Browsing Tag

rourakela news

ଭାରତ-ସ୍ପେନ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା : ରାଉରକେଲା ସହରରେ ବିଶ୍ୱକପ ହକିର ଉଦ୍‌ଘାଟନୀ ମ୍ୟାନ ଅନୁଷ୍ଠିତ ହେବ । ଭାରତ ଓ ସ୍ପେନ ମଧ୍ୟରେ ହେବାକୁ ଥିବା ଏହି ଉଦ୍‌ଘାଟନୀ ମ୍ୟାଚକୁ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ଣ ୩ଟା ୪୫ରେ…
Read More...

ଓଡ଼ିଆ ସମାଜର ବୁଦ୍ଧିଜୀବୀ ବର୍ଗ ଦ୍ୱାରା ସାଧାରଣ ସଭାର ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚକ୍ରଧରପୁର ନିକଟସ୍ଥ ମେରମେରା, ସାନି ପଦ୍ମପୁର, ଦେଓଗାଁ ଏବଂ ଚୈନପୁର ଗ୍ରାମରେ ଓଡ଼ିଆ ସମାଜର ବୁଦ୍ଧିଜୀବୀ ବର୍ଗ ଦ୍ୱାରା ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଝାଡ଼ଖଣ୍ଡ ସରକାରଙ୍କ ଦ୍ଵାରା ଓଡ଼ିଆ ଭାଷା ପ୍ରତି ଯେଉଁ ବୈମାତୃକ ମନୋଭାବ ପରିପ୍ରକାଶ କରି…
Read More...

ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ବାର୍ଷିକୋତ୍ସବ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଲଦା ସ୍ଥିତ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ୪ ଦିନିଆ ବାର୍ଷିକୋତ୍ସବ ସଂପନ୍ନ ହୋଇଯାଇଛି । ବିଶ୍ୱକପ ହକିକୁ ଆଖି ଆଗରେ ରଖି ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ନୀଳିମା ଚାଟାର୍ଜୀଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ଅଧ୍ୟାପିକା ଗୀତିକା ପଟେଲଙ୍କ ସଂଯୋଜନାରେ…
Read More...

ମୋହନ ରାଓ ଭଗବତଙ୍କ ରାଉରକେଲା ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ରାଉରକେଲା ବିଭାଗ ପକ୍ଷରୁ ସେକ୍ଟର-୩ ବିଏମ୍ଏସ୍ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାନ୍ତ ସମ୍ପର୍କ ପ୍ରମୁଖ ଡ. ସନାତନ ପ୍ରଧାନ ସୂଚନା ଦେଇ କହିଲେ, ଆସନ୍ତା ୨୦୨୫ରେ ସଂଘ…
Read More...

କରନବୀର ସିଂଙ୍କ ସାଇକେଲରେ ବିଶ୍ୱ ଭ୍ରମଣ

ରାଉରକେଲା, (ସସ୍ମିତା ପ୍ରଧାନ) : ପଞ୍ଜାବ ପ୍ରଦେଶ ରୋପରର ବାସିନ୍ଦା କରନବୀର ସିଂ (୨୯) ସାଇକେଲ ଯୋଗେ ସଂପ୍ରତି ବିଶ୍ୱ ଭ୍ରମଣରେ ବାହାରି ଏବେ ରାଉରକେଲାରେ ପହଞ୍ଚିଛନ୍ତି । ସେ ଗତ ମାସରେ ଭାରତର ରାଜ୍ୟଗୁଡ଼ିକ ଭ୍ରମଣ କରି ଏବେ ରାଉରକେଲାରେ ହେଉଥିବା ବିଶ୍ୱକପ୍‌ ହକି ଆୟୋଜକ ଓ ଭାରତୀୟ…
Read More...

ଏସ୍‌ସିବିର ନୂତନ ଅଧୀକ୍ଷକ ଭାବେ ଦାୟିତ୍ୱ ନେବେ ବରିଷ୍ଠ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର

କଟକ : ସ୍ନାୟୁଶଲ୍ୟ(ନ୍ୟୁରୋସର୍ଜରୀ) ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ର ଏସ୍‌ସିବିର ନୂଆ ଅଧୀକ୍ଷକ ନିଯୁକ୍ତ ହୋଇଛନ୍ତି । ଗୁରୁବାର ସେ ବିଦାୟୀ ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିବେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ଡାକ୍ତର…
Read More...

ଆଜି ରାଉରକେଲା ଆସୁଛି ହକି ବିଶ୍ୱକପ୍‌ ଟ୍ରଫି

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱକପ୍‌ ହକିକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଏକ ପ୍ରକାର ପ୍ରସ୍ତୁତ ହୋଇ ରହିଛି । ଗୁରୁବାର ବିଶ୍ୱକପ୍‌ ଟ୍ରଫି ରାଉରକେଲାରେ ପହଞ୍ଚିବ । ଟ୍ରଫିକୁ ସ୍ୱାଗତ କରିବା ଲାଗି ଇସ୍ପାତ ସହରବାସୀ ପ୍ରସ୍ତୁତ…
Read More...

ଚକ୍ରଧରପୁର ରେଳ ମଣ୍ଡଳର ଉପଭୋକ୍ତା ଉପଦେଷ୍ଟା କମିଟି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଚକ୍ରଧରପୁର ରେଳବାଇ ମଣ୍ଡଳ ତରଫରୁ ରେଳବାଇ ମଣ୍ଡଳ ପ୍ରବନ୍ଧକ ଅରୁଣ ଯାତବ ରାଠୋଡ଼ଙ୍କ ଅଧକ୍ଷତାରେ "ମଣ୍ଡଳସ୍ତରୀୟ ରେଳବାଇ ଉପଭୋକ୍ତା ଉପଦେଷ୍ଟା କମିଟି"ର ବୈଠକ ଅନୁଷ୍ଠିତ ହୋଇଯାିଛି । ସେଥିରେ ରାଉରକେଲା ଚାମ୍ବର ଅଫ କମର୍ସର ସଭାପତି ସୁବ୍ରତ…
Read More...

ଝାଡ଼ଖଣ୍ଡ ଏକାଡେମୀକ କାଉନସିଲ୍ ଦ୍ୱାରା ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପାଇଁ ପ୍ରେସ୍ ବିଜ୍ଞପ୍ତି ଜାରି

ରାଉରକେଲା, (ସସ୍ମିତା ପ୍ରଧାନ) : ଝାଡ଼ଖଣ୍ଡ ଏକାଡେମୀକ କାଉନସିଲ୍ (ଜ୍ୟାକ) ଦ୍ୱାରା ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପାଇଁ ଆହୁତ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ସଂସ୍କୃତ ସହିତ ବଙ୍ଗଳା ଓ ବିଭିନ୍ନ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଇଛି, କିନ୍ତୁ ଓଡ଼ିଆ ଭାଷାକୁ ରଖାଯାଇ…
Read More...

୧୯୯୩ ବ୍ୟାଚ୍‌ ଆପ୍ରେଣ୍ଟିସ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ମାର୍ଚ୍ଚ ମାସ ୧୯୯୩ ମସିହାରେ ଟ୍ରେଡ ଆପ୍ରେଣ୍ଟିସ ଭାବେ ରାଉରକେଲା ଇସ୍ପାତ କାରଖାନା (ସେଲ)ରେ ଯୋଗ କରିଥିବା ସାଙ୍ଗସାଥିମାନେ ଦୀର୍ଘ ପ୍ରାୟ ୨୯ ବର୍ଷ ପରେ ପୁଣି ଏକାଠି ହୋଇ ସେକ୍ଟର ୧୮ ସୋସିଆଲ ହୋମ (ରାଉରକେଲା)ରେ ସପରିବାର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ…
Read More...