଉଛି । ରାସ୍ତା ନିର୍ମାଣ, ପାର୍କ ଗୁଡିକର ବିକାଶ କରାଯାଉଛି । କିନ୍ତୁ ବିଏସ୍‌ଏନ୍‌ଏଲ୍‌ ଛକରୁ ସ୍ମାର୍ଟ ସିଟି ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥ ରେଳବାଇ…
Read More...

ମ୍ୟୁଜିକ ସର୍କଲର ୨୪ତମ ବିଜୟା ଉତ୍ସବ

ସଂସ୍କୃତି ମଧ୍ୟରେ ସମନ୍ୱୟ ରହିଲେ ସୁସ୍ଥ ସମାଜ ଗଠନ ସମ୍ଭବ ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ ସର୍କଲ ଠାରେ ୨୪ତମ ବିଜୟା ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ଉପଦେଷ୍ଟା ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ…
Read More...

ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଉରକେଲାର ବ୍ରାହ୍ମଣୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲା ଓ ରାଉରକେଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସଭାପତି ବିଭୁତି ଭୂଷଣ…
Read More...

ଆଦର୍ଶ ପାଠାଗାରର ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଭଞ୍ଜଭବନ ଠାରେ ହେଉଥିବା ରାଉରକେଲା ପୁସ୍ତକ ମେଳା ଆସନ୍ତା ୨୦୨୩ ମସିହା ପୂର୍ବ ନିର୍ଦ୍ଧାରିତ ଫେବୃଆରୀ ମାସ ୧ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ ୨୭ତମ ପୁସ୍ତକ ମେଳା ଆୟୋଜିତ…
Read More...

ହିନ୍ଦୁ ସଂଗଠିତ ନହେଲେ ସମ୍ବିଧାନ ମଧ୍ୟ ରକ୍ଷା କରିପାରିବ ନାହିଁ : ସ୍ୱାମୀ ଜୀବନ ମୁକ୍ତାନନ୍ଦ

ରାଉରକେଲା, (ସସ୍ମିତା ପ୍ରଧାନ) : କାଶ୍ମୀର ଠାରୁ କୈରାନା ଯାଏ ଦିନକୁଦିନ ହିନ୍ଦୁମାନଙ୍କ ପଳାୟନ ଜାରି ରହିଥିବା ବେଳେ ଏ ଦେଶର ବିଭିନ୍ନ ଭାଗରେ ହିନ୍ଦୁମାନଙ୍କ ଜୀବନଧାରା ଦୁର୍ବିସହ ହେଉଛି । ଯେଉଁଠି ହିନ୍ଦୁମାନଙ୍କ ସଂଖ୍ୟା ହ୍ରାସ ପାଉଛି, ସେଠି ହିନ୍ଦୁ ହତ୍ୟା, ବଳାତ୍କାର ତଥା ଅମାନୁଷିକ…
Read More...