Browsing Tag

pib news

ପ୍ରତିରକ୍ଷା ମନ୍ତ୍ରଣାଳୟ ଡିଆରଡିଓ ଦ୍ୱାରା ସ୍ୱଦେଶୀ କୌଶଳରେ ବିକଶିତ ନୂତନ ପୀଢି କ୍ଷେପଣାସ୍ତ୍ର “ପ୍ରଳୟ”ର…

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ଡିସେମ୍ବର ୨୨, ୨୦୨୧ରେ ଓଡ଼ିଶା ଉପକୂଳବର୍ତ୍ତୀ ଡକ୍ଟର ଏପିଜେ ଅବ୍‌ଦୁଲ କଲାମ ଦ୍ୱୀପରୁ ସ୍ୱଦେଶୀ କୌଶଳରେ ବିକଶିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର 'ପ୍ରଳୟ'ର ପ୍ରଥମ ଉଡାଣ…
Read More...

ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ଏବଂ ଦ ପୋଲିଶ ଚାମ୍ବର ଅଫ୍ ଷ୍ଟାଚ୍ୟୁଟରୀ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ଏବଂ ଦ ପୋଲିସ ଚାମ୍ବର ଅଫ ଷ୍ଟାଚ୍ୟୁଟରୀ ଅଡିଟର୍ସ (ପିଆଇବିଆର) ମଧ୍ୟରେ ବୁଝାମଣାପତ୍ରକୁ ଅନୁମୋଦନ କରିଛନ୍ତି।…
Read More...

୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

• ଚାଷୀଙ୍କୁ ୫୦ ପ୍ରତିଶତ ସୁନିଶ୍ଚିତ ଲାଭ ପ୍ରଦାନ କରିବ ବର୍ଦ୍ଧିତ ଏମଏସପି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସ (କୋପ୍ରା)ର…
Read More...

ସଂସଦର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

• ମୋଟ ୨୪ ଦିନ ମଧ୍ୟରେ ୧୮ଟି ବୈଠକ ଅନୁଷ୍ଠିତ• ସଂସଦର ଉଭୟ ସଦନରେ ୧୧ଟି ବିଲ ପାରିତ; ଲୋକସଭାରେ ୧୨ ଏବଂ ରାଜ୍ୟସଭାରେ ଗୋଟିଏ ବିଲ ଆଗତ• ଲୋକସଭାରେ ୮୨ ପ୍ରତିଶତ ଏବଂ ରାଜ୍ୟସଭାରେ ପ୍ରାୟ ୪୮ ପ୍ରତିଶତ କାର୍ଯ୍ୟ ସମ୍ପାଦନଉଭୟ ସଦନରେ ଅଧ୍ୟାଦେଶ ସ୍ଥାନରେ ଆଗତ ତିନୋଟି ବିଲ ଆଗ ଏବଂ ପାରିତ•…
Read More...

ପାକିସ୍ତାନର ସମନ୍ୱିତ କୁପ୍ରଚାର ଅଭିଯାନକୁ ନଷ୍ଟ କଲା ଭାରତ

ପାକିସ୍ତାନ ପ୍ରାୟୋଜିତ ଜାଲ୍ ସମାଚାର ନେଟୱର୍କକୁ ବ୍ଲକ୍ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ୨୦ଟି ୟୁଟ୍ୟୁବ ଚ୍ୟାନେଲ, ୨ଟି ୱେବସାଇଟ୍‌କୁ ଭାରତ ବିରୋଧୀ କୁପ୍ରଚାର ପାଇଁ ବ୍ଲକ୍ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ଇଣ୍ଟେଲିଜେନ୍ସ ଏଜେନ୍ସି ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ…
Read More...

ପ୍ରଧାନମନ୍ତ୍ରୀଙ୍କ ପ୍ରୟାଗରାଜ ଗସ୍ତ : ଲକ୍ଷ ଲକ୍ଷ ମହିଳା ଅଂଶଗ୍ରହଣ କରିଥିବା କାର୍ଯ୍ୟକ୍ରମରେ ଯୋଗଦେଲେ…

● ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଧାନମନ୍ତ୍ରୀ ହସ୍ତାନ୍ତର କଲେ ଏକ ହଜାର କୋଟି ଟଙ୍କା, ଏହା ଦ୍ୱାରା ଉପକୃତ ହେବେ ୧୬ଲକ୍ଷ ମହିଳା● ପ୍ରଧାନମନ୍ତ୍ରୀ ପ୍ରଥମ ମାସର ବୃତ୍ତି ବ୍ୟବସାୟ ସହାୟିକା- ସକ୍ଷୀଙ୍କୁ ପ୍ରଦାନ କଲେ ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଏକ ଲକ୍ଷ ହିତାଧିକାରୀଙ୍କୁ…
Read More...

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ନିର୍ମାଣ, ପୁନରୁଦ୍ଧାର ଓ ଉନ୍ନତିକରଣ ପ୍ରକଳ୍ପକୁ ମଞ୍ଜୁର କଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ୪ ଲେନ ବିଶିଷ୍ଟ କେସିଙ୍ଗା ଆରଓବି ୪ ଲେନ ସଡ଼କ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି। ଓଡ଼ିଶାର କଳାହାଣ୍ଡି ଜିଲ୍ଲା କେସିଙ୍ଗାର ୨୦୧ ନମ୍ବର ଜାତୀୟ ରାଜପଥ (ବର୍ତ୍ତମାନର ଜାତୀୟ ରାଜପଥ ସଂଖ୍ୟା…
Read More...

ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କାର ଭୀମ-ୟୁପିଆଇ କାରବାର (ପି୨ଏମ)କୁ ପ୍ରୋତ୍ସାହନ ଲାଗି ବିଶେଷ ଯୋଜନାକୁ କ୍ୟାବିନେଟ…

● ଗୋଟିଏ ବର୍ଷ ଲାଗି ଏହି ଯୋଜନା ପାଇଁ ୧,୩୦୦ କୋଟି ଟଙ୍କା ବ୍ୟୟବରାଦ● ଏହି ଡିଜିଟାଲ ପଦ୍ଧତିରେ ପେମେଣ୍ଟ ବ୍ୟବସ୍ଥା ଫଳରେ ଔପଚାରିକ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ପ୍ରଣାଳୀ ଠାରୁ ବାହାରେ ଥିବା ନାଗରିକମାନଙ୍କ ନିକଟରେ ଡିଜିଟାଲ ଅର୍ଥପଇଠ ସୁବିଧା ସୁଲଭ ହେବ ନୂଆଦିଲ୍ଲୀ, (ପିଆଇବି) :…
Read More...

୨୦୨୧-୨୬ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର କାର୍ଯ୍ୟକାରିତାକୁ କ୍ୟାବିନେଟ ଅନୁମୋଦନ

• ରାଜ୍ୟମାନଙ୍କୁ ୩୭,୪୫୪ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ସମେତ ମୋଟ ୯୩,୦୬୮ କୋଟି ଟଙ୍କାର ଖର୍ଚ୍ଚ ଅଟକଳ• ୨.୫ ଲକ୍ଷ ଏସସି ଏବଂ ୨ ଲକ୍ଷ ଏସଟି ଚାଷୀଙ୍କ ସମେତ ଉପକୃତ ହେବେ ପ୍ରାୟ ୨୨ ଲକ୍ଷ ଚାଷୀ• ଦୁଇଟି ଜାତୀୟ ପ୍ରକଳ୍ପ – ରେଣୁକାଜି (ହିମାଚଳ ପ୍ରଦେଶ) ଏବଂ ଲଖୱାର (ଉତ୍ତରାଖଣ୍ଡ)କୁ…
Read More...

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଚଳଚ୍ଚିତ୍ର ସଂକ୍ରାନ୍ତ ତଥା ମୁମ୍ବାଇରେ ମୁଖ୍ୟାଳୟ ଥିବା ସମସ୍ତ ବିଭାଗ ଗୋଟିଏ…

• ସିବିଏଫସି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନ୍ଦର ଭାକର ହେଲେ ଏନଏଫଡିସି, ଫିଲ୍ମ ଡିଭିଜନ ଏବଂ ସିଏଫଏସଆଇର ନୂତନ ମୁଖ୍ୟ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ରବିନ୍ଦର ଭାକର ଆଜି ଜାତୀୟ…
Read More...