Browsing Tag

rourakela news

ଉତ୍ତମ ମଣିଷ ଗଢିବାରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଡ. ମିଶ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ୨୪ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ 'ଏକତ୍ର' ରାଉରକେଲା ଆନୁକୂଲ୍ୟରେ ଦି ବିଲିଭର୍ସ ନାଟ୍ୟାନୁଷ୍ଠାନର ୨୩ତମ ବାର୍ଷିକୋତ୍ସବ ସେକ୍ଟର ୭ ମଧୁମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏକତ୍ରର ସଭାପତି ରାଜୀବ ପାଣିଙ୍କ ସଭାପତିତ୍ୱ ତଥା ମଂଚ ସଂଯୋଜନା ଓ ଦି…
Read More...

ହୃଷିକେଶ ରାୟ ମହାବିଦ୍ୟାଳୟରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ମିଳିତ…
Read More...

ମିସେସ ନୟନତାରା ୨୦୨୩ର ବିଜୟିନୀ ହେଲେ ସସ୍ମିତା ଜେନା

ରାଉରକେଲା, (ସସ୍ମିତା ପ୍ରଧାନ) : ଖୋର୍ଦ୍ଧାର ଗୁରୁକୁଳ ରିସୋର୍ଟରେ ମିସେସ ନୟନତାରା ୨୦୨୩ ପ୍ରତିଯୋଗିତାରେ ରାଉରକେଲାର ଝିଅ ତଥା ରାଉରକେଲା କଲେଜର ଅଧ୍ୟାପିକା ସସ୍ମିତା ଜେନା ବିଜୟିନୀ ହୋଇ ନିଜର ତଥା ସହରର ଗର୍ବ ବଢାଇଛନ୍ତି । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଦୁଇଶହରୁ…
Read More...

ହୃଷିକେଶ ରାୟ ମହାବିଦ୍ୟାଳୟରେ କାରଗିଲ ବିଜୟ ଦିବସ ଓ ବନ ମହୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା(ବାଳକ) ଆନୁକୂଲ୍ୟରେ କାରଗିଲ ବିଜୟ ଦିବସ ଓ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧ୍ୟାପିକା ଦିପ୍ତିମୟୀ ମହାପାତ୍ରଙ୍କ ସଭାପତିତ୍ୱ ଓ ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ ହରିଶ…
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ସ୍ଥାପନା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ୧୩ତମ ସ୍ଥାପନା ହୋଟେଲ ସେଣ୍ଟ୍ରାଲ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ରୋଟାରିଆନ ଡଃ ସରିତା ମଲ୍ଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଆଇ ଡିଷ୍ଟ୍ରିକ୍ଟ ୩୨୬୧ର ଡିଜି ମନଜିତ ସିଂ ଆରୋରା…
Read More...

ମଣିପୁର ହିଂସା ଓ ମହିଳାମାନଙ୍କ ଉପରେ ବିଭତ୍ସ ଓ ବର୍ବର ଆକ୍ରମଣ ରୋକିବାରେ ବିଫଳ ବିଜେପି ସରକାର : ବରଖାସ୍ତ ଦାବୀରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ମଣିପୁର ହିଂସା ଓ ମହିଳାମାନଙ୍କ ଉପରେ ବିଭତ୍ସ ଓ ବର୍ବର ଆକ୍ରମଣ ରୋକିବାରେ ବିଫଳ ବିଜେପି ସରକାର ବୋଲି କହିବା ସହିତ ବରଖାସ୍ତ ଦାବୀରେ ସିଆଇଟିୟୁ, କୃଷକ ସଭା ଓ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ କରିଛନ୍ତି । ସେମାନେ କହିଛନ୍ତି ଯେ,…
Read More...

ରେଳବାଇ ବୋର୍ଡ଼ର ସଦସ୍ୟ ଡ଼ଃ ସୁବାସ ଲେଙ୍କାଙ୍କ ଝାରସୁଗୁଡ଼ା ରେଳ ଷ୍ଟେସନ ନିରୀକ୍ଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରେଳବାଇ ବୋର୍ଡ଼ର ସଦସ୍ୟ ଡଃ ସୁବାସ ଚନ୍ଦ୍ର ଲେଙ୍କା ଅଚାନକ ଝାରସୁଗୁଡା ରେଳ ଷ୍ଟେସନ ନିରୀକ୍ଷଣ କରିଥିଲେ । ଷ୍ଟେସନର ସମସ୍ତ ପ୍ଲାଟଫର୍ମର ରକ୍ଷଣାବେକ୍ଷଣ, ପରିଷ୍କାର ପରିଚ୍ଛନତା, ଫୁଟ ଓଭର ବ୍ରିଜ, ଟିକେଟ ବୁକିଙ୍ଗ୍‌ ବ୍ୟବସ୍ଥା, ପ୍ଲାଟ ଫର୍ମ୍ ୪ ଓ ୫…
Read More...

ପତାଞ୍ଜଳି ଯୋଗ ପରିବାର ଓ ସୁବର୍ଣ୍ଣରେଖା ଆନୁକୂଲ୍ୟରେ ନିଶୁଳ୍କ ଯୋଗ ଓ ପ୍ରାକୃତିକ ଚିକିତ୍ସା ଶିବିର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର, ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖାର ମିଳିତ ସହଯୋଗିତାରେ ରାଉରକେଲା ବାସନ୍ତୀ କଲୋନୀ ଡିଏଭି ପୋଖରୀ ସନ୍ନିକଟ ବ୍ୟାସ ଭବନ ପରିସରରେ ନୂତନ ଯୋଗ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି ।…
Read More...

ଅଟୋ ଚାଳକଙ୍କ ପାଇଁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଟୋ ଚାଳକଙ୍କ ପାଇଁ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ସେକ୍ଟର -୭ ସ୍ଥିତ ସିୟର ୟୁନିୟନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ ରାଜ୍ୟ ପରିବହନ…
Read More...

ଶ୍ରଦ୍ଧାରେ ରାଜକିଶୋର ରାଜଗୁରଙ୍କ ୯ମ ପୁଣ୍ୟତିଥି ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରଦ୍ଧାର ପ୍ରତିଷ୍ଠାତା ସଭାପତି ସ୍ଵର୍ଗତ ରାଜକିଶୋର ରାଜଗୁରଙ୍କ ୯ମ ପୁଣ୍ୟତିଥି ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଭ୍ୟ, କବି ତଥା ଏକତ୍ରର ସଭାପତି ରାଜୀବ ପାଣି ଯଥାକ୍ରମେ…
Read More...