ପୁନେର ଓଡ଼ିଆ ଝିଅ ସଞ୍ଚୟିତା ରାଜ୍ୟ ସ୍ତରୀୟ ସ୍କେଟିଂ ଚାମ୍ପିଅନସିପ୍ ପାଇଁ ମନୋନୀତ
ପୁନେ : ପୁନେ ନିକଟରେ ଅନୁଷ୍ଠିତ ହୋଇଥିବା "ରୋଲର ଏଥଲେଟିକ ପୁନେ ସିଟି ଚାମ୍ପିଅନସିପ - ୨୦୨୫"ରେ ୟୁରୋ ସ୍କୁଲ ୱାକ୍ଡର ଛାତ୍ରୀ ତଥା ପ୍ରତିଭାଶାଳୀ ଓଡ଼ିଆ ଝିଅ ସଞ୍ଚୟିତା ମିଶ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ରୋଲର ଏଥଲେଟିକସ ଏସୋସିଏସନ୍, ମହାରାଷ୍ଟ୍ର ସହ!-->…
Read More...
Read More...