Browsing Tag

raurkela news

ସନ୍ଧ୍ୟାକାଳୀନ ଯୋଗ ଶିକ୍ଷା କେନ୍ଦ୍ରରେ ଗୁରୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେବକୀ ବିଶୋଇଙ୍କ ଆବାହକତ୍ୱରେ ସେକ୍ଟର-୨୦ରେ ଥିବା କମ୍ୟୁନିଟି ସେଣ୍ଟର ଠାରେ ସନ୍ଧ୍ୟାକାଳୀନ ଯୋଗ ଶିକ୍ଷା କେନ୍ଦ୍ରରେ ପାଳନ କରାଯାଇଛି ଯୋଗ ପ୍ରଶିକ୍ଷିକା ରେଣୁ ତନ୍ତୀ ଓ ଜ୍ୟୋତ୍ରୀମୟୀ ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଥିଲା । ଯୋଗ ପ୍ରଶିକ୍ଷିକା
Read More...

ଇନ୍ନର ହୁଇଲ୍‌ର ଗୁରୁପୂଜା

ରାଉରକେଲା, (ସସ୍ମିତା ପ୍ରଧାନ) : ମଣିଷ ଜୀବନରେ ଶିକ୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ଶିକ୍ଷକ ମାନଙ୍କୁ ଗୌରବ ଦେଲେ ଜାତି ଗୌରାବାନ୍ୱିତ ହୁଏ । ଏହି ପରିପ୍ରେକ୍ଷୀରେ ଇନ୍ନର ହୁଇଲ୍‌ କ୍ଲବ୍ ଅଫ୍ ରିଭର୍‌ ସାଇଡ୍ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ
Read More...

‘ଗୁରୁଶ୍ରୀ ସମ୍ମାନ’ରେ ସମ୍ମାନିତ ହେଲେ ପ୍ରବକ୍ତା ତଥା ସମାଜସେବୀ ମାଷ୍ଟରରାଜ ରାଜେନ୍ଦ୍ର ପ୍ରସାଦ ପଣ୍ଡା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା କଲ୍‌ଚର୍ ଆର୍ଟ ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା କଳା ସଂସ୍କୃତି ପାଇଁ ସମୟତ ବ୍ୟକ୍ତିତ୍ୱମାଳଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏକ ଗୁରୁପୂଜନ ଉତ୍ସଭ ୨୦୨୪ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶା କଲ୍‌ଚର୍ ଆର୍ଟ ଏକାଡେମୀ ଓ ସଙ୍ଗୀତ
Read More...

କୁନ୍ତଳା କୁମାରୀଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ କୁନ୍ତଳା କୁମାରୀ ସାବତଙ୍କ ତିରୋଧାନ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ବାରିକଙ୍କ ଅଧ୍ୟକ୍ଷତାରେ
Read More...

ଉତ୍ତର-ଆଧୁନିକ ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଅସ୍ମିତା ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ଓଡ଼ିଆ ବିଭାଗ, ରାଉରକେଲା କଲେଜର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତଙ୍କ ଆବାହକତ୍ଵ ଓ ଓଡ଼ିଆ
Read More...

ଗଙ୍ଗାଧର ସାହିତ୍ୟରେ ଧାର୍ମିକ ଭାବନାର ଛାପ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଭାବ କବି ଗଙ୍ଗାଧର ମେହେର ପ୍ରକୃତିର କାବ୍ୟ ରୂପକୁ ଯେପରି କଳାତ୍ମକ ଭାବରେ ବର୍ଣ୍ଣନା କରିଛନ୍ତି, ଆଧ୍ୟାତ୍ମିକ ରୂପକୁ ତତ୍ତୋଧିକ ଭାବେ ବର୍ଣ୍ଣନା କରିଛନ୍ତି । କବିତା ଈଶ୍ୱର ଦ୍ରୋହ, ମୃଗୟା, ଉତ୍କଳ ଲକ୍ଷ୍ମୀ, ବିବେକ ଚୂଡାମଣି, ଅହଲ୍ୟା ସ୍ତବ, ଦସ୍ୟୁ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ମଣିଷ ମନର ଆଶା ଓ ବିଶ୍ୱାସ ରାଉରକେଲା ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାରର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ. ଶକ୍ତିପ୍ରସାଦ
Read More...

ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ, ରାଉରକେଲାର ଆଣବିକ ପରୀକ୍ଷା ବିରୋଧରେ ଆନ୍ତର୍ଜାତୀୟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଣବିକ ପରୀକ୍ଷା ବିରୋଧରେ ଆନ୍ତର୍ଜାତୀୟ ଦିବସ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ୱାରା 'ଭାରତରେ ଆଣବିକ ଶକ୍ତି : ଆହ୍ୱାନ, ସମ୍ଭାବନା ଏବଂ ଏକ ନେଟ୍‌-ଜିରୋ ଭବିଷ୍ୟତ ପାଇଁ ପଥ' ବିଷୟବସ୍ତୁ ଉପରେ ଅନ୍‌ଲାଇନ୍
Read More...

ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ମହାନଗର ନିଗମ ଗ୍ରନ୍ଥାଳୟ ସହ ୨ଟି ଶୀତଳ ଭଣ୍ଡାର ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ସ୍ଵାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆର୍‌ଏମ୍‌ସି ତରଫରୁ ବିବିଧ କାର୍ଯ୍ୟକ୍ରମର
Read More...

ଆଞ୍ଚଳିକ ପୁର୍ନବାସ ଓ ଗବେଷଣା କେନ୍ଦ୍ର ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସମାଜ କଲ୍ୟାଣ ଅନୁଷ୍ଠାନ ଆଞ୍ଚଳିକ ପୁର୍ନବାସ ଓ ଗବେଷଣା କେନ୍ଦ୍ର (ଆର୍. ଆର୍. ଆର୍. ସି) ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଆଜି ସେକ୍ଟର-୨ ସ୍ଥିତ କମ୍ୟୁନିଷ୍ଟ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଆର୍. ଆର୍. ଆର୍. ସି
Read More...