Browsing Tag

pib news

ରାଜ୍ୟର ସୂଚନା ପ୍ରଯୁକ୍ତି ମନ୍ତ୍ରୀମାନଙ୍କର ତିନି ଦିବସୀୟ ଡିଜିଟାଲ୍ ଇଣ୍ଡିଆ ସମ୍ମିଳନୀ ସମାପ୍ତ

ଆଗାମୀ ୫୦୦ ଦିନରେ ନୂଆ ୨୫,୦୦୦ ଟାୱାର ଲଗାଇବା ପାଇଁ ୩୬,୦୦୦ କୋଟି ଟଙ୍କା ସ୍ବୀକୃତ୨୦୦୦ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ପାଇଁ ରାଜ୍ୟକୁ ବିଶେଷ ସମର୍ଥନ ପାଇଁ ସହାୟତା ପ୍ରଦାନ କରାଯାଇଛିସୂଚନା ପ୍ରଯୁକ୍ତି ନିୟମ, ଡାଟା ଗଭର୍ଣ୍ଣାନ୍ସ, ଡିଜିଟାଲ୍ ଇଣ୍ଡିଆ ଭାସିନୀ, ଡିଜିଟାଲ୍ ପେମେଣ୍ଟ,…
Read More...

ପୁରୀ ଠାରେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଶ୍ରୀଜଗନ୍ନାଥ ସଂସ୍କୃତି, ଭାରତୀୟତା ଓ ହିନ୍ଦୁତ୍ୱକୁ ପ୍ରଭାବଶାଳୀଭାବରେ ନୂଆପିଢି ସହ ଯୋଡ଼ିବା ଉଦ୍ଦେଶ୍ୟ -ଧର୍ମେନ୍ଦ୍ର ପ୍ରଧାନ• ଶ୍ରୀସଦାଶିବ କ୍ୟାମ୍ପସରେ ଦେଶର ଦ୍ୱିତୀୟ ‘ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ ଲୋକାର୍ପିତ• ‘ହିନ୍ଦୁ ଅଧ୍ୟୟନ କେନ୍ଦ୍ର’ର ଉଦଘାଟନ ସହ…
Read More...

ଯୁବ ଲେଖକ ମାନଙ୍କୁ ପରାମର୍ଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା – ଯୁବା ୨.୦ ର ଶୁଭାରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ଉଚ୍ଚଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଆଜି ଯୁବ ଲେଖକ ମାନଙ୍କର ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଯୁବା ୨.୦ ଆରମ୍ଭ କରିଛି । ପଢ଼ିବା, ଲେଖିବା ଏବଂ ପୁସ୍ତକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଯୁବକ ଏବଂ ନୂତନ ଲେଖକ ମାନଙ୍କୁ (30 ବର୍ଷରୁ କମ୍…
Read More...

ଗାନ୍ଧୀ ଜୟନ୍ତୀ ଅବସରରେ କିରେନ ରିଜିଜୁ ଓ ଅନୁରାଗ ସିଂ ଠାକୁର ଆରମ୍ଭ କଲେ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୩.ଠ

ନୂଆଦିଲ୍ଲୀ (ପିଆଇବି) : ଗାନ୍ଧୀ ଜୟନ୍ତୀ ଅବସରରେ ଗତକାଲି ନୂଆଦିଲ୍ଲୀ ଠାରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ ଠାରେ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୩.ଠ ଆରମ୍ଭ ହୋଇଛି । ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ହେଉଥିବା ବୃହତ୍ତମ କାର୍ଯ୍ୟକ୍ରମ କୋଭିଡ-୧୯ ବୈଶ୍ୱିକ ମହାମାରୀ ସବୁଠାରୁ…
Read More...

ଘରୋଇ ମୂଲ୍ୟ ନିୟନ୍ତ୍ରଣ ନିମନ୍ତେ ଖାଇବା ତେଲ ଆମଦାନୀ ବାବଦ ସୀମା ଶୁଳ୍କ ରିହାତି ଅବଧି ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ (ପିଆଇବି) : କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ବୋର୍ଡ ଏହାର ବିଜ୍ଞପ୍ତି କ୍ରମିକ ୪୬/୨୦୨୨ କଷ୍ଟମ୍‌ସ ତା ୩୧ ଅଗଷ୍ଟ ୨୦୨୨ ଜରିଆରେ କିଛି ଖାଇବା ତେଲ ଆମଦାନୀ ଉପରେ ସୀମାଶୁଳ୍କ ଅବଧିକୁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏହା ଫଳରେ ଖାଇବା ତେଲ ଆମଦାନୀ ରିହାତି ଦର…
Read More...

୨୦୨୨ ସେପ୍ଟେମ୍ବର ମାସରେ ୧,୪୭,୬୮୬ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ଆଦାୟ

• କ୍ରମାଗତ ୭ ମାସ ଧରି ମାସିକ ଜିଏସଟି ରାଜସ୍ୱ ସଂଗ୍ରହ ୧.୪ ଲକ୍ଷ କୋଟିରୁ ଅଧିକ ରହିଛି• ଓଡ଼ିଶାରେ ଜିଏସଟି ସଂଗ୍ରହ ୧୩ ପ୍ରତିଶତ ବଢ଼ିଲା ; ସେପ୍ଟେମ୍ବର ୨୦୨୨ ମାସରେ ୩ ହଜାର ୭୬୫ କୋଟି ଟଙ୍କାର ଜିଏସଟି ଆଦାୟ• ସେପ୍ଟେମ୍ବର ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ୱ ୨୦୨୧ର ସମାନ ମାସ ତୁଳନାରେ…
Read More...

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

● ବୌଦ୍ଧିକ ଶକ୍ତିର ପ୍ରସାର ଦିଗରେ ଚଳଚ୍ଚିତ୍ର ଏକ ଶ୍ରେଷ୍ଠ ମାଧ୍ୟମ, ଚଳଚ୍ଚିତ୍ରର ଗୁଣବତ୍ତା ବୃଦ୍ଧି ବୌଦ୍ଧିକ ଚେତନାକୁ ଆହୁରି ପ୍ରଭାବୀ କରିବ : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ● ପୁରସ୍କାର ଆମ ଦେଶର ଆଞ୍ଚଳିକ ସାମର୍ଥ୍ୟକୁ ସାମ୍ନାକୁ ଆଣିଛି; ଉପାନ୍ତ କ୍ଷେତ୍ରର କଳାକାରମାନେ…
Read More...

କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ସୂଚନା : ୧ ଅକ୍ଟୋବର ୨୦୨୩ଠାରୁ ଏମ-ୱାନ୍ ଶ୍ରେଣୀର ଯାତ୍ରୀବାହୀ କାରରେ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏକାଧିକ ଟୁଇଟ୍ଜରିଆରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତ ମୂଲ୍ୟବର୍ଗ ଏବଂ ସବୁ ପ୍ରକାରର ମୋଟର ଗାଡ଼ିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ…
Read More...

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ପାର୍ବଣ ଭେଟି

● ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତାର ଅତିରିକ୍ତ ୪% କିସ୍ତି ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍● ଜୁଲାଇ ପହିଲା, ୨୦୨୨ରୁ ପିଛିଲା ଭାବେ ମିଳିବ ଡିଏ ଏବଂ ଡିଆର ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର…
Read More...

ଫିକିର ‘ବିଶ୍ୱ ଦକ୍ଷତା ସମ୍ମିଳନୀ’ ଏବଂ ଡିଜିଟାଲ୍ ଓ ଶିକ୍ଷା ସମ୍ବନ୍ଧୀୟ ଆନ୍ତର୍ଜାତିକ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ

ଦେଶରେ ଡ଼ିଜିଟାଲ୍ ଲାଇଫଷ୍ଟାଇଲ ନୂଆ ରୂପ ନେଉଛି- ଧର୍ମେନ୍ଦ୍ର ପ୍ରଧାନ• ‘ଡିଜିଟାଲ୍ ରୂପାନ୍ତର ଏବଂ ଶିକ୍ଷାର ଆନ୍ତର୍ଜାତୀୟକରଣ’ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗଦେଲେ• ଫିକିର ୧୩ତମ ‘ବିଶ୍ୱ ଦକ୍ଷତା ସମ୍ମିଳନୀ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ• ଦେଶର ଅର୍ଥନୀତିକୁ ଅଧିକ ମଜଭୂତ କରିବା…
Read More...