ୟୁଜିଆଇଇ ଆଲୁମିନୀ ପକ୍ଷରୁ ୩ୟ ରକ୍ତଦାନ ଶିବିର ଆୟୋଜିତ
ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଜିଆଇଇର ୬୫ତମ ପ୍ରତିଷ୍ଠା ଦିବସ ଅବସରରେ ୟୁଜିଆଇଇ ଆଲୁମିନୀ ଆସୋସିଏସନ, ରାଉରକେଲା ପକ୍ଷରୁ ୩ୟ ରକ୍ତଦାନ ଶିବିର ଉତ୍ସାହ ଓ ଉଦ୍ଦୀପନାର ସହିତ ଆୟୋଜିତ ହୋଇଯାଇଛି । ରକ୍ତଦାନ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଆବଶ୍ୟକ ସମୟରେ ରକ୍ତ ଯୋଗାଣ ମାଧ୍ୟମରେ!-->…
Read More...
Read More...