Browsing Tag

rourakela news

ତୁଳସୀ ପୂଜନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ହନୁମାନ ବାଟିକା, ରାଉରକେଲା, ସନ୍ଥ ଶ୍ରୀ ଆଶାରାମଜୀ ବାପୁ ସତସଙ୍ଗ ଭବନ ଠାରେ ୨୫ ଡିସେମ୍ବରକୁ ତୁଳସୀ ପୂଜନ ଦିବସ ରୂପେ ପାଳନ କରାଯାଇଛି । ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ପାବନ ପ୍ରେରଣାରେ ସମ୍ପୂର୍ଣ୍ଣ ବିଶ୍ୱରେ ତୁଳସୀ ପୂଜନ ପାଳନ…
Read More...

ହମିରପୁର ଉନ୍ନୟନ ପରିଷଦ ତରଫରୁ ବଡଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ହମିରପୁର ଉନ୍ନୟନ ପରିଷଦ ତରଫରୁ ପବିତ୍ର ଖ୍ରୀଷ୍ଟମାସ ପାଳନ ସହ ନୂଆ ବର୍ଷ ପାଇଁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ସଭାପତିତ୍ୱ ଓ ନିରଞ୍ଜନ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି…
Read More...

ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୧ତମ ଦ୍ୱିଦିବସୀୟ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସମସ୍ତଙ୍କ ମଧ୍ୟରେ ଯୋଗ୍ୟତା ଅଛି । ଯୋଗ୍ୟତା ହିସାବରେ ପିଲାଙ୍କୁ ଗଢିବା ଦରକାର । ବିଦ୍ୟାର୍ଥୀଙ୍କ ସଫଳତା ନିମନ୍ତେ ସାମର୍ଥ୍ୟ ଓ ସୃଜନଶୀଳତା ଜରୁରୀ ବୋଲି ଅତିଥିମାନେ ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୧ତମ ଦ୍ବିଦିବସୀୟ ବାର୍ଷିକୋତ୍ସବ…
Read More...

ନାଟକ ସାମନ୍ତ ଚନ୍ଦ୍ରଶେଖର ଖଣ୍ଡପଡ଼ାରେ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଓଡ଼ିଶାର ସୁପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ଆଧାରିତ ଓଡିଆ ଭାଷାର ପ୍ରଥମ ନାଟକ 'ସାମନ୍ତ ଚନ୍ଦ୍ରଶେଖର' ପଠାଣି ସାମନ୍ତଙ୍କ ଜନ୍ମ ସ୍ଥାନ ନୟାଗଡର ଖଣ୍ଡପଡ଼ାରେ ଆସନ୍ତା ୩୦…
Read More...

ଜାତୀୟ ଉପଭୋକ୍ତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ବୈଧ ମାପ ବିଜ୍ଞାନ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଉତ୍ସର୍ଗ'ର ମିଳିତ ଆନୁକୂଲ୍ୟରେ ରାଉରକେଲାର ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି । ବୈଧମାପ ବିଜ୍ଞାନର ସହକାରୀ…
Read More...

ଯୁବ ହଷ୍ଟେଲର ସଚେତନତା ବାର୍ତ୍ତା ନେଇ ବାଇକ୍ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ ହକିର ପ୍ରଚାର ଓ ପ୍ରସାର, ପରିବେଶ ସଚେତନତା, ପଶୁ ସଂପଦ ସୁରକ୍ଷା ଓ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ଏକ ମୋଟର ସାଇକେଲ…
Read More...

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍‌

ଭୁବନେଶ୍ୱର/ରାଉରକେଲା, (କେପିଏନ୍‌ଏସ୍‌) : ଆଜି ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଦକ୍ଷିଣ କୋରିଆ ଓ ଭାରତ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଭ୍ୟାସ ମ୍ୟାଚ୍‌ରେ ଦର୍ଶକଙ୍କୁ ବାରଣ କରାଯାଇଛି । ତେଣୁ…
Read More...

ଖ୍ରୀଷ୍ଟିଆନ ଆସୋସିଏସନ୍ ତରଫରୁ ୩୯ତମ ଖ୍ରୀଷ୍ଟମାସ ମିଳନ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ସ୍ଥିତ ଖ୍ରୀଷ୍ଟିଆନ ଆସୋସିଏସନ୍ ତରଫରୁ ୩୯ତମ ଖ୍ରୀଷ୍ଟମାସ ମିଳନ ସେଣ୍ଟ ଜନ ମିଶନ ସ୍କୁଲ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ଅଜୟ କୁମାର ଖାଲକୋଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାଦର ଆଲବର୍ଟ…
Read More...

ଓଷ୍ଟା ରାଉରକେଲା ସିଟି ଜୋନର ଶିଶୁ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଷ୍ଟା ରାଉରକେଲା ସିଟି ଜୋନର ଶିଶୁ ଉତ୍ସବ ୨୦୨୨, ସେକ୍ଟର ୧ସ୍ଥିତ ନୀଳମାଧବ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶିଶିର କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସମାଜସେବୀ…
Read More...

ଚିନ୍ମୟ ବିଦ୍ୟାଳୟରେ ୩୭ତମ ପୁରଷ୍କାର ବିତରଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ସ୍ଥିତ ଚିନ୍ମୟ ବିଦ୍ୟାଳୟରେ ୩୭ତମ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଂପାଦକ ବାବୁରାମ ମିଶ୍ରଙ୍କ ସଭାପତିତ୍ୱ ଓ ପ୍ରଧାନ ଶିକ୍ଷୟିତ୍ରୀ ଇ ସୁଜାତାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୬ ସରକାରୀ…
Read More...