Browsing Tag

raurkela news

ମା’ ତାରାତାରିଣୀ ମନ୍ଦିର କମିଟିର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ମା' ତାରାତାରିଣୀଙ୍କ ଦ୍ୱିତୀୟ ପୀଠ ସେକ୍ଟର-୬ ହିଲ୍‌ଟପ୍ ସ୍ଥିତ ମନ୍ଦିର ପ୍ରାଙ୍ଗଣରେ ପରିଷଦର ଏକ ପ୍ରସ୍ତୁତି ବୈଠକ ବିଶ୍ୱଜିତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମା'ଙ୍କ ନବ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଆଲୋଚନା
Read More...

୧୯ ନମ୍ବର ଥାନାରେ ଶାନ୍ତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୧୬ ତାରିଖ ଦିନ ପ୍ରଫେଟ୍‌ ମହମ୍ମଦଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଏକ ଶାନ୍ତି ବୈଠକ ସେକ୍ଟର- ୧୯ ଥାନାରେ ଥାନାଧିକାରୀ ସାଇପ୍ରଭା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାପୁରୁଷଙ୍କ ଜୟନ୍ତୀ ପାଳନ ବେଳେ କୌଣସି ଅସ୍ତ୍ରଶସ୍ତ୍ର, କଟୁ
Read More...

୧୪ ନଭେମ୍ବର ଭିତରେ ଆର୍‌ଏସ୍‌ପି ନିର୍ବାଚନ କର : ହାଇକୋର୍ଟ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାରେ ଟ୍ରେଡ୍‌ ୟୁନିଅନ୍‌ ସ୍ଵିକୃତି ପାଇଁ ଗତ ୧୨ ତାରିଖ ଦିନ ଓଡ଼ିଶା ଉଚ୍ଚନ୍ୟାୟାଳୟ ଆସନ୍ତା ୧୪ ନଭେମ୍ବର ୨୦୨୪ ମଧ୍ୟରେ ନିର୍ବାଚନ କରାଇବା ପାଇଁ ଆଦେଶ ଜାରି କରିଛନ୍ତି ବୋଲି ବିଏମ୍‌ଏସ୍‌ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ
Read More...

ହମିରପୁର, ଲୁହାକେରା, ତୁମକେଲା ଓ ଟାଂଗରପାଲିର ବଞ୍ଚିତ ଅଞ୍ଚଳ ନା ପଞ୍ଚାୟତରେ ନା ପୌରପାଳିକାରେ – ବିଧାନସଭାରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ବିଧାନସଭାରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ପିଠାସିନ ଉପବାଚସ୍ପତି ଭବାନୀଶଙ୍କର ଭୋଇଙ୍କ ଦୃଷ୍ଟି ଆକର୍ଷଣ କରି ରଘୁନାଥପାଲ୍ଲୀ ନିର୍ବାଚନ କ୍ଷେତ୍ର ଅନ୍ତର୍ଗତ ହମିରପୁର, ଲୁହାକେରା, ତୁମକେଲା ଓ ଟାଂଗରପାଲି ବଞ୍ଚିତ ଅଞ୍ଚଳର ନା ପଞ୍ଚାୟତରେ ନା
Read More...

ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍‌ର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍‌ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ଡ. ସୁମନ ଦତ୍ତଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ତ୍ରିଲୋକନାଥ ପାଣ୍ଡେଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.
Read More...

ତ୍ରିଦିବସୀୟ ଭାଗବତ କଥା ଆସନ୍ତା ୧୪ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ୍ ସ୍ଥିତ ବାବା ଆଖଣ୍ଡଳମଣି ଓ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆସନ୍ତା ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରାଙ୍ଗଣରେ ଡ. କୃଷ୍ଣକେଶବ ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରତ୍ୟହ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ମୂଳ ସଂସ୍କୃତ
Read More...

ସି. ପି. ଆଇ. ଏମ୍ ସାଧାରଣ ସମ୍ପାଦକ ସିତାରାମ ୟେଚୁରୀଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ମାର୍କସବାଦୀ ଜନନାୟକ, ବାମପନ୍ଥୀ ନେତା, ସି. ପି. ଆଇ. ଏମ୍ ସାଧାରଣ ସମ୍ପାଦକ, ପୂର୍ବତନ ସାଂସଦ ସୀତାରାମ ୟେଚୁରୀ(୭୨)ଙ୍କ ଆଜି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ସେ ନିମୋନିଆରେ ଆକ୍ରାନ୍ତ ହୋଇ ଗତ ଅଗଷ୍ଟ ୧୯
Read More...

କାଟେ, ରେଙ୍ଗାଲି ଓ ବିଯୁବନ୍ଧ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ଓ ପଂଚାୟତ ରାଜ…

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅଧୀନସ୍ଥ ଟାଙ୍ଗରପାଲ୍ଲୀ ଅଞ୍ଚକର କାଟେ, ବିଯୁବନ୍ଧ ଏବଂ ରେଙ୍ଗାଲି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ଭୁବନେଶ୍ୱରରେ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟମନ୍ତ୍ରୀ
Read More...

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ କୈବର୍ତ୍ତ ସମାଜ ରାଉରକେଲାର ୨୪ତମ ପ୍ରତିଷ୍ଠା ଦିବସ ସେକ୍ଟର-୪ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ପାଳିତ ହୋଇଯାଇଛି । କୈବର୍ତ୍ତ ସମାଜର ସଭାପତି ଜଗନ୍ନାଥ ବେହେରାଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଭ୍ରମରବର ବେହେରାଙ୍କ ଆବାହକତ୍ଵ ଓ
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖାର ନବଗଠିତ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଦାୟିତ୍ଵ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖାର ନବଗଠିତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ କରାଯାଇଛି । ଝିରପାଣି ସ୍ଥିତ ଡ. ସୁଷମା ମୋଦୀଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ କାର୍ଯ୍ୟକ୍ରମ
Read More...