Browsing Tag

rourakela news

ଆଲୁମନି ମିଟ୍‌ର ସାଧାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ତରଫରୁ ମହାବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦର ସଭାପତି ଡଃ ସମର ମୁଦାଲିଙ୍କ ସଭାପତିତ୍ୱ ଓ ଆବାହକ ତଥା ବରିଷ୍ଠ ଆଇନଜୀବୀ…
Read More...

ଇସ୍ପାତନଗରୀରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲାର ପ୍ରାକ୍ତନ ବିଧାୟକ ଦିଲ୍ଲୀପ ରାୟଙ୍କ ୭୦ତମ ଜନ୍ମ ଜୟନ୍ତୀ ଇସ୍ପାତନଗରୀ ରାଉରକେଲାରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସହରର ବିଭିନ୍ନ ଅନୁଷ୍ଠାନ ତଥା ରାଉରକେଲା ଡେଭଲପମେଣ୍ଟ୍ ଫ୍ରଣ୍ଟର ମୁଖ୍ୟ ଆବାହକ ହରିହର…
Read More...

ରେଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତକୁ ରେଳ ଓ ସଡକ ଉପଯୋଗକାରୀ ସଂଘ ସ୍ୱାଗତ ଜଣାଇବା ସହିତ ତାଙ୍କ ଉଦ୍ୟମରେ ରାଜ୍ୟର ଦୁଇଟି ସ୍ମାଟସିଟି ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱ କପ୍ ଅନୁଷ୍ଠିତ ହେଉଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛି ।…
Read More...

ଏକଦା ଗୃପ ତରଫରୁ ବନ୍ଧୁ ମିଳନ ଓ ନବବର୍ଷ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଂଗଠନ ଏକତା ଗୃପ ତରଫରୁ ବନ୍ଧୁମିଳନ ଓ ନବବର୍ଷ ପାଳନ ସେକ୍ଟର ୨ ସ୍ଥିତ ସାହାନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଗୃପର ସଭାପତି ବସୁମତି ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା…
Read More...

ରାଉରକେଲା ବିମାନ ବନ୍ଦରରେ ଯାତ୍ରୀଙ୍କ ଠାରୁ ଗୁଳି ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ସୁରକ୍ଷା କର୍ମୀ ଜବତ କରିଛନ୍ତି ଗୁଳି । ଯାତ୍ରୀ ଜଣକ ବ୍ୟାଗ୍‌ରେ ଏହି ଗୁଳି ରଖିଥିବା ବେଳେ ସ୍କାନରରେ ତାହା ଧରାପଡ଼ିଥିଲା । ଛେଣ୍ଡ ଥାନା ପୁଲିସ ଗୁଳିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି…
Read More...

ଦ୍ୱିତୀୟ ପି ଏମ୍‌ ମହାନ୍ତି ମେମୋରିଆଲ ଚେସ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାଗିରଥି ସଲ୍ୟୁସନ ଓ ସ୍ରିଷ୍ଟି ନିଉଜର ମିଳିତ ଆନୁକୂଲ୍ୟରେ ଦ୍ୱିତୀୟ ପି ଏମ୍ ମହାନ୍ତି ମେମୋରିଆଲ ରାଉରକେଲା ମୁକ୍ତ ଚେସ ପ୍ରତିଯୋଗିତା ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ଠାରେ ଉଦ୍‌ଘାଟିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରାଜା…
Read More...

ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଉପଦେଷ୍ଟା ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଉପଦେଷ୍ଟା ମଣ୍ଡଳୀର ପୁନର୍ଗଠନ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ରାଉରକେଲାର ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ଅନ୍ୟତମ ଉପଦେଷ୍ଟା ଭାବେ ସ୍ଥାନ ପାଇଛନ୍ତି । ଏହି ଉପଦେଷ୍ଟା ମଣ୍ଡଳୀରେ ସମାଜର ବିଭିନ୍ନ…
Read More...

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ପଦଯାତ୍ରା…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ଏକ ପଦଯାତ୍ରା ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର…
Read More...

ସଚେତନ ନାଗରିକ ମଞ୍ଚର ବନ୍ଧୁମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଜାନୁଆରୀ ମାସ ୧୫ ତାରିଖ ଦିନ(ରବିବାର) ଦିବା ୧୦ଟା ୩୦ ମିନିଟ୍‌ରେ ସଚେତନ ନାଗରିକ ମଞ୍ଚର ସମସ୍ତ ସଭ୍ୟଙ୍କୁ ନେଇ 'ବାର୍ଷିକ ଅଧିବେଶନ' ତଥା 'ବନ୍ଧୁମିଳନ' କାର୍ଯ୍ୟକ୍ରମ ଛେଣ୍ଡ ସ୍ଥିତ ଧାମରା ସଂଘ ଠାରେ ଅନୁଷ୍ଠିତ କରିବାକୁ ଥିବା ସୂଚନା ମିଳିଛି ।…
Read More...

ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ

ଆଜିଠୁ ରାଉରକେଲାରେ ଗଡ଼ିବ 'ମୋ ବସ୍‌' ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସହରରେ କରାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ…
Read More...