ଅଭାବନୀୟ ଘଟଣା : ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ
ରାଜଗାଙ୍ଗପୁର : ଅଭାବନୀୟ ଘଟଣା : ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମାବାହାଲ ରାଜ୍ୟ ରାଜପଥ ୧୦(ବିଜୁ ଏକ୍ସପ୍ରେସ)ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜଣେ ବାଇକ୍ ଆରୋହୀଙ୍କୁ ଏକ!-->…
Read More...
Read More...