କ୍ୟାନସର ସଚେତନତା ଶିବିର ଆୟୋଜିତ
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସହର ସେବା ସମିତି ଓ କାର୍ସିନୋଭା କ୍ୟାନସର ହସପିଟାଲ୍, କଟକର ମିଳିତ ଆନୁକୂଲ୍ୟରେ କର୍କଟ ରୋଗ ସଚେତନତା ଶିବିର ହୋଟେଲ ସୋଲାସଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଉପସଭାପତି ପୁଷ୍ପା ଲେଙ୍କାଙ୍କ ସଭାପତିତ୍ୱ, ଆବାହକ ଶୈଳେନ୍ଦ୍ର!-->…
Read More...
Read More...