Browsing Tag

pib news

ମଇ ପହିଲାରେ ପାଳିତ ହେବ ଉଜ୍ୱଳା ଦିବସ : ଦେଶବ୍ୟାପୀ ୫ହଜାର ଏଲପିଜି ପଞ୍ଚାୟତର ଆୟୋଜନ

ଭୁବନେଶ୍ୱର, (ପିଆଇବି) : ପ୍ରତ୍ୟେକ ବିପିଏଲ୍ ପରିବାରକୁ "ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା" ଯୋଜନାରେ ବିନାମୂଲ୍ୟରେ ଏଲ୍ ପି ଜି ସଂଯୋଜ ଦିଆ ଯାଉଛି । ସାମାଜିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ । ଉତ୍ତରପ୍ରଦେଶର ବଲିଆଠାରେ ୨୦୧୬ ମଇ ପହିଲା ଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହି…
Read More...

ଓଡ଼ିଶାରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ବ୍ୟାପକ ଟ୍ୟାଗିଂ ଓ ଅଧ୍ୟୟନ କାର୍ଯ୍ୟ ଜାରି

• ବିରଳ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଓଡ଼ିଶା ବନ ବିଭାଗ ସହ ମିଶି ଜେଡଏସଆଇ ପକ୍ଷରୁ ନିଆଯାଉଛି ପଦକ୍ଷେପ ଭୁବନେଶ୍ୱର, (ପିଆଇବି) : ଓଡ଼ିଶାରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସଂରକ୍ଷଣ ପାଇଁ ବ୍ୟାପକ ଟ୍ୟାଗିଂ ଓ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଛି । ଏଥିପାଇଁ କେନ୍ଦ୍ର…
Read More...

ଜାତୀୟ ପାଠ୍ୟକ୍ରମ ରୂପରେଖର ଆଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଶିଶୁଙ୍କ ସାମଗ୍ରିକ ବିକାଶ, ମାତୃଭାଷାରେ ଶିକ୍ଷାଲାଭ ସହସଂସ୍କୃତିର ମୂଳଦୁଆ ଉପରେ ଗୁରୁତ୍ୱ ଦେବ-ଧର୍ମେନ୍ଦ୍ର ପ୍ରଧାନ • ଜାତୀୟ ଶିକ୍ଷା ନୀତିର କଳ୍ପନା ଏବଂ ଯଥାର୍ଥତାକୁ ବାସ୍ତବ ରୂପ ଦେବା ପାଇଁ ଉଦ୍ୟମ• ଜାତୀୟ ଶିକ୍ଷା ନୀତି ସିଦ୍ଧାନ୍ତ ହେଲେ ଜାତୀୟ ପାଠ୍ୟକ୍ରମ ରୂପରେଖ ହେଉଛି ପଥ…
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୨ ଉଦ୍‌ଘାଟିତ

“ବୈଶ୍ୱିକ ସେମିକଣ୍ଡକ୍ଟର ଯୋଗାଣ ବ୍ୟବସ୍ଥାରେ ଜଣେ ପ୍ରମୁଖ ଅଂଶୀଦାର ହୋଇ ଭାରତକୁ ପ୍ରତିଷ୍ଠିତ କରାଇବା ହେଉଛି ଆମର ସମ୍ମିଳିତ ଦାୟୀତ୍ୱ” ସରକାର ପରିଚାଳନାଠାରୁ ସ୍ୱାସ୍ଥ୍ୟ, ଜନକଲ୍ୟାଣ ଅନ୍ତର୍ଭୁକ୍ତୀକରଣ ଏବଂ ସଶକ୍ତିକରଣ ପର୍ୟ୍ୟନ୍ତ ସବୁ କ୍ଷେତ୍ରରେ ଜୀବନମାନ ପରିବର୍ତ୍ତନ ପାଇଁ ଆମେ…
Read More...

ଅନୁଗୁଳରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ସର ଟିଏମଟି ରିବାର୍ ମିଲକୁ ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ

● ବାର୍ଷିକ ୧୪ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏହି ମିଲ୍ ବିଶ୍ବର ବୃହତମ ଓ ଅତ୍ୟାଧୁନିକ ରିବାର ମିଲ୍ସ ମଧ୍ୟରୁ ଅନ୍ୟତମ● ଅନୁଗୁଳ ଠାରେ ଇସ୍ପାତ ଉତ୍ପାଦନ ପାଇଁ ବିଶ୍ବର ପ୍ରଥମ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ● ପ୍ଲାଣ୍ଟରେ ବ୍ୟବହୃତ ହେଉଛି ସ୍ଥାନୀୟ ଅଞ୍ଚଳରେ…
Read More...

୨୦୨୨ ଖରିଫ ଋତୁରେ ଫସ୍‌ଫେଟ୍‌ ଓ ପଟାସ (ପିଏଣ୍ଡକେ) ସାର ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ପ୍ରଦାନ…

• ଏନ୍‌ବିଏସ୍‌-ଖରିଫ ଋତୁ ୨୦୨୨ ପାଇଁ ୬୦,୯୩୯.୨୩ କୋଟି ଟଙ୍କାର ସବସିଡିକୁ କ୍ୟାବିନେଟ୍‌ ଅନୁମୋଦନ• ଗତ ବର୍ଷ ତୁଳନାରେ ପ୍ରତି ପ୍ରତି ବସ୍ତା ସବସିଡି ପରିମାଣ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : ଖରିଫ ଋତୁ -୨୦୨୨ (୧ ଏପ୍ରିଲ ଠାରୁ ୩୦ ସେପ୍ଟେମ୍ବର ୨୦୨୨…
Read More...

ଇଣ୍ଡିଆ ପୋଷ୍ଟ ପେମେଣ୍ଟେସ୍ ବ୍ୟାଙ୍କ ଗଠନ ସଂକ୍ରାନ୍ତ ସଂଶୋଧିକ ଖର୍ଚ୍ଚ ଅଟକଳକୁ କ୍ୟାବିନେଟର ଅନୁମୋଦନ

୨୦୨୦-୨୧ରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏ ବାବଦରେ ଅତିରିକ୍ତ ୮୨୦ କୋଟି ଟଙ୍କା ସରକାର ଯୋଗାଇଦେବେଏବେ ମୋଟ ବ୍ୟୟବରାଦ ୨୨୫୫ କୋଟି ଟଙ୍କାରେ ପହଞ୍ଚିଲା ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇଣ୍ଡିଆ…
Read More...

କୋଭିଡ-୧୯ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

● ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଯୋଗୁଁ ଭାରତ କରୋନା ବିରୁଦ୍ଧରେ ଦୀର୍ଘ ସଂଗ୍ରାମ ଲଢିପାରିଛି● “କରୋନାର ଆହ୍ୱାନ ଏବେ ମଧ୍ୟ ପୁରା ଯାଇନାହିଁ ଏକଥା ସ୍ପଷ୍ଟ”● “ଯେତେଶୀଘ୍ର ସମ୍ଭବ ସମସ୍ତ ଯୋଗ୍ୟ ପିଲାମାନଙ୍କୁ ଟିକାଦାନ କରିବା ଆମର ପ୍ରାଥମିକତା । ବିଦ୍ୟାଳୟଗୁଡିକରେ ସ୍ୱତନ୍ତ୍ର ଅଭିଯାନ…
Read More...

ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳଗୁଡିକରେ ୨ଜି ମୋବାଇଲ ସେବାକୁ ୪ଜିକୁ ଉନ୍ନୀତ କରିବାକୁ କ୍ୟାବିନେଟ୍‌ର ଅନୁମୋଦନ

ଏହାଫଳରେ ସମ୍ପୃକ୍ତ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ଓ ଡାଟା ସେବାରେ ଉନ୍ନତି ଆସିବଏହି ନିଷ୍ପତ୍ତି ଘରୋଇ ବିନିର୍ମାଣ (ମାନୁଫ୍ୟାକଚରିଂ)କୁ ପ୍ରୋତ୍ସାହିତ କରିବା ସହିତ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବଏହି କାର୍ଯ୍ୟ ପାଇଁ ମୋଟ ୨୪୨୬.୩୯କୋଟି ଟଙ୍କା ଖର୍ଚ୍ଚ ହେବ …
Read More...

କ୍ୟାବିନେଟ ମଞ୍ଜୁରି : ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ପିଏ ସ୍ୱନିଧି) ଯୋଜନାର ଅବଧି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି ବୈଠକରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡର୍ସ ନିଧି (ପିଏମ-ସ୍ବନିଧି) ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି…
Read More...