Browsing Tag

rourakela news

ରାଉରକେଲା କଲେଜରେ ‘ବିଶ୍ୱ ମାନବାଧିକାର ଦିବସ’ ଓ ‘ପ୍ରତିଜ୍ଞା ପାଠ’ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର 'ଜାତୀୟ ସେବା ଯୋଜନା'ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ 'ବିଶ୍ୱ ମାନବାଧିକାର ଦିବସ' ଓ 'ପ୍ରତିଜ୍ଞା ପାଠ' ଅନୁଷ୍ଠିତ ହୋଇଯାଇଛି ।…
Read More...

ଆରଆଇଟିରେ ମାନବ ଅଧିକାର ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : କଲୁଙ୍ଗା ସ୍ଥିତ ଆରଆଇଟିରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଇନଷ୍ଟିଚ୍ୟୁଟ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ଅଧ୍ୟାପକ ପ୍ରମୋଦ କୁମାର ସେଠୀ…
Read More...

ଲାଠିକଟାରେ ମହିଳା ସମାବେଶ

ମହିଳା କୃଷକ ମାନଙ୍କର ବିକାଶ ନ ଘଟିଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ ଅନ୍ତର୍ଗତ ସିଉଡ଼ିହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ଲାଠିକଟା କୃଷକ ଉତ୍ପାଦକ ସଂଗଠନ ଓ ଜାତୀୟ ଶ୍ରମିକ ଶିକ୍ଷା ବୋର୍ଡ ମିଳିତ ଆନୁକୂଲ୍ୟରେ ମହିଳା…
Read More...

ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଅଂଚଳର ଜଣାଶୁଣା ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ବିୟୋଗରେ ହମିରପୁର ସ୍ଥିତ ସାଇ ମନ୍ଦିରଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡଃ ପ୍ରଭାତ ମଲ୍ଲିକ, ଡାକ୍ତର କେ କେ ଷଡଙ୍ଗୀ, ମନୋରଞ୍ଜନ ଦାଶ, ଅଜୟ ପୂଜାରୀ,…
Read More...

ଲାଠିକଟାରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ସେଣ୍ଟ ଜନ୍ସ ଇଂଲିଶ ସ୍କୁଲଠାରେ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମିତି ଅଧ୍ୟକ୍ଷ ଦିଲ୍ଲୀପ ଖେସ ଓ ସମ୍ମାନିତ ଅତିଥି ଭାବେ ଜଲଦା ସରପଞ୍ଚ ଗୀତା ଓରାମ,…
Read More...

ଓଡିଆ ପତ୍ରିକା ରାଷ୍ଟ୍ରଦୀପର ପାଠକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ପତ୍ରିକା ରାଷ୍ଟ୍ରଦୀପର ପାଠକ ସମ୍ମିଳନୀ ସେକ୍ଟର ୪ ସ୍ଥିତ ଇସ୍ପାତ କାରଖାନା କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ରାଉରକେଲା ନଗର ସହସଂଘ ଚାଳକ ପ୍ରଭାତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
Read More...

ଆଇରନ୍ ବୋଝେଇ ଟ୍ରକ୍ ଲୁଟ୍ ଘଟଣା : ୨ ଲୁଟେରା ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଇରନ୍ ବୋଝେଇ ଟ୍ରକ୍‌ର ଚାଳକଙ୍କୁ ମାଡ଼ପିଟ୍ କରିବା ସହ ତାଙ୍କ ପାଖରୁ ନଗଦ ଟଙ୍କା ଓ ଚାଲାନ୍ କାଗଜପତ୍ର ଏବଂ ଟ୍ରକ୍ ଲୁଟି ନେବା ଘଟଣାରେ ଲାଠିକଟା ଥାନା ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସାରନଗରୀ ଅଞ୍ଚଳର । ସେମାନଙ୍କ ପାଖରୁ…
Read More...

ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ୯ମ ବାର୍ଷିକ ଉତ୍ସବ ଓ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ନେହେରୁ ପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ନବମ ବାର୍ଷିକୋତ୍ସବ ଓ ରୁଦ୍ର ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞ ସମ୍ପାଦନ ପାଇଁ ପୁରୀରୁ ସପ୍ତମୂର୍ତ୍ତି ବ୍ରାହ୍ମଣ ମଣ୍ଡଳୀ ଉପସ୍ଥିତ ରହି ଯଜ୍ଞ କର୍ମ…
Read More...

ଆଇନ ମହାବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ପରିସରରେ ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଫଳ ଓ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏହି…
Read More...

ରାଉରକେଲା କଲେଜରେ ବିଶ୍ୱ ଏଡ୍‌ସ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ ତରଫରୁ ବିଶ୍ଵ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ସରଣୀ ଅନୁଯାୟୀ ଅନୁଷ୍ଠାନ ଦ୍ୱୟର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ…
Read More...