Browsing Tag

puri news

ପୁରୀରେ ଆରମ୍ଭ ହେଲା ମହାକାର୍ତ୍ତିକ ବ୍ରତ : ହବିଷ୍ୟାଳିଙ୍କ ଭିଡ଼ରେ ଚଳଚଞ୍ଚଳ ତୀର୍ଥନଗରୀ

ପୁରୀ : ପବିତ୍ର କାର୍ତ୍ତିକ ମାସର ଆରମ୍ଭ ସହ ପୁରୀରେ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ । ହରିନାମ ସଂକୀର୍ତ୍ତନ ଓ ଭକ୍ତିମୟ ପରିବେଶରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ସକାଳୁ ସକାଳୁ ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ଏକାଠି ହୋଇଛନ୍ତି ବ୍ରତଧାରୀ ମହିଳା । ହବିଷ୍ୟାଳିମାନେ ବିଭିନ୍ନ…
Read More...

ବିଜୟା ଦଶମୀରେ ଶ୍ରୀମନ୍ଦିରରେ ବଲିଉଡ୍ ଷ୍ଟାର ଗୋବିନ୍ଦା : ଦର୍ଶନ କଲେ ମହାପ୍ରଭୁଙ୍କ ସୁନାବେଶ

ପୁରୀ : ପବିତ୍ର ବିଜୟା ଦଶମୀ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତା ତଥା ‘ହିରୋ ନମ୍ବର ୱାନ୍‌’ ଗୋବିନ୍ଦା । କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରକୁ ପ୍ରବେଶ କରି ସେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ…
Read More...

ଶ୍ରୀମନ୍ଦିରରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ, ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ

ପୁରୀ : ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଶନିବାର ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସମଗ୍ର ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ । ରାଜ୍ୟପାଳ ନିଜ ପରିବାର ସହ…
Read More...

ଯୁବକଙ୍କ ଉପରେ କାଚ ବୋତଲରେ ଆକ୍ରମଣ : ଅଭିଯୁକ୍ତ ଫେରାର

ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର ଘୋଷଣା ପୁରୀ, (କେପିଏନ୍‌ଏସ୍‌) : ଗୋପ ବ୍ଲକ ସୋରଭା ପଞ୍ଚାୟତ ସାମା ଗାଁର ଯୁବକ ସୁରେନ୍ଦ୍ର ବେହେରାଙ୍କ ଉପରେ କାଚ ବୋତଲରେ ଆକ୍ରମଣ ଘଟଣାରେ ଉପୁଲା ଗାଁର ଯୋଗେନ୍ଦ୍ର ସେଠୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଗୁରୁତର ଆହତ ସୁରେନ୍ଦ୍ର…
Read More...

ସୁନବେଶ ସରିବା ପରେ ଆଜି ମହାପ୍ରଭୁଙ୍କର ହେବ ଅଧରପଣା ନୀତି

ପୁରୀ, (କେପିଏନ୍‌ଏସ୍‌) : ପୁରୀ ସିଂହଦ୍ୱାରରେ ତିନି ଠାକୁର । ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଚାଲିଛି ରଥାରୁଢ ଠାକୁରଙ୍କର । ଭଳିକି ଭଳି ବେଶରେ ଠାକୁରଙ୍କୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ଗତକାଲି ସୁନବେଶ ସରିବା ପରେ ଆଜି ପ୍ରଭୁଙ୍କର ହେବ ଅଧରପଣା ନୀତି। ସୂଚନା ଅନୁଯାୟୀ,…
Read More...

ପୁରୀ-କୋରାପୁଟ-ପୁରୀ’ ଟ୍ରେନକୁ ଲୋକାର୍ପଣ କଲେ ରେଳ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ପୁରୀ, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶ୍ରୀକ୍ଷେତ୍ର ପୁରୀ ଠାରେ ଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ରକୁ ସିଧାସଳଖ ସଂଯୋଗ କରୁଥିବା ନୂତନ 'ପୁରୀ-କୋରାପୁଟ-ପୁରୀ' ଟ୍ରେନକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭ ଲୋକାର୍ପଣ…
Read More...

ସିଡବ୍ଲୁଡିଏସ୍‌ ତରଫରୁ ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଠାରେ ସାମାଜିକ ସେବା ଶିବିର

ପୁରୀ, (କେପିଏନ୍‌ଏସ୍‌) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶିଶୁ ଓ ମହିଳା ବିକାଶ ସୋସାଇଟି(ସିଡବ୍ଲୁଡିଏସ୍‌) ତରଫରୁ ସାମାଜିକ ସେବା ଶିବିର କାର୍ଯ୍ୟକ୍ରମ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ଓ ମହିଳା ବିକାଶ ସୋସାଇଟିର ଅଧ୍ୟକ୍ଷଜ୍ଝ ତଥା ଓଡ଼ିଶା ରାଜ୍ୟ ରେଡ଼କ୍ରସ ସୋସାଇଟିର…
Read More...

ବ୍ୟଙ୍ଗକାର କୃଷ୍ଣେନ୍ଦୁ ହୋତାଙ୍କୁ ଶ୍ରୀକ୍ଷେତ୍ର ସାହିତ୍ୟ ରତ୍ନ ସମ୍ମାନ–୨୦୨୬

ପୁରୀ : ପୁରୀରେ “ହ୍ୟାପି ମୋମେଣ୍ଟସ୍ ଇଣ୍ଡିଆ” ଆୟୋଜିତ “ଉତ୍କଳ ପ୍ରତିଭା ସମ୍ମାନ ସମାରୋହ–୨୦୨୬” ଅବସରରେ ବ୍ୟଙ୍ଗକବି କୃଷ୍ଣେନ୍ଦୁ ହୋତାଙ୍କୁ “ଶ୍ରୀକ୍ଷେତ୍ର ସାହିତ୍ୟ ରତ୍ନ ସମ୍ମାନ–୨୦୨୬” ଦ୍ୱାରା ସମ୍ମାନିତ କରାଯାଇଛି । ସାହିତ୍ୟ ମାର୍ଗରେ ତାଙ୍କର ଅପୂର୍ବ ଅବଦାନ, ବ୍ୟଙ୍ଗ ରଚନାରେ…
Read More...

ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ଅନୁବାଦ ଶିଶୁ ଉପନ୍ୟାସ ଉନ୍ମୋଚିତ

ପୁରୀ : ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ଦ୍ୱାରା କନ୍ନଡ଼ରୁ ଓଡ଼ିଆ ଅନୁବାଦ ଶିଶୁ ଉପନ୍ୟାସ ପୁସ୍ତକ ‘ନବୀନର ମୟୂର’ ଉନ୍ମୋଚିତ ହୋଇଯାଇଛି । ରମେଶ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ଶିଶୁ ସାହିତ୍ୟିକ, ଶିକ୍ଷାବିତ୍ ତଥା ବାଲ୍‌ସାହିତ୍ୟ…
Read More...

ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ : ଦମ୍ପତିଙ୍କ ସମେତ ୩ ଗୁରୁତର

ପୁରୀ : ପୁରୀ ଜିଲ୍ଲା ଗୋପ ଥାନା ବଣିଆ ସାହିରେ ଅଘଟଣ । ରୋଷେଇ କରୁଥିବା ବେଳେ ଗ୍ୟାସ୍‌ରେ ନିଆଁ ଲାଗି ସ୍ଵାମୀ-ସ୍ତ୍ରୀଙ୍କ ସମେତ ୩ ଗୁରୁତର । ସମସ୍ତଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଦମ୍ପତିଙ୍କ ଶରୀର ୪୦ ରୁ ୫୦ ଭାଗ ପୋଡି ଯାଇଥିବା ଡାକ୍ତର କହିଛନ୍ତି । ସୂଚନା…
Read More...