Browsing Tag

pib news

କଟକରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ କଟକ, (ପିଆଇବି) : ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଗଣମାଧ୍ୟମର ଉତ୍ତରଦାୟୀତ୍ୱ । ଆଜି କଟକଠାରେ କେନ୍ଦ୍ର ସୂଚନା…
Read More...

ଭାରତୀୟ ରେଳବାଇ ଆଇଆରସିଟିସିର ଡିଜିଟାଲ୍ ସେବା ସମ୍ପ୍ରସାରିତ

ଭାରତୀୟ ରେଳବାଇ ଡିଜିଟାଲ କାରବାରକୁ ବ୍ୟାପକ ଭାବେ ଉତ୍ସାହିତ କରୁଛିରେଳବାଇ ଯାତ୍ରୀଙ୍କୁ ଡିଜିଟାଲ ଦେଣନେଣ ପାଇଁ ସୁଯୋଗ ସୃଷ୍ଟି କରାଯାଉଛିଇ-କ୍ୟାଟରିଂ ସେବା ୩୧୦ଟି ରେଳ ଷ୍ଟେସନରେ ଉପଲବ୍ଧ, ୧୭୫୫ ସେବା ପ୍ରଦାନକାରୀ ସଂସ୍ଥା, ୧୪ଟି ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ଦିନକୁ ୪୧,୮୪୪ ମିଲ…
Read More...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପିଏମ କେୟାର୍ସ ପାଣ୍ଠି ଟ୍ରଷ୍ଟିବୋର୍ଡ ବୈଠକ

ପିଏମ କେୟାର୍ସକୁ ସହୃଦୟତାର ସହ ଦାନ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ପ୍ରଶଂସାପିଏମ କେୟାର୍ସ ଆପାତକାଳୀନ ଓ ଦୂରାବସ୍ଥା ସମୟରେ କେବଳ ସହାୟକ ହୁଏ ନାହିଁ ବରଂ ରିଲିଫ ସହାୟତା ଓ ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପ ଓ ପୁନନିର୍ମାଣ ପ୍ରତି ମଧ୍ୟ ଧ୍ୟାନ ଦେଇଥାଏମାନ୍ୟବର ପୂର୍ବତନ…
Read More...

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଇଜିପ୍ଟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ମହମ୍ମଦ ଜାକିଙ୍କ ମଧ୍ୟରେ କାଇରୋରେ…

ପ୍ରତିରକ୍ଷା ସମ୍ପର୍କକୁ ମଜବୁତ୍ କରିବା ଦିଗରେ ଯୁଗ୍ମ ସୈନ୍ୟାଭ୍ୟାସ ବଢ଼ାଇବା ଏବଂ ପ୍ରଶିକ୍ଷଣ ପାଇଁ ସେନା କର୍ମଚାରୀଙ୍କ ଆଦାନ ପ୍ରଦାନ ପାଇଁ ସହମତିପାରସ୍ପରିକ ହିତର ସମସ୍ତ କ୍ଷେତ୍ରରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ବୁଝାମଣା ସ୍ୱାକ୍ଷର ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା…
Read More...

ପିଆଇବି ସହଭାଗିତାରେ ଜିଇଏମ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହେଲା ‘ସେଲର୍ ସମ୍ବାଦ’ କାର୍ଯ୍ୟକ୍ରମ

● ପୋର୍ଟାଲର ନୂତନ ବୈଶିଷ୍ଟ୍ୟ ଓ ସୁବିଧା ସମ୍ପର୍କରେ ସଚେତନ ହେଲେ ବିକ୍ରେତା● ଜିଇଏମର ସେବା ବିତରଣରେ ସୁଧାର ଆଣିବା ଲାଗି ନିଆଗଲା ମତାମତ ଭୁବନେଶ୍ୱର, (ପିଆଇବି) : ସରକାରୀ ଇ ମାର୍କେଟ ପ୍ଲେସ୍ (ଜିଇଏମ) ପୋର୍ଟାଲ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏକ ମତବିନିମୟ…
Read More...

ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ଓଡ଼ିଶା ଗସ୍ତରେ ଆସିଥିବା ମହାରାଷ୍ଟ୍ର ଛାତ୍ରଛାତ୍ରୀ ଭୁବନେଶ୍ୱର, (ପିଆଇବି) : ସେପ୍ଟେମ୍ବର ୨୦ : ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଓଡ଼ିଶା ଗସ୍ତରେ ଆସିଥିବା ନଭି ମୁମ୍ବାଇର କେସି ପାଟିଲ…
Read More...

ମୁଖ୍ୟ ସ୍ରୋତରେ ଥିବା ଗଣମାଧ୍ୟମ ନିଜ ପାଇଁ ନିଜେ ବିପଦ : ଅନୁରାଗ ଠାକୁର

ବିଭିନ୍ନ ଚାନେଲରେ ବିତର୍କ ସମୟରେ ବିରୋଧାତ୍ମକ ମତ ପ୍ରକାଶ ଚାନେଲର ବିଶ୍ୱସନୀୟତାକୁ ହ୍ରାସ କରୁଛିକର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଅତିରଞ୍ଜନ ନ କରି ସମ୍ବାଦ ପରିବେଷଣ କରନ୍ତିପ୍ରସାର ଭାରତୀ ସି.ଇ.ଓ. ମୟଙ୍କ ଅଗ୍ରୱାଲଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର- ୨ଠ୨୨ ପ୍ରଦାନ ନୂଆଦିଲ୍ଲୀ,…
Read More...

ଆଇଆଇଟି ମାଡ୍ରାସର ୨୦୨୧-୨୭ ରଣନୈତିକ ଯୋଜନାର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ମାନବତାର ଭବିଷ୍ୟତ ଗଠନରେ ଆଇଆଇଟି ହେଉଛି ମନ୍ଦିର-ଧର୍ମେନ୍ଦ୍ର ପ୍ରଧାନ• ଏମ୍ଫାସିସ୍ ସେଣ୍ଟର ଫର୍ କ୍ୱାଣ୍ଟମ ସାଇନ୍ସ ଓ କୋଟକ୍- ଆଇଆଇଟି ମାଡ୍ରାସ ସେଭ୍ ଏନର୍ଜି ମିଶନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ• ଶିକ୍ଷାନୁଷ୍ଠାନ ପରିସରରେ ଥିବା ୫ଜି ଟେଷ୍ଟ୍ ବେଡ୍, ୩ଡି -ପ୍ରିଣ୍ଟେଡ୍ ହାଉସ…
Read More...

ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଦଳର ସଂଗଠନକୁ ମଜଭୂତ୍ କରିବାରେ ବିଷ୍ଣୁ ଭାଇଙ୍କ ଭୂମିକା ଅତୁଳନୀୟ - ଧର୍ମେନ୍ଦ୍ର ପ୍ରଧାନ• ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି• ବିଷ୍ଣୁ ଭାଇଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ଭୁବନେଶ୍ୱର, (ପିଆଇବି) : ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା,…
Read More...

ଶିଖ୍ ପ୍ରତିନିଧି ଦଳକୁ ନିଜ ବାସଗୃହରେ ଭେଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଅଖଣ୍ଡପାଠ ଆୟୋଜନ କରିଥିବା ପ୍ରତିନିଧି ଦଳ ତାଙ୍କୁ ଗୁରୁଦ୍ୱାର ବାଲା ସାହିବଜୀଙ୍କ ପ୍ରସାଦ ଓ ଆଶୀଷ ଅର୍ପଣ କଲେପଗଡି ବାନ୍ଧି ଓ ଶିରୋପା ନେଇ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନୀତ କଲେଶିଖ ସମ୍ପ୍ରଦାୟର କଲ୍ୟାଣ ଓ ମର୍ଯ୍ୟାଦା ରକ୍ଷା ପାଇଁ…
Read More...