ରେଳ ଲାଇନରେ ଟିପର ଡ୍ରାଇଭରଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରେଳ ଧାରଣାରୁ ମୃତଦେହ ଉଦ୍ଧାର । ଏଭଳି ଏକ ଘଟଣା ରାୟଗଡା ଜିଲ୍ଲା ସିକରପାଇ ଷ୍ଟେସନ୍ ନିକଟରେ ଘଟିଛି । ମୃତ ଜଣକ ହେଲେ ଝାଡ଼ଖଣ୍ଡ, ଖାଲିଆ ବାଗ ଅଞ୍ଚଳର ଯୁବକ କୁଲଦୀପ ପାଣ୍ଡେ, ବୟସ (୩୩) ସେ ହାଇୱା ଟିପର ଡ୍ରାଇଭର ଭାବରେ ରେଳ ଲାଇନ ନୂତନ ଭାବେ!-->…
Read More...
Read More...