Browsing Tag

rourakela news

ଦିବ୍ୟ ଜୀବନ ସଂଘର ସ୍ୱତନ୍ତ୍ର ସତସଙ୍ଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ତରଫରୁ ସ୍ୱତନ୍ତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସତସଙ୍ଗରେ ଭଜନ, କୀର୍ତ୍ତନ, ଗୁରୁ ପାଦୁକା ପୂଜା, ଜପ, ଧ୍ୟାନ, ଯୋଗ, ପ୍ରାଣାୟମ, ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତ୍ରୋତ୍ର, ଶାନ୍ତି…
Read More...

ଆଦର୍ଶ ପାଠାଗାରର ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାରର ନବ ନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ଉତ୍ସବ ଆଦର୍ଶ ସାହିତ୍ୟ ଘରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ବିଦାୟୀ ସଭାପତି ଅଭୟ କୁମାର ଦାସ ସମସ୍ତ ନୂତନ ନିର୍ବାଚିତ ସଦସ୍ୟମାନଙ୍କୁ ଶପଥ…
Read More...

ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ତରଫରୁ ବୁଦ୍ଧିଜୀବୀ ସମ୍ମେଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅବସର ପରେ ନିଜ ଶରୀର ଓ ସଂଚିତ ଅର୍ଥକୁ ସୁରକ୍ଷିତ ରଖିଲେ ଅବଶିଷ୍ଟ ଜୀବନ ନିରାମୟ ଓ ସୁଖମୟ ହୋଇପାରିବ " ବୋଲି ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ୍‌ ତରଫରୁ ଆୟୋଜିତ ବୁଦ୍ଧିଜୀବୀ ସମ୍ମେଳନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା…
Read More...

ହୃଷିକେଶ ରାୟ ମହାବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନା ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଧାମରା ବସ୍ତି ଠାରେ ରାଷ୍ଟ୍ରୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ…
Read More...

ପ୍ରଗତି ଉତ୍କଳ ସଂଘ ତରଫରୁ ‘ମୋ ପ୍ରିୟ କବି ଓ କବିତା’ ଆସର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ନବବର୍ଷ ଉପଲକ୍ଷେ 'ମୋ ପ୍ରିୟ କବି ଓ କବିତା' ଆସର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର କୃପାସିନ୍ଧୁ…
Read More...

ବସ୍ତି ଅଂଚଳରେ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟାଭିଡିଲା ‘ଆଶ୍ରା’

ରାଉରକେଲା, (ସସ୍ମିତା ପ୍ରଧାନ) : ଆଶ୍ରା ଗୃପର ସଦସ୍ୟମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଡେପୁଟି କମିସନର, ଏସ୍‌ପି, ଏକ୍ସସାଇଜ ଇନ୍ସପେକ୍ଟର ଓ ସ୍ଥାନୀୟ ଥାନା ଅଧିକାରୀମାନଙ୍କୁ ସାକ୍ଷାତ କରି ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହିତ କେମିତି ବିଭିନ୍ନ ବସ୍ତି ଅଂଚଳରେ ବିକ୍ରି ହେଉଥିବା…
Read More...

ଉତ୍ତର ଓଡିଶା ରେଳ ସମନ୍ୱୟ ସମିତିର ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତର ଓଡ଼ିଶା ରେଳ ସମନ୍ୱୟ କମିଟିର କର୍ମକର୍ତ୍ତାମାନେ ବନ୍ଧମୁଣ୍ଡା ସ୍ଥିତ ଆଞ୍ଚଳିକ ପ୍ରବନ୍ଧକ ରାଜକିଶୋର ମହାନ୍ତିଙ୍କୁ ସାକ୍ଷାତ କରି ରାଉରକେଲାରୁ ବାଲେଶ୍ଵର ଭାୟା ଚକ୍ରଧରପୁର ବଡ଼ବିଲ ଯାଜପୁର ଭଦ୍ରକ ବାଲେଶ୍ୱର ଇଣ୍ଟରସିଟି ଚଳାଚଳ ପାଇଁ ଅଗ୍ରଗତି…
Read More...

ସମର୍ପିତ ଶାନ୍ତିଦୂତ ପୁସ୍ତକ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : କବି ଗଗନବିହାରୀ ନାୟକଙ୍କ କବିତା ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଏକ ନିରାଡମ୍ବର ଉତ୍ସବରେ ଶିକ୍ଷାବିତ ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ, କବି ଶ୍ରୀ ନାୟକଙ୍କ ଆବାହକତ୍ୱ ତଥା କବି ଭୋଳେଶ୍ୱର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

କୋଏଲନଗର ସବୁଜ ଉଦ୍ୟାନର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ଡିବ୍ଲକ ସ୍ଥିତ ସବୁଜ ଉଦ୍ୟାନର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ଯୁବନେତା ତଥା ସାଧାରଣ ସଂପାଦକ ଲୁଟୁ ପୁହାଣ ଓ ସହସଂପାଦକ ଜୟଶ୍ରୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା…
Read More...

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ପ୍ରତିଯୋଗିତା କୋଏଲନଗର ସ୍ଥିତ ଏ ବ୍ଲକ ଦୁର୍ଗାପୂଜା ପଡିଆ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଚମ୍ପିୟାନସିପ୍‌ର କାର୍ଯ୍ୟକାରୀ ସଂପାଦକ ସୁମନ୍ତ ଜେନାଙ୍କ ଆବାହକତ୍ୱ ଓ ଅଧ୍ୟାପକ ରଶ୍ମିରଂଜନ ରାଉତଙ୍କ ସଂଯୋଜନାରେ…
Read More...