Browsing Tag

pib news

କ୍ରମାଗତ ଭାବେ ବିଗତ ୫ ସପ୍ତାହରେ ସୁସ୍ଥଙ୍କ ସଂଖ୍ୟା ନୂତନ ମାମଲାଠାରୁ ଅଧିକ

● କରୋନା ସକ୍ରିୟ ମାମଲା ନିମ୍ନମୁଖୀ, ଆଜି ଏହା ୫.୨ ଲକ୍ଷରେ ପହଞ୍ଚିଛି ନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ ନୂଆ ପଜିଟିଭ୍ ମାମଲା ଆସିଥିବା ବେଳେ ନୂଆ ସୁସ୍ଥଙ୍କ ସଂଖ୍ୟା ୫୪ ହଜାରକୁ ଅତିକ୍ରମ କରିଛି । ଗତ ୫ ସପ୍ତାହ ଧରି ଦେଶରେ ପ୍ରତିଦିନ ସୁସ୍ଥ
Read More...

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ପ୍ରକୃତ ହିତାଧିକାରୀ ଚିହ୍ନଟ କରି ୨୦୧୩ରୁ ୪.୩୯ କୋଟି ନକଲି ରାସନ କାର୍ଡ ହୋଇଛି…

● ରଦ୍ଦ ରାସନ କାର୍ଡ ବଦଳରେ ପ୍ରକୃତ ଓ ଯୋଗ୍ୟ ହିତାଧିକାରୀ/ପରିବାରକୁ ନିୟମିତ ଭାବେ ନୂଆ କାର୍ଡ ପ୍ରଦାନ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ପ୍ରଯୁକ୍ତି ସମ୍ବଳିତ ପିଡିଏସ ସଂସ୍କାର ଆଣିବାକୁ ଆରମ୍ଭ ହୋଇଥିବା ଅଭିଯାନ ଅନୁଯାୟୀ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଲାଗୁ ପାଇଁ
Read More...

ଗ୍ରହ ନକ୍ଷତ୍ର ବିଜ୍ଞାନ କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ ସହଯୋଗ ପାଇଁ ଭାରତ-ସ୍ପେନ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରକୁ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ଗ୍ରହ ନକ୍ଷତ୍ର ଭୌତିକ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏ) ବେଙ୍ଗାଲୁରୁ ଓ ସ୍ପେନର ଭୌତିକ ବିଜ୍ଞାନ ଇନଷ୍ଟିଚ୍ୟୁଟ ଡା ଆଷ୍ଟ୍ରୋଫିଜିସିଆ ଡା କାନାରିଆନ
Read More...

୧୮୧୦ କୋଟି ଟଙ୍କା ବ୍ୟୟରେ ୨୧୦ ମେଗାୱାଟ ଯୁକ୍ତ ଲୁହରି ପ୍ରଥମ ପର୍ୟ୍ୟାୟ ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ସତଲେଜ ନଦୀର ୨୧୦ ମେଗାୱାଟ କ୍ଷମତା ସମ୍ପନ୍ନ ଲୁହରି ଜଳବିଦ୍ୟୁତ ପ୍ରକଳ୍ପ ପ୍ରଥମ ପର୍ୟ୍ୟାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସଂକ୍ରାନ୍ତ ଆର୍ଥିକ ବ୍ୟାପାର କମିଟି
Read More...

ଭାରତ-ୟୁକେ ମଧ୍ୟରେ ଭେଷଜ ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ବୁଝାମଣାପତ୍ରକୁ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-ୟୁକେ ମଧ୍ୟରେ ଭେଷଜ ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ହୋଇଥିବା ବୁଝାମଣାପତ୍ରକୁ ମଞ୍ଜୁରି ମିଳିଛି । ଭାରତୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ
Read More...

ଭାରତରେ ହ୍ରାସ ପାଇବାରେ ଲାଗିଛି କରୋନା ସକ୍ରିୟ ମାମଲା : କ୍ରମାଗତ ଷଷ୍ଠ ଦିନରେ ସକ୍ରିୟ ମାମଲା ୬ ଲକ୍ଷ ତଳେ

● ସୁସ୍ଥତା ହାର ୯୨ ପ୍ରତିଶତ ଅତିକ୍ରମ କଲା ନୂଆଦିଲ୍ଲୀ, (ପିଆଇବି) : ଭାରତରେ ପ୍ରତିଦିନ କୋଭିଡ ଆକ୍ରାନ୍ତମାନେ ଅଧିକରୁ ଅଧିକ ସୁସ୍ଥ ହେଉଥିବାରୁ ଏବଂ ମୃତ୍ୟୁହାର ହ୍ରାସ ପାଉଥିବାରୁ ସକ୍ରିୟ ମାମଲାର ନିମ୍ନମୁଖୀ ଧାରା ମଧ୍ୟ ଜାରି ରହିଛି । କ୍ରମାଗତ ଷଷ୍ଠ ଦିନରେ ଦେଶରେ କରୋନା ସକ୍ରିୟ
Read More...

ଜୟପୁର ଏଫଓବି ପକ୍ଷରୁ “କୋଭିଡ-୧୯ ସମୟରେ ଶ୍ରେଷ୍ଠ ଅଭ୍ୟାସ” ଶୀର୍ଷକ ୱେବିନାର ଆୟୋଜିତ

କୋରାପୁଟ, ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ(ଏଫଓବି), ଜୟପୁର, କୋରାପୁଟ ପକ୍ଷରୁ “କୋଭିଡ-୧୯ ସମୟରେ ଶ୍ରେଷ୍ଠ ଅଭ୍ୟାସ” ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ବକ୍ତା ଭାବେ କୋରାପୁଟ ମୁଖ୍ୟ ଚିକିତ୍ସା
Read More...

ଟେଲି-ଆଇନ ନୂଆ ମାଇଲଖୁଣ୍ଟ ଛୁଇଁଲା : ସିଏସ୍‌ସି ପ୍ରୟାସରେ ୪ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ଆଇନଗତ ପରାମର୍ଶ

• ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୭ ମାସ ମଧ୍ୟରେ ୨.୦୫ ଲକ୍ଷ ପରାମର୍ଶ ପ୍ରଦାନ କରାଯାଇଛି• ୨୦୨୦ ଏପ୍ରିଲ ସୁଦ୍ଧା ଏଭଳି ପରାମର୍ଶର ମୋଟ ସଂଖ୍ୟା ଥିଲା ୧.୯୫ଲକ୍ଷ ନୂଆଦିଲ୍ଲୀ, (ପିଆଇବି) : ୨୦୨୦ ଅକ୍ଟୋବର ୩୦ ସୁଦ୍ଧା ଟେଲି-ଆଇନ ଦେଶରେ ଏକ ନୂଆ ମାଇଲଖୁଣ୍ଟକୁ ସ୍ପର୍ଶ କରିଛି । କମନ୍‌
Read More...

ନଭେମ୍ବର ୫ ତାରିଖରେ ଭର୍ଚୁଆଲ ଗ୍ଲୋବାଲ ଇନଭେଷ୍ଟର ରାଉଣ୍ଡଟେବୁଲରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

• ରାଉଣ୍ଡଟେବୁଲରେ ସମଗ୍ର ବିଶ୍ୱର ଶୀର୍ଷ ପେନସନ ଓ ସୋଭରେନ ୱେଲଥ ଫଣ୍ଡଗୁଡ଼ିକ ଅଂଶଗ୍ରହଣ କରିବେ• ଭାରତରେ ଅନ୍ତର୍ଜାତୀୟ ନିବେଶ ବୃଦ୍ଧି ଦିଗରେ ସୁଯୋଗ ପ୍ରଦାନ କରିବ ଏହି କାର୍ୟ୍ୟକ୍ରମ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ନଭେମ୍ବର, ୨୦୨୦ରେ ଭର୍ଚୁଆଲ
Read More...

ବ୍ୟାଙ୍କ ସମୂହ ଦ୍ୱାରା ଲାଗୁ କରାଯାଉଥିବା ସେବାଶୁଳ୍କ (ସର୍ଭିସ ଚାର୍ଜ)ର ବାସ୍ତବ ସ୍ଥିତି

ନୂଆଦିଲ୍ଲୀ, (ପିଆଇବି) : କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେବାଶୁଳ୍କ ବା ସର୍ଭିସ ଚାର୍ଜ ଅତ୍ୟଧିକ ବୃଦ୍ଧି କରିଥିବା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାସ୍ତବ ସ୍ଥିତି ସଂପର୍କରେ ନିମ୍ନ ମତେ ସୂଚନା ଦିଆଯାଇଛି ।• ଜନଧନ
Read More...