Browsing Tag

raurkela news

ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ନୂଆଁଖାଇ ପର୍ବ ପାଳିତ

ରାଉରକଲା, (ସସ୍ମିତା ପ୍ରଧାନ) : ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ଆନୁକୂଲ୍ୟରେ ନୂଆଁଖାଇ ପର୍ବ ମହା ସମାରୋହରେ ପାଳନ ହୋଇଯାଇଛି । ଡ. କିଶୋରୀ ଦାଶଙ୍କ ସଂଯୋଜନାରେ ଉଦ୍ଘାଟକ ଭାବେ ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡା. ଉତ୍ତମ ଚରଣ ଜେନା ତାଙ୍କର ଉଦ୍‌ଘାଟନୀ
Read More...

ଆପ୍‌ର ପ୍ରତିବାଦ ସଭା ଆସନ୍ତା ୧୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ସରକାରଙ୍କ ଦ୍ୱାରା ଓଡିଶାବାସୀଙ୍କୁ ଧୋକା ଦେବା ନେଇ ଆମ ଆଦମୀ ପାର୍ଟି ନିନ୍ଦା ଓ ବିରୋଧ କରିବା ସହ ଆସନ୍ତା ସେପ୍ଟେମ୍ବର ୧୩ରେ ଭୁବନେଶ୍ୱର ସ୍ଥିତ ପିଏମ୍‌ଜି ଛକଠାରେ ପ୍ରତିବାଦ କରିବ ବୋଲି ପାର୍ଟି ତରଫରୁ ଆୟୋଜିତ
Read More...

ସ୍ୱରାଗିଣୀର ମା’ ଖୁଦୁରୁକୁଣୀ ମେଲଣ ଆସନ୍ତା ୧୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀର ତୃତୀୟ ମା' ଖୁଦୁରକୁଣୀ ମେଲଣ ଚଳିତ ମାସ ଆସନ୍ତା ୧୬ ତାରିଖ ଦିନ ସେକ୍ଟର ୨୦, ଡି ବ୍ଲକ୍ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ ରାଉରକେଲା
Read More...

ସି. ପି. ଆଇ. ଏମ୍.ର ମହା ଅଧିବେଶନ ଏପ୍ରିଲରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସି. ପି. ଆଇ. ଏମ୍.ର ପାର୍ଟି କଂଗ୍ରେସ ବା ଜାତୀୟ ମହାଧିବେଶନ ଆସନ୍ତା ୨ରୁ ୬ ଏପ୍ରିଲ ୨୦୨୫ ତାମିଲନାଡୁର ମଦୁରାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମହାଧିବେଶନ ପୂର୍ବରୁ ପାର୍ଟିର ସମସ୍ତ ୟୁନିଟ୍‌ ବା ଶାଖା କମିଟି ଠାରୁ, ଆଂଚଳିକ କମିଟି, ଜିଲ୍ଲା
Read More...

ନୀଳାଚଳ ଯୁବ ପରିଷଦର ଗଣେଶ ପୂଜା ଓ ପ୍ରସାଦ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସି ବ୍ଲକ୍ ସ୍ଥିତ ନୀଳାଚଳ ଯୁବ ପରିଷଦର ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି । ପରିଷଦର ସଭାପତି ରାଜେଶ ମହାରଣା, କାର୍ଯ୍ରକାରୀ ସଭାପତି ଦେବଦତ୍ତ ସାହୁ, ସମ୍ପାଦକ ସମୀର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ
Read More...

ଜୁଏଲଙ୍କ ସହ ଆଦର୍ଶ ପାଠାଗାରର ସଦସ୍ୟଙ୍କ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ସନ୍ଧ୍ୟାରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମଙ୍କ ରାଉରକେଲା ଗସ୍ତ ଅବସରରେ ଆଦର୍ଶ ପାଠାଗାର ପରିସରକୁ ବୁଲିବାକୁ ଆସିଥିଲେ । ଏହି ଅବସରରେ ପାଠାଗାରର କର୍ମକର୍ତ୍ତା ମାନଙ୍କ ସହ ସାକ୍ଷାତକରି ପାଠାଗାରର ଲିଜ ନବିକରଣରେ
Read More...

ଏଡି ସିକ୍ୟୁରିଟି ଏଣ୍ଡ ଟ୍ରେନିଂର ପାସ୍ ଆଉଟ୍‌ଙ୍କୁ ପ୍ରମାଣପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀଙ୍କ ଦ୍ୱାରା ୨ ମାସ ତଳେ ଗଠିତ ହୋଇଥିବା ଏଡି ସିକ୍ୟୁରିଟି ଏଣ୍ଡ ଟ୍ରେନିଂରେ ଟ୍ରେନିଂ ନେଇଥିବା ଶିକ୍ଷାର୍ଥୀ ମାନେ ଉତ୍ତୀର୍ଣ୍ଣ ହେବା ପରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର
Read More...

ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନର ସ୍ଵନକ୍ଷତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନ (ୟୁଜିଆଇଇ)ର ୬୩ତମ ସ୍ଵନକ୍ଷତ୍ର ଦିବସ ସେପ୍ଟେମ୍ବର ୬ ତାରିଖ ଦିନ ପାଳନ ହୋଇଯାଇଛି । ଉକ୍ତ ଦିବସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ଛାତ୍ର ବିଶ୍ୱେଶ୍ୱର ଟୁଡୁ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ ।
Read More...

ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ପାଳନ ସହ ଅଜିତ ଦାସ ସ୍ମୃତି ସମ୍ମାନ ପ୍ରଦାନ

ରାଧାକାନ୍ତ ମହାରଣାଙ୍କୁ ଅଜିତ ଦାସ ସ୍ମୃତି ସମ୍ମାନ ରାଉରକେଲା, (ସସ୍ମିତା ପ୍ରଧାନ) : ଆମ ପୁଣ୍ୟ ଭୂମି ଭାରତବର୍ଷରେ ଗୁରୁ ଶିଷ୍ୟର ପରମ୍ପରା ଅତୀବ ପ୍ରାଚୀନ ଏବଂ ମହାନ । ଗୁରୁ ହେଲେ ଅନ୍ତର୍ଦ୍ରଷ୍ଟା । ସେ ଶିଷ୍ୟକୁ ଅଜ୍ଞାନତା ରୂପକ ଅନ୍ଧକାରରୁ ଆଲୋକ ବର୍ତ୍ତୀକା ଦେଖାଇ ଜ୍ଞାନର
Read More...

ସନ୍ଧ୍ୟାକାଳୀନ ଯୋଗ ଶିକ୍ଷା କେନ୍ଦ୍ରରେ ଗୁରୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେବକୀ ବିଶୋଇଙ୍କ ଆବାହକତ୍ୱରେ ସେକ୍ଟର-୨୦ରେ ଥିବା କମ୍ୟୁନିଟି ସେଣ୍ଟର ଠାରେ ସନ୍ଧ୍ୟାକାଳୀନ ଯୋଗ ଶିକ୍ଷା କେନ୍ଦ୍ରରେ ପାଳନ କରାଯାଇଛି ଯୋଗ ପ୍ରଶିକ୍ଷିକା ରେଣୁ ତନ୍ତୀ ଓ ଜ୍ୟୋତ୍ରୀମୟୀ ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଥିଲା । ଯୋଗ ପ୍ରଶିକ୍ଷିକା
Read More...